ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୁପର ଷ୍ଟାର୍ ସାରୁଖାନ୍ ଙ୍କ ପୁଅ ଆର୍ୟନ୍ ଖାନ୍ ଙ୍କ ନି-ଶା କାରବାରରେ ସମ୍ପୃକ୍ତି ନେଇ ଗି-ର-ଫ ହେବା ପରେ ତାଙ୍କ ଭଉଣୀ ସୁହାନା ଖାନ୍ ଏବେ ଟାର୍ଗେଟ ରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ୍ ଖାନ୍ ଗି-ର-ଫ । ମୁମ୍ବାଇରେ ହାଇ ପ୍ରୋଫାଇଲ୍ ଡ୍ର-ଗ୍ସ ପାର୍ଟିରେ ସାମିଲ ହେବା ଘଟଣାକୁ ନେଇ ଆର୍ୟ୍ୟନ୍ ଖାନ୍ଙ୍କୁ ଗି-ର-ଫ କରିଛି ଆରକ୍ଷୀ ଅଧିକାରୀ । ଏନ୍ସିବିର ସ୍ପେସାଲ ଟିମ୍ ତାଙ୍କୁ ଗି-ର-ଫ କରିଥିବା ଜଣାପଡ଼ିଛି । ରାତି ଅଧରେ ରେଭ୍ ପାର୍ଟିରେ ସାମିଲ ଥାଇ ଧରାପଡ଼ିଥିଲେ ଆର୍ୟାନ । ତାଙ୍କ ସହ ମୋଟ ୮ ଜଣଙ୍କୁ ଧରି ଥିଲା ଏନ୍ସିବି । ନା-ର୍କୋ-ଟି-କ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ମୁମ୍ବାଇ ୟୁନିଟ୍ ଆର୍ୟନଙ୍କୁ ଜେରା କରିଥିଲା । ପରେ ତାଙ୍କୁ ଗି-ର-ଫ କରିଛି । ଖାଲି ସେତିକି ନୁହେଁ ଆର୍ୟ୍ୟନ୍ଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜ-ବ-ତ କରିଛି ଏନ୍ସିବି । ଫୋନ୍ରେ ସେ କାହା ସହ କ’ଣ ସବୁ କଥା ହଇଛନ୍ତି ବା କାହା ସହ ସେ ହ୍ୱାଟ୍ସସଆପ୍ ଚାଟ୍ କରିଛନ୍ତି । ସେନେଇ ସବିଶେଷ ଯାଞ୍ଚ କରାଯିବା ପରେ ତାଙ୍କୁ ଗି-ର-ଫ କରାଯାଇଛି । ଜେରା ବେଳେ ଘଟଣାକୁ ନେଇ ଆର୍ୟନ କହିଥିଲେ ଯେ ସେ ଏହି ପାର୍ଟି ପାଇଁ ଟଙ୍କା ଖର୍ଚ୍ଚ କରି ନାହାନ୍ତି । ତାଙ୍କୁ ଅତିଥି ଭାବେ ପାର୍ଟିକୁ ଡକା ଯାଇଥିଲା ।
ତେବେ ଆର୍ୟ୍ୟନ୍ଙ୍କ ବ୍ୟତୀତ ଅନ୍ୟ ୭ ଜଣଙ୍କୁ ମଧ୍ୟ ଧରିଛି ଏନ୍ସିବି । ସେମାନେ ହେଲେ ମୁନମୁନ୍ ଧର୍ମେଚା, ନୁପୁର ସାରିକା, ଇସମିତ୍ ସିଂହ, ମୋହକ ଜସଓ୍ୱାଲ, ବିକ୍ରାନ୍ତ ଚୋକର, ଗୋମିତ ଚୋପ୍ରା ଓ ଆରବାଜ ମର୍ଚ୍ଚାଣ୍ଟ । ଏମାନଙ୍କ ମଧ୍ୟରେ ଦିଲ୍ଲୀରୁ ଆସିଥିବା ୩ ଜଣ ଯୁବତୀ ଓ ୨ ଜଣ ଡ୍ର-ଗ୍ସ ବେପାରୀ ଅଛନ୍ତି । ଏସମସ୍ତଙ୍କ ବୟାନ ରେକର୍ଡ କରାଯାଇଛି ।ଅନ୍ୟପକ୍ଷେ, କ୍ରୁଜ୍ ଭିତରେ ଚାଲିଥିବା ପାର୍ଟିର ଏକ ଭିଡିଓ ଏନ୍ସିବି ହାତରେ ଲାଗିଥିବା ସୂଚନା ମିଳିଛି । ଭିଡିଓରେ ଆର୍ୟନ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ଏନ୍ସିବି ଡିଜି ଏସ୍. ଏନ୍ ପ୍ରଧାନ କହିଛନ୍ତି, ନି-ଶା-ମୁ-କ୍ତ ଭାରତ ଗଠନ କରିବା ଏନ୍ସିବିର ଲକ୍ଷ୍ୟ । ତେଣିକି ଘଟଣାରେ ଯିଏ ବି ସମ୍ପୃକ୍ତ ଥାଆନ୍ତୁ ନା କାହିଁକି, ସେ ଯେତେବଡ଼ ଲୋକ ହୋଇଥାନ୍ତୁ ନା କାହିଁକି, ସମସ୍ତଙ୍କୁ ତ-ଦ-ନ୍ତ ପରିସରଭୁକ୍ତ କରାଯିବ ।
ଗତ ୨ ସପ୍ତାହ ହେଲାଣି ଅପରେସନ ପ୍ଲାନିଂ ଚାଲିଥିଲା ଓ ଗୁଇନ୍ଦା ତଥ୍ୟ ଆଧାରରେ ଆମେ ଅ-ପ-ରେ-ସ-ନ ଚଳାଇଥିଲୁ । ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ । ସୂଚନାଥାଉ କି, ଗତ ରାତିରେ ମୁମ୍ବାଇରୁ ଗୋଆ ଯାତ୍ରା କରିବାକୁ ଥିବା କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସରେ ରେଭ୍ ପାର୍ଟି ଆୟୋଜନ ହୋଇଥିଲା । ପାର୍ଟିରେ ଡ୍ର-ଗ୍ସ ସେବନ କରାଯାଉଥିବା ନେଇ ସୂଚନା ମିଳିବା ପରେ ଏନ୍ସିବି ଚଢ଼ଉ କରିଥିଲା । ପାଣି ଜାହାଜ ଭିତରେ ଡ୍ର-ଗ୍ସ ପାର୍ଟିରେ ବହୁ ବଡ଼ ବ୍ୟବସାୟୀଙ୍କ ଝିଓ ଓ ପୁଅ ବି ସାମିଲ ହୋଇଥିଲେ ସୂଚନା ମିଳିଛି । ତେବେ ବର୍ତ୍ତମାନ ଯାହା ସୂଚନା ରହିଛି ଶାହାରୁଖ୍ ଖାନ୍ ଙ୍କ ପୁଅ ଆର୍ୟାନ୍ ଗି-ର-ଫ ହେବା ପରେ ଝିଅ ସୁହାନାଙ୍କ ମଧ୍ୟ ସମ୍ପୁକ୍ତି ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ତେବେ ତାହା ଆଗାମୀ ଦିନରେ ତ-ଦ-ନ୍ତ ପରେ ଜଣା ପଡ଼ିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।