ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବାରି ପଛ ପଟେ ପ୍ରେମିକ ସହ ସ୍ତ୍ରୀ କିଭଳି କାର୍ଯ୍ୟ କରୁଥିବାର ରଙ୍ଗୀନ ହାତ ରେ ଧରିଲେ ସ୍ବାମୀ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ ଶେଷରେ video ଦେଖନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବାସ୍ତବ ରେ ପ୍ରେମ ହେଉଛି ଶା-ଶ୍ଵ-ତ ଓ ନିଃ-ସ୍ଵା-ର୍ଥ-ପ-ର କିନ୍ତୁ ଆଜିକାଲି ର ପ୍ରେମ ରେ ଏପରି କିଛି ବି ଦେଖିବାକୁ ମିଳୁ ନାହିଁ । ଆଜିକାଲି ତ ପ୍ରେମ ନାମ ରେ ସମାଜ ରେ କଣ ଚାଲୁଛି ସେ ସବୁ ବିଷୟ ରେ ଆପଣ ମାନେ ତ ବେଶ୍ ଭଲ ଭାବରେ ଜାଣିଛନ୍ତି । ଅନେକ ଯୁବକ ଯୁବତୀ କାମନା ଏବଂ ବାସନା କୁ ହିଁ ଆଜିକାଲି ପ୍ରେମ ବୋଲି ଭାବି ନେଉଛନ୍ତି । ନିଜର କାମନା ଏବଂ ବାସନା କୁ ପୂରଣ କରିବା ପାଇଁ ହିଁ ସେମାନେ ପ୍ରେମ ର ସାହାରା ନେଉଛନ୍ତି ଏବଂ ଯାହା ଦ୍ଵାରା ପ୍ରେମ ଭଳି ପବିତ୍ର ସ-ମ୍ପ-ର୍କ ର ନାମ କୁ ସେମାନେ ବ-ଦ-ନା-ମ୍ କରିଦେଉଛନ୍ତି ।
ଅନେକ କ୍ଷେତ୍ର ରେ ମଧ୍ୟ ଏହା ଦେଖା ଯାଏ ଯେ ସେମାନେ ପ୍ରଥମେ ପ୍ରେମ କରି ପରେ ପୁଣି ପ୍ରତାରଣା ଦେଇଥାନ୍ତି । ବର୍ତ୍ତମାନ ଜଣେ ବିବାହିତା ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି । ସେହି ଘଟଣା ଟି ଶୁଣିବା ପରେ ପ୍ରେମ ଉପରୁ ଭରସା ଉଠି ଯିବ ଆପଣଙ୍କର । ସ୍ବାମୀ ସ୍ତ୍ରୀ ଦୁହେଁ ବିବାହ ପରେ ଖୁସି ରେ ଥିଲେ ଏବଂ ସବୁ କିଛି ଭଲ ଚାଲିଥିଲା । କିନ୍ତୁ ବିବାହ ର କିଛି ଦିନ ପରେ ସ୍ତ୍ରୀ ର ଚାଲିଚଳନ ଏବଂ ବ୍ୟବହାର ରେ ସ୍ବାମୀ ଙ୍କ ସ-ନ୍ଦେ-ହ ସୃଷ୍ଟି ହୋଇଥିଲା । ସ୍ବାମୀ ଙ୍କୁ ଏହା ଲାଗିଲା ଯେ ଅନ୍ୟ କୌଣସି ପୁଅ ସହ ତାଙ୍କର ସ୍ତ୍ରୀ ସ-ମ୍ପ-ର୍କ ରଖିଛନ୍ତି ।
ମନ ରେ ଥିବା ଏହି କଥା କୁ ଦୂର କରିବା ପାଇଁ ଦିନେ ସେ ଘରେ ରହିଲେ ଏବଂ ନୀତି ଦିନ ପରି ମଧ୍ୟ ସେ ଘରେ ନିଜର ସ୍ତ୍ରୀ ଙ୍କୁ ଛାଡି କାମ ରେ ବାହାର କୁ ଯାଇଥିଲେ । ଏହା ପରେ ତାଙ୍କର ସ୍ତ୍ରୀ ସବୁ ଦିନ ପରି ସ୍ବାମୀ ଯିବା ପରେ ନିଜ ପ୍ରେମିକ ସହ ଫୋନ୍ ରେ କଥା ହୋଇଥିଲା । ଏହା ପରେ ଦୁହେଁ କଥା ବାର୍ତ୍ତା ହେବା ସମୟ ରେ ସ୍ବାମୀ ଆସି ଘରେ ପହଞ୍ଚି ଯାଇଥିଲେ ଏବଂ ସେହି ଦୃଶ୍ୟ କୁ ମୋବାଇଲ୍ ରେ ରେ-କ-ର୍ଡ କରିଦେଇଥିଲେ ।
ଏହା ପରେ ନିଜର ସ୍ବାମୀ ଙ୍କୁ ଆସୁଥିବାର ଦେଖି ସ୍ତ୍ରୀ ନିଜର ଫୋନ୍ କୁ କାଟି ଦେଇଥିଲେ । ଯାହାକୁ କି ସ୍ବାମୀ ଦେଖିବା ପରେ ନିଜ ସ୍ତ୍ରୀ ଙ୍କ ର ସବୁ କ-ଳା-କା-ର-ନା-ମା ସାମ୍ନା କୁ ଆସି ଯାଇଥିଲା । ରେ-କ-ର୍ଡ ହୋଇଥିବା ସେହି ଭି-ଡି-ଓ ଟି ବର୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ବେଶ୍ ଭା-ଇ-ର-ଲ୍ ହେବାରେ ଲାଗିଛି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।