ରିୟା ଦେ’ଙ୍କ ରିସେପ୍ସନ ପାର୍ଟିରେ ପହଞ୍ଚିଲେ ଓଲିଉଡର ହଟ୍ ଯୋଡି ସବ୍ୟସାଚୀ ଓ ଅର୍ଚିତା । ଗିଫ୍ଟ ଦେଉ ଦେଉ ଏମିତି କିଛି ଘଟିଲା ଜାଣନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରିୟା ଦେ’ଙ୍କ ରିସେପ୍ସନ ପାର୍ଟିରେ ପହଞ୍ଚିଲେ ଓଲିଉଡର ହଟ୍ ଯୋଡି ସବ୍ୟସାଚୀ ଓ ଅର୍ଚିତା । ଗିଫ୍ଟ ଦେଉ ଦେଉ ଏମିତି କିଛି ଘଟିଲା ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଆମେ ଆଜି ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଆପଣମାନେ ଉକ୍ତ ଅଭିନେତ୍ରୀଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ । ସେ ହେଉଛନ୍ତି ଅଭିନେତ୍ରୀ ରିୟା ଦେ । ଏକ ନୂଆ ଷ୍ଟାଇଲ ଓ ନିଆରା ଢଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ଓଡ଼ିଆ ଅଭିନେତ୍ରୀ ରିୟା ଦେ । ଆଉ ବାହାଘରରେ ଯୋଗ ଦେଇଥିଲେ ବହୁତ ସବୁ ନାମୀ ଦାମୀ କଳାକାର ମାନେ । 

 

ନିକଟରେ ହିଁ ବହୁତ ଧୁମ୍ ଧାମ୍ ରେ ବାହାଘରଟି ସେଲିବ୍ରେସନ ହୋଇଥିଲା । ବାଲେଶ୍ୱର ଝିଅ ସାଜିଲେ ପୁରୀର ବୋହୂ । ନଭେମ୍ବର ୩୦ ତାରିଖରେ ବାଲେଶ୍ବର ହରିପ୍ଲାଜା ଠାରେ ବାହାଘର ହୋଇଥିବା ବେଳେ ପୁରୀରେ ହୋଇଛି ରିୟାଙ୍କର ରିସପ୍ସନ୍ ପାର୍ଟି । ଆଉ ଏହି ରିସପ୍ସନ୍ ରେ ଯୋଗ ଦେଇଥିଲେ ବହୁତ ବଡ଼ ବଡ଼ କଳାକାର । ଏହା ସହିତ ଓଲିଉଡର ଇଣ୍ଡଷ୍ଟ୍ରିର ସୁପରହିଟ ଯୋଡି ଅର୍ଚ୍ଚିତା ଏବଂ ସବ୍ୟସାଚୀ ମଧ୍ୟ ପାର୍ଟିରେ ଯୋଗ ଦେଇଥିଲେ । ତେବେ ଦର୍ଶକବନ୍ଧୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା । 

 

ଦର୍ଶକବନ୍ଧୁ ବର୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ରିୟା ଦେ । ଆପଣମାନେ ରିୟାଙ୍କୁ ନିଶ୍ଚିତ ଭାବରେ ଅନେକ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ରରେ ନିଶ୍ଚୟ ଦେଖିଥିବେ । ଦୀର୍ଘଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଥିବା ରିୟା ଓଲିଉଡ ଜଗତରେ ଏକ ସୁପରିଚିତ ଚେହେରା ବର୍ତ୍ତମାନ ରିୟା ହାତକୁ ଦୁଇହାତ ହୋଇସାରିଛନ୍ତି । ବହୁତ ଦିନର ପ୍ରେମିକ ସୁନିଲ କୁମାର ଧଳେଇଙ୍କୁ ରିୟା ବିବାହ କରିଛନ୍ତି । 

 

ଖବର ଅନୁଯାୟୀ ଦୀର୍ଘଦିନ ଧରି ରିୟା ଓ ସୁନିଲ ପରସ୍ପରକୁ ଭଲ ପାଉଥିଲେ ଆଉ ଶେଷରେ ଏଥର ବିବାହ ଋତୁରେ ଦୁହେଁ ପରସ୍ପରକୁ ଜୀବନସାଥି ରୂପେ ଗ୍ରହଣ କରିଛନ୍ତି । ତେବେ ଦର୍ଶକ ବନ୍ଧୁ ଆଜି ହେଉଛି ରିୟାଙ୍କର ରିସପ୍ସନ୍ ଆଉ ଏହି ରିସପ୍ସନ୍ ରେ ଅନେକ ବଡ଼ ବଡ଼ କଳାକାରମାନେ ଯୋଗ ଦେଇଥିଲେ ରିୟାଙ୍କ ରିସପ୍ସନ୍ ରେ । ଓଲିଉଡର ଚୁଲୁବୁଲି ନାୟିକା ଅର୍ଚ୍ଚିତା ଏବଂ ତାଙ୍କ ସ୍ଵାମୀ ସବ୍ୟସାଚୀ ମଧ୍ୟ ପହଞ୍ଚିଥିଲେ ରିୟାଙ୍କୁ ଗିଫ୍ଟ ଦେବା ସହ ରୟାଙ୍କ ସହ ଫଟୋ ମଧ୍ୟ ଉଠାଇ ଥିଲେ । ଆଉ ଏହି ରିସପ୍ସନ୍ ପାର୍ଟିରେ ରିୟା ବୋହୁତ ସୁନ୍ଦର ଦେଖା ଯାଇଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *