ଏବେ ଆସିଲା ବଡ଼ ଖବର । ସ୍କୁଲ ର ସମସ୍ଥ ଶ୍ରେଣୀ କ୍ଲାସ ଏହି ଦିନ ଠାରୁ ଆରମ୍ଭ ହେବ ନିଷ୍ପତି !

 

ବନ୍ଧୁଗଣ ବର୍ତ୍ତମାନ ସାମ୍ନା କୁ ଆସିଛି ଏକ ବଡ ଖବର । ସେହି ଖବର ରେ ପିଲା ମାନଂକ ସ୍କୁଲ ଖୋଲିବା କୁ ନେଇ କିଛି କଥା ସ୍ପ-ଷ୍ଟ କରା ଯାଇଛି।ତେବେ ଦିର୍ଘ ଦେଢ ବର୍ଷ ପରେ ଖୋଲିବାକୁ ଯାଉଛି ସ୍କୁଲ , ତେବେ କଣ ରହିଛି ସଂପୂର୍ଣ୍ଣ ଅପଡେଟ ଜାଣିନେବା ।

 

କିଛି ଦିନ ଭିତରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପିଲା ମାନେ ମଧ୍ୟ ଶ୍ରେଣୀ ଗୃହ ରେ ପାଠ ପଢିବେ ଏବଂ ସାମାନ୍ୟ ଅସାବଧାନତା ହେଲେ କରୋନା ମହାମାରୀ ର ଶୀକାର ହେବାର ମଧ୍ୟ ସମ୍ଭାବନା ରହିବ। କୋରନା ମହାମାରୀ କାରଣ ରୁ ପିଲା ମାନେ ଦିର୍ଘ ଦିନ ଧରି ସ୍କୁଲ ଠୁ ଦୂରେଇ ରହିଲେ ଏବଂ ଏହା ଦ୍ଵାରା ସେମାନଙ୍କ ମାନସିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପଡିଛି ।

 

ସ୍କୁଲ ଦିର୍ଘଦିନ ଧରି ବନ୍ଦ ରହିଥିବା କାରଣ ରୁ ପିଲା ମାନଙ୍କୁ ବର୍ତ୍ତମାନ ମାନସିକ ସ୍ତରରେ ମଧ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ସେଥିପାଇଁ ମଧ୍ୟ ରାଜ୍ୟ ଶିଶୁ ଅଧିକାରୀ ସୁରକ୍ଷା ଶିଶୁ ମାନଙ୍କୁ ସଚେତନ କରିବାକୁ ଚାହୁଁଛନ୍ତି ।ଗତ କିଛିଦିନ ହୋଇଯିବ ନବମ, ଦଶମ ଓ ଦ୍ଵାଦଶ ଶ୍ରେଣୀର ପିଲା ମାନଙ୍କୁ ଅନଲାଇନ୍ କ୍ଲାସ ପରିବର୍ତ୍ତେ ଅଫ ଲାଇନ୍ କ୍ଲାସ ଅର୍ଥାତ୍ ବିଦ୍ୟାଳୟ ର ଶ୍ରେଣୀ ଗୃହ ରେ ବସି କ୍ଲାସ କରିବାକୁ ସୁଯୋଗ ଦିଆ ଯାଇଛି। ସେହିପରି ବର୍ତ୍ତମାନ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ୍ ଖୋଲିବାକୁ ଯାଉଛି ଏବଂ ଏମାନେ ମଧ୍ୟ ଶ୍ରେଣୀ ଗୃହ ରେ ବସି କ୍ଲାସ କରିବେ ।

 

  ଏହା ସହିତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଂକ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ କେବେ ସ୍କୁଲ ଖୋଲିବ ତାହା ବର୍ତମାନ ସ୍ଥିର କରା ଯାଇ ନାହିଁ ଏବଂ ଖୁବ୍ ଶୀଘ୍ର ସ୍କୁଲ୍ ଖୋଲିପାରେ ଆଶା କରା ଯାଉଛି ।ଶିକ୍ଷା ମନ୍ତ୍ରୀ ଏହା କହିଛନ୍ତି ଯେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପିଲା ମାନଂକ ପାଇଁ ସ୍କୁଲ କେବେଠୁ ଆରମ୍ଭ ହେବ ତାହାର ସୂଚନା ଆସନ୍ତା ୧୦ ତାରିଖ ରେ ପ୍ରଦାନ କରାଯିବ । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ପିଲା କୌଣସି ଗାଇଡ ଲାଇନ କୁ  ପାଳନ କରିବେ ନାହିଁ ସେଥିପାଇଁ  ବର୍ତ୍ତମାନ ସେମାନଙ୍କ ପାଇଁ ସ୍କୁଲ ଖୋଲା ଯାଇ ନାହିଁ। 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *