ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଉ ଆମ ଗହଳ ରେ ଜଣେ ବିଶିଷ୍ଟ କବି କିଶୋର ରଥ ଆଉ ନାହାଁନ୍ତି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସତରେ ଭଗବାନ ସଦା ସର୍ବଦା ଭଲ ଲୋକ ମାନଙ୍କୁ ଆମ ମାନଙ୍କ ଗହଳ ରୁ ନେଇ ଯାଆନ୍ତି । ଯାହା କି ଆମ ଗହଳ ରେ ଅ-ପୂ-ର-ଣୀ-ୟ ହୋଇଥାଏ । କାର୍ଟୁନ୍ ଜଗତ ର ମୁକୁଟ ବିହୀନ ସମ୍ରାଟ ଆମେ ଯାହାକି କିଶୋର ରଥ ଙ୍କୁ ଦେଖିଥାଉ । ତାଙ୍କ ଲେଖା ଓ ତାଙ୍କ ଶବ୍ଦ ଗୋଟି ଗୋଟି ହୋଇ ସମ୍ବାଦ ପତ୍ର ର ପ୍ରଥମ ପୃଷ୍ଠା ରେ ଏକ ବିଶିଷ୍ଟ ସ୍ଥାନ ପାଇ ଥାଏ । ତାଙ୍କ ଲେଖା ସମ୍ପୂର୍ଣ ଅଲଗା । ତାଙ୍କ ଲେଖା ଏକ ବିଶିଷ୍ଟ କୃତିତ୍ୱ ହାସଲ କରିଛି । ସତରେ ତାଙ୍କ କଲାମ ମୁନ ରୁ ନିଶୃତ୍ ଲିଖାନି ପ୍ରତ୍ୟେକ ଜୀର୍ଣ୍ଣ ଅ-ସ୍ତି-ତ୍ବ କୁ ଖିର୍ଣ୍ଣ କରିଦେଇଥିଲେ ।
କିଶୋର ରଥ ଆଉ ଆମ ଗହଳ ରେ ନାହାନ୍ତି । ସମ୍ବାଦ ଅଫିସ ପରିସର ଭିତରକୁ ଆସି ତାଙ୍କ ପାସବ ଶରୀର ପହଞ୍ଚିବା ପରେ ସେହିଠାରେ ଶେଷ ଦର୍ଶନ କରିବା ପାଇଁ ଆସି ପହଂଚିଛନ୍ତି ସମ୍ବାଦ ର ସମ୍ପାଦକ ସୌମ୍ୟ ରାଜନ୍ ପଟ୍ଟନାୟକ ଓ ତାଙ୍କ ସହିତ କନକ ନ୍ୟୁଜ୍ ର ରେଡିଓ ଚକୋଲେଟ୍ ପରିବାର ର ସାମ୍ବାଦିକ କର୍ମଚାରୀ ମାନେ ମଧ୍ୟ । ଯେଉଁ ବ୍ୟକ୍ତି ମାନେ ସମ୍ବାଦ ପଢ଼ିଛନ୍ତି ସେହି ନିହାତି ଭାବରେ ଜାଣି ପରିଥିବେ ତାଙ୍କ ଲେଖା କିପରି ଭାବରେ ଓ ତାଙ୍କ କାର୍ଟୁନ୍ ଏହି ସବୁ ସମସ୍ତଙ୍କ ମନ ରେ ଏକ ଅ-ପୂ-ର-ଣୀ-ୟ ଗାଥା ଗୋଟିଏ ତିଆରି କରି ଯାଇଛି ।
ସେ ମଧ୍ୟ ସାହିତ୍ୟ , ଲେଖଚିତ୍ର ଓ ବିଭିନ୍ନ ବ୍ୟଙ୍ଗତ୍ମକ କାହାଣୀ ଓ କବିତା ରଚନା କରି ଏହି ଧରା ପୃଷ୍ଠ ରେ ନିଜ ପାଇଁ ଏକ ଖୁବ୍ ସ୍ଵତନ୍ତ୍ର ପରିଚୟ ଗଢି ତୋଳି ଦେଇଥିଲେ । ସେ ଏମିତି ଏତେ ଶୀଘ୍ର ସମସ୍ତ ଙ୍କ ଗହଳ ରୁ ଚାଲିଯିବେ ତାହା କେବେ ଆଶା ଭି କରା ଯାଇନଥିଲା । ତାଙ୍କୁ ହରାଇ ଏଇ ଧରା ପୃଷ୍ଠ ଖୁବ୍ ଦୁଃ-ଖି-ତ ଓ ତାଙ୍କ ସହିତ ଯୋଡ଼ି ପ୍ରତ୍ୟେକ ଅନୁଗାମୀ ମାନେ ।ତାଙ୍କୁ ହ-ରା-ଇ-ବା ପରେ ଆମ ଓଡ଼ିଶା ଓ ସମ୍ବାଦ କେତେଯେ କଷ୍ଟ ସହିଛି ତାହା ଆଶା ଭି କରା ହୋଇ ପାରୁନି । ସେ ଜଣେ ଏପରି କବି ତାଙ୍କ ନିଜର ଭାବ ଓ ଲେଖା ଯାହାକୁ ସେ ନିଜ ଆୟତ ରେ ରଖିଥିଲେ ।
ସେ ଯେତେବେଳେ କିଛି ଲେଖୁଥିଲେ ସେହି ଲେଖା ତାଙ୍କର ଗୋଟିଏ ଗୋଟିଏ ଖିବ୍ଧ ସର ପରି ଯାଇ ସମସ୍ତଙ୍କ ଛାତି କୁ ଛୁଇଁ ପାରୁଥିଲା । ତାଙ୍କ ଲେଖା ରେ ସମ୍ପୂର୍ଣ ନିଆରା ଯାଦୁ ଥିଲା ସେ ଗୋଟିଏ ବଡ଼ କାହାଣୀ କୁ ଏମିତି କିଛି ପଦ ଭାଷା ରେ ଲେଖି ଦେଉଥିଲେ ତାହା କହିବା ଖୁବ୍ ଅଲଗା । ତାଙ୍କର ଭାଷା ଅର୍ଥାତ୍ ତାଙ୍କ ଶବ୍ଦ ଗୁଡ଼ିକ ସମ୍ପୂର୍ଣ ନିଆଁରା ଥିଲା । ଗାଁ ଗହଳିର ପ୍ରଚଳିତ ହେଉଥିବା ଭାଷା ଯେଉଁ ଗୁଡ଼ିକୁ ଲୋକେ ଭୁଲି ଯାଇ ଆଧୁନିକ ଦୁନିଆରେ ପାଦ ଦେଉଛନ୍ତି କିନ୍ତୁ ତାଙ୍କ ଭଳି ଜଣେ ଏପରି ବ୍ୟକ୍ତିତ୍ଵ ତାହା ଭୁଲି ପରି ନଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।