ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସେ ଜାଗାରେ ପୁଅଝିଅ ଖୋଲାଖୋଲି ଯେମିତି କାମ କରୁଛନ୍ତି ଭାଇ-ଭଉଣୀ ଯିବା କଥା ନୁହେଁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆଜିକାଲି ର ଟେକନୋଲୋଜି ଯେତେ ଆଗକୁ ବଢୁଛି ଆଜିର ଯୁବପିଢ଼ି ସେତେ ସମାଜ କୁ କଳୁଷିତ କରିବାକୁ ଲାଗୁଛନ୍ତି । ଆଗ କାଳରେ ପ୍ରେମ କେତେ ଯେ ପବିତ୍ର ସମ୍ପର୍କ ଥିଲା ପ୍ରେମ ର ଅନ୍ୟ ନାମ ହେଉଛି ବିଶ୍ୱାସ କିନ୍ତୁ ଆଜିକାଲି ଯୁଗରେ ସେହିଭଳି ପ୍ରେମ ବହୁତ କମ ଦେଖିବା ପାଇଁ ମିଳୁଛି । ଆଜିକାଲି ର ଯୁବ ପିଢ଼ି ପ୍ରେମ କୁ ଏକ ଫ୍ୟାସନ ହୋଇ ଗଲାଣି।ଯୁବ ପିଢ଼ି ପ୍ରେମ ସମ୍ପର୍କ କୁ ଏତେ ଖରାପ କରି ଦେଲେଣି ଯେ ଯାହାକୁ କଳ୍ପନା ମଧ୍ୟ କରି ହେବ ନାହିଁ ।
ତେବେ ଗଜପତି ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯେ, ଆଜିକାଲି ଯେମିତି ରୋଡ଼ ସାଇଡ ରେ କୁକୁର ମାଙ୍କଡ଼ ଲାଗୁଛନ୍ତି,ସେମାନେ ସେମିତି ପାର୍କରେ ଓଠ କୁ ଓଠ ଲଗେଇ ବସୁଚନ୍ତି। ସେ କହିଛନ୍ତି ଯେ ଆଉ କିଛି ଦିନ ପରେ ଆମେରିକା ଭଳି ରାସ୍ତା ସାଇଡ ରେ ସେମାନେ ଲାଗିଯିବେ।ତେବେ ଆପଣ ଯଦି ପାର୍କ ଯାଉଛନ୍ତି ତାହେଲେ ଏକା ଯାଆନ୍ତୁ, ସାଙ୍ଗରେ ଭଉଣୀ, ଘରଲୋକଙ୍କୁ ନେଇକି ଯାଆନ୍ତୁ ନାହିଁ।
ସେ କହିଛନ୍ତି ଯେ ଆଜିକାଲି କାହାକୁ କିଛି କହିହେବ ନାହିଁ,ଯଦି କହିବୁ ସେ କହିବ ମୁଁ ତୋ ଭଉଣୀକୁ ଧରିଛି କି? ତେଣୁ କାହାକୁ କିଛି କହିବା ଭୁଲ୍। ଆମ ଆଇନ୍ ରେ ଅଛି ଯେ ଯିଏ ଯାହା କରୁଛି, ଯାହାକୁ ଯାହା ପସନ୍ଦ ଆସୁଚି ସେ ତାହା କରନ୍ତୁ। ଆମେ କେବଳ କହୁଚୁ ଯେ ଏହି କାମ କୁ ଟିକେ ଜଗି ରଖି ଚାଲନ୍ତୁ।ତେବେ ସେ କହିଛନ୍ତି ଯେ ୬୦୦ ଟଙ୍କାରେ ତ Oyo ହୋଟେଲ ମିଳୁଛି, ଯିବ କାମ ଶେଷ।
ପାର୍କରେ ଖୋଲା ମେଲା ହୋଇ କୁକୁର ମାଙ୍କଡ଼ ଭଳି ହେବା କଣ ଆବଶ୍ୟକ।ସେ କହିଛନ୍ତି ଯେ ଏସବୁ କେବେ ବନ୍ଦ୍ ହେଇ ପାରିବ ନାହିଁ।ଦୁନିଆ ଯେତେ ଆଗକୁ ବଢ଼ିବାରେ ଲାଗିଛି ମଣିଷର କାର୍ଯ୍ୟକଳାପ ସେତେ ତଳକୁ ତଳକୁ ଖସୁଛି। ଘର ଆଗରେ ଏବେ ତୁଳସୀ ଗଛ ନଥିବ, ମାତ୍ର ଗେଟ୍ ରେ ଲେଖା ହୋଇଥିବ କୁକୁର ପ୍ରତି ସାବଧାନ।ମଣିଷର ଆଚାର ବ୍ୟବହାର ସଂସ୍କାର ସବୁ ନଷ୍ଟ ହେଇ ଗଲାଣି। ତେଣୁ ନିଜେ ସତର୍କ ହୋଇ ରୁହନ୍ତୁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।