ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କିପରି ହେବେ ଋଣରୁ ମୁକ୍ତି,ଜାଣନ୍ତୁ ଏହାର ଉପାୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆଜି ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଆଜିର ଏହି ଆଧୁନିକ ଦୁନିଆର ଲୋକ ମାନେ ଜାଣିବା ଦରକାର। ଦେବୀ ପ୍ରସାଦ ମହାପାତ୍ର ନାମକ ଜଣେ ବ୍ୟକ୍ତି ଏହି ଭିଡିଓ ଟିକୁ ସୋସିଆଲ ମିଡିଆରେ ଛାଡିଛନ୍ତି। ଏହି ଭିଡ଼ିଓରେ ସେ ଋଣ ମୁକ୍ତ ହେବାର ଉପାୟ ବିଷୟରେ ବହୁତ୍ କିଛି କଥା କହିଛନ୍ତି। ସେ କହିଛନ୍ତି ମଣିଷ ଜୀବନରେ ୨ ଟି ଜିନିଷ ମଣିଷକୁ ବହୁତ୍ କଷ୍ଟ ଦିଏ ଗୋଟିଏ ହେଲା ଋଣ ଅନ୍ୟଟି ହେଲା ରୁଦ୍ର।
ଏବେକାର ସମାଜରେ ଅର୍ଥାର୍ତ୍ ଆଧୁନିକ ସମାଜରେ ଅନେକ ଲୋକ ଋଣ ରେ ବୁଡି ରହିଛନ୍ତି। ଏହି ଋଣ ରୁ ମୁକ୍ତି ହେବା ତାଙ୍କ ପାଇଁ ଜମାବୀ ସହଜ ହେଉ ନାହିଁ। ସେ କହିଛନ୍ତି ଯେଉଁ ମାନେ ଅଧିକ କରଜରେ ବୁଡି ରହିଛନ୍ତି ସେମାନଙ୍କ ପାଇଁ ଏହି ଭିଡିଓ ଟି ବହୁତ୍ ଫଳପ୍ରଦ ହେବ । ପୁରା ମାତ୍ରାରେ ନ ହେଉ ପଛକେ କିଛି ମାତ୍ର ରେ ତାଙ୍କୁ ଋଣ ଭରରୁ ମୁକ୍ତି ମିଳିଯିବ ବୋଲି ଦେବୀ ପ୍ରସାଦ ମହାପାତ୍ର ତାଙ୍କର ଏହି ଭିଡିଓ ରେ କହିଛନ୍ତି।
ସେ କହିଛନ୍ତି କେତେ ଟଙ୍କା ଲୋନ କରିଛନ୍ତି କି କେତେ ଟଙ୍କା ଲୋନ କରିବେ ସେଥିରେ କିଛି ନାହିଁ।ଆପଣ ମାନଙ୍କର ଜୀବନ ଚର୍ଯ୍ୟ କିପରି ହେବ ଦରକାର ଆମର ରୁଚି ଆମର ଖାଦ୍ୟ ଗ୍ରହଣ କରିବାର ତରିକା ତାହାରି ଭିତରେ ହିଁ ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ।ଦେବୀ ପ୍ରସାଦ ମହାପାତ୍ର ନାମକ ସେହି ବ୍ୟକ୍ତି କିଛି ତରିକା କହିଛନ୍ତି ଯାହାଦ୍ଵାରା ଆପଣ ମାନେ କିଛି ମାତ୍ରାରେ ଋଣ ମୁକ୍ତ ହୋଇପାରିବେ। ପ୍ରଥମ ଟି ହେଲେ ରବିବାର ଓ ମଙ୍ଗଳ ବାର ଆପଣ ମାନେ କରିଥିବା ଋଣ ବା କରଜକୁ ଶୁଝିବା ଅସମ୍ଭବ ହୋଇପଡେ।
ସେଥିପାଇଁ କେବେବି ସେ ଛୋଟ ଋଣ ହେଉକି ବଡ଼ ଋଣ ହେଉ ତାହାକୁ ଆପଣ ରବିବାର କି ମଙ୍ଗଳବାର ନିଅନ୍ତୁ ନାହିଁ। ଦ୍ଵିତୀୟ ଉପାୟ ଟି ହେଲା ଯେଉଁ ତାଙ୍କ ଆପଣ ଋଣ କରିବେ ସେଥିରୁ କିଛି ତାଙ୍କ ନାଲି କପଡ଼ାରେ ବାନ୍ଧି ଗୋଟେ ପ୍ଲାଷ୍ଟିକ ହେଉ କି କାଚ ଡବାରେ ବନ୍ଦ୍ କରି ରଖିଦେବେ।ଏମିତି କରିବା ଫଳରେ ଆପଣ ଜାଣିପାରିବେ କେଉଁ ପଟେ ଅପଣଙ୍କର ଋଣ ଶୁଝି ଯାଇଥିବ। ପଶୁ ପକ୍ଷୀ ଙ୍କୁ ଖାଇବାକୁ ଦେବା ଦ୍ଵାରା ଋଣ କମିଥାଏ। ବିଭିନ୍ନ ପ୍ରକାର ଦାନ କରିବା ଫଳରେ ବି ଋଣ ହ୍ରାସ ପାଇଥାଏ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।