ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋ-ସି-ଆ-ଲ ମି-ଡ଼ି-ଆରେ ଭା-ଇ-ରା-ଲ୍ ହେଉଛି ଓଡିଆ ଯୁବକଙ୍କର ଏପରି ଏକ ଭିଡିଓ, ଭିଡିଓ ଦେଖିଲେ ଆପଣଙ୍କ ବି ହୋସ୍ ଉଡିଯିବ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁ-ଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।
ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋ-ସି-ଆ-ଲ ମି-ଡ଼ି-ଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି,ଆଉ କିଛି ଭିଡିଓ ଏପରି ଥାଏ କି ଯାହାକୁ ଦେଖିବା ମାତ୍ରେ ହିଁ ଲୋକମାନେ ନିଜର ହସକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ। ଆଜି ମଧ୍ୟ ଆମେ ଯେଉଁ ଭିଡିଓ ବା ଘଟଣା ସମ୍ପର୍କରେ ଆପଣ ମାନଙ୍କୁ କହିବୁ ତାହା ବହୁତ ଅଲଗା ଅଟେ, ଆଉ ଏହି ବିଷୟରେ ଆପଣମାନେ ଶୁଣିବା ପରେ ନିଜର ହସକୁ ଅଟକାଇ ପାରିବେ ନାହିଁ।
ଏହି ଭିଡିଓରେ ଜଣେ ବ୍ୟକ୍ତି ଏପରି ଭାବରେ କଥା ହେଉଛନ୍ତି ଯାହା ଶୁଣିଲେ ଆପଣ ମାନେ ହସି ହସି ଗଡିଯିବେ।ଏହି ଭିଡିଓରେ ଜଣେ ଓଡିଆ ଯୁବକ ନିଜର ଏକ ଭିନ୍ନ ପ୍ରକାର ଟ୍ୟାଲେଣ୍ଟକୁ ଲୋକ ଲୋଚନକୁ ଆଣିଛନ୍ତି । ସେ ନିଜର ଭାଷାର ଶୈଳୀକୁ ଏପରି ଭବାେ ପ୍ରକାଶ କରିଛନ୍ତି ଯାହା ଅନ୍ୟ ଲୋକମାନେ ଶୁଣି ବହୁତ ହିଁ ହସୁଛନ୍ତ । କାରଣ ଏଥିରେ ସେ ହିନ୍ଦୀ ଏବଂ ଓଡିଆ ଭାଷାକୁ ମିଶି କରି ଏକ ନୂଆ ଭାଷା ତିଆରି କରିଛନ୍ତି ଏବଂ ଫୋନରେ ଜଣେ ବ୍ୟକ୍ତିଙ୍କ ସହ ସେହି ଭାଷାରେ କଥା ହେଉଛନ୍ତି ।
ସେ ନିଜର କୌଣସି ବନ୍ଧୁଙ୍କୁ କଲ କରି ତାଙ୍କୁ କୌଣସି ଘଟଣା ବିଷୟରେ ପଚାରୁଛନ୍ତି ତାହା ପୁଣି ଓଡିଆ ଏବଂ ହିନ୍ଦକୁ ମିଶିକରି ଯାହାକି ଶୁଣିବା ପାଇଁ ବହୁତ ମଜା ଲାଗୁଛି । ତେବେ କଥା କହିବା ସମୟରେ ସେ ବହୁତ ଅଙ୍ଗଭଙ୍ଗି ମଧ୍ୟ ଦେଖାଇଛନ୍ତି ଯାହାକି ତାଙ୍କର କଥାକୁ ବହୁତ ଖାସ ଲାଗୁଛି ଅର୍ଥାତ କଥା ସହିତ ତାଙ୍କ ଅଙ୍ଗଭଙ୍ଗି ପୂରାପୂରି ମିଶିଯାଇଛି ।ଏହି ଭିଡିଓ ଟି ସୋ-ସି-ଆ-ଲ ମି-ଡ଼ି-ଆରେ ରେ ଏବେ ଖୁବ୍ ଭା-ଇ-ରା-ଲ୍ ହେବାରେ ଲାଗିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।