ଅର୍ଚନା କହିଲେ 30 ମିନିଟରେ ମୁଁ ନେତା ମନ୍ତ୍ରୀଙ୍କ ସହ ରାଜ୍ୟ ଦୋହଲେଇ ଦେବି…

 

 

ବର୍ତ୍ତମାନ ସରିଛି ଅପେକ୍ଷା ବାହାରକୁ ବାହାରିଛନ୍ତି ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗ ଦେଉଥିବା ବି-ସ୍ଫୋରକ ବୟାନ ସମସ୍ତଙ୍କୁ ବର୍ତ୍ତମାନ ଆଶ୍ଚର୍ୟ୍ଯ ଚକିତ କରି ଦେଇଛି । ଅର୍ଚ୍ଚନା ନାଗ ଙ୍କୁ ଅନେକ ଲୋକ ଫସାଇ ଦେଉଥିବାର ଦର୍ଶାଇଥିଲେ ଅର୍ଚ୍ଚନା ନାଗ । ଇଡି ଆଗରେ ଉପଯୁକ୍ତ ସମସ୍ତ ପ୍ରକାର ପ୍ରମାଣ ଦେବାକୁ ରାଜି ଅର୍ଚ୍ଚନା ନାଗ । ତାଙ୍କୁ ବିନା ଦୋଷରେ ଫସା ଯାଉଛି ବୋଲି ବାରମ୍ବାର କହୁଥିବା ଅର୍ଚ୍ଚନା ନାଗ ଏବେ ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛନ୍ତି । ଅର୍ଚ୍ଚନା ନାଗ ଙ୍କ କହିବା ଅନୁଯାୟୀ ପଣସ ଖାଇଲା କିଏ ମୋ ମୁଣ୍ଡରେ ଅଠା ବୋଳିଲା କିଏ । 

 

ତେବେ ଏହି ସମ୍ପର୍କରେ ତଦନ୍ତ ହେବା ନିହାତି ଆବଶ୍ୟକ ଅଟେ । ଅର୍ଚ୍ଚନା ନାଗ ଏହି ଘଟଣାରେ କେବଳ ମାଗୁଛନ୍ତି ସମୟ । ସମୟ କିଛି ମିଳିଲେ ନିଜ ନିର୍ଦ୍ଦୋଷର ପ୍ରମାଣ ଶୀଘ୍ର ନିହାତି ଦେଖାଇ ପାରିବେ ଅର୍ଚ୍ଚନା । ଯେଉଁମାନେ ଦୋଷୀ କିମ୍ବା ଏହି ସବୁ କାର୍ଯ୍ୟରେ ସଂପୃକ୍ତ ଥିବାବେଳେ ସେ ସମସ୍ତଙ୍କ ତଥ୍ୟ ବାହାରକୁ ଆଣିବେ ଅର୍ଚ୍ଚନା ନାଗ । ଯଦି ଅର୍ଚ୍ଚନା ନାଗ ମୁଁହ ଖୋଲିବେ ତେବେ ୩୦ ମିନିଟ ଭିତରେ ରାଜ୍ୟ ବଦଳିଯିବ ବୋଲି ନିଜର ମତାମତ ଦେଇଛନ୍ତି ଅର୍ଚ୍ଚନା । 

 

ଅର୍ଚ୍ଚନା ନାଗ ଙ୍କ ଏହି ମତାମତ ରେ ବର୍ତ୍ତମାନ ସମସ୍ତେ ଆଶ୍ଚର୍ୟ୍ଯ ହେବା ସହ ଆଗାମୀ ଦିନରେ କୌଣସି ବଡ ଗୁମର ର ଖୁଲାସା ହେବ ବୋଲି ଲୋକମାନଙ୍କ ମଧ୍ୟରେ କୁହାଯାଇଛି  । ଅର୍ଚ୍ଚନା ନାଗ ଇଡି ଙ୍କୁ ଏବଂ ତଦନ୍ତ କାରୀ ଟିମ୍ ମାନଙ୍କୁ କୌଣସି Exclusive ପ୍ରମାଣ ଦେବେ ବୋଲି ଗଣମାଧ୍ୟମ ସାମ୍ନାରେ କହିଥିଲେ । ତେବେ ସେହି ପ୍ରମାଣ ଟି ସାମ୍ନାକୁ ଆସିଲେ ବୋଧ ହୁଏ ଘଟଣାରେ ବହୁତ୍ କିଛି ପରିବର୍ତ୍ତନ ଆସିଯିବ।  

 

ଅର୍ଚ୍ଚନା ନାଗ ଏହା ମଧ୍ୟ କହିଥିଲେ ଯେ ସେ ଏପର୍ଯ୍ୟନ୍ତ ଜାଣି ପାରି ନାହାନ୍ତି ଯେ ତାଙ୍କୁ କିଏ ଫାସାଇ ଦେଇଛି ଏବଂ କେଉଁ କାରଣରୁ । ତେବେ ସେହି ମାନଙ୍କ ଆଧାର ରେ ଅର୍ଚ୍ଚନା ନାଗ ପ୍ରମାଣ ଦେବେ ତାଙ୍କ ପ୍ରତି ହୋଇଥିବା ଷଡ଼ଯନ୍ତ୍ର ଉପରେ ମୁଁହ ଖୋଲିବେ । ଆଗାମୀ ଦିନରେ ସମସ୍ତଙ୍କ ସାମ୍ନାରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବେ ତାହା ପୁଣି ସମସ୍ତ ପ୍ରକାର ପ୍ରମାଣ ସହ ବୋଲି ଅର୍ଚ୍ଚନା ନାଗ ମତ ରଖିଛନ୍ତି ।

 

ଅର୍ଚ୍ଚନା ଙ୍କ ପ୍ରତି ହୋଇଥିବା ଅନ୍ୟାୟ ଉପରେ ସେ କାହାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି । ତେବେ ଅର୍ଚ୍ଚନା ନାଗ ଙ୍କ ଆଖି ମୁଁହ ବନ୍ଦ କରି ପୋଲିସ ଗିରଫ କରିଥିବା ବେଳେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନା । ଅର୍ଚ୍ଚନା ନାଗ ଜଣେ ଆତଙ୍କବାଦୀ ନୁହନ୍ତି ବୋଲି ସେ କହିଛନ୍ତି ତେବେ ତାଙ୍କ ପ୍ରତି ଏମିତି କାହିଁକି ବ୍ୟବହାର କରାଯାଉଛି ତାହା ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନା ନାଗ । ଆଗାମୀ ଦିନରେ ଏହି ଘଟଣାରେ ସେ ବଡ ତଥ୍ୟ ସାମ୍ନାକୁ ଆଣିବେ ବୋଲି ମଧ୍ୟ କହିଛନ୍ତି । 

Leave a Reply

Your email address will not be published. Required fields are marked *