ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏହିଠାରେ ୯ ଲେଖନ୍ତୁ ଆପଣଙ୍କ ସବୁ ଇଚ୍ଛା ପୂରଣ ହେବ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଇତିହାସ ରେ ବୈଦିକ ଧରମ ଅନୁସାରେ ଜଣାଥିବା ସନାତନ ଧର୍ମ ଯେଉଁଥରେ 33 କୋଟି ଦେବୀ ଦେବତା ଅଛନ୍ତି , ଯେବେବି ମଣିଷ ତାର ଜୀବନ ରେ ଏକା ଅନୁଭବ କରେ ସେ ମନ୍ଦିର କୁ ଯାଇ ଭଗବାନ ଙ୍କୁ ଡାକିଥାଏ । ତେବେ ଆପଣ ମାନଙ୍କ ମଧ୍ୟ ରେ ଏମିତି କିଛି ଲୋକ ମାନେ ଅଛନ୍ତି ଯାହାକି ସେମାନେ ଭଗବାନ ଙ୍କୁ ଡାକୁ ଡାକୁ କାନ୍ଦି ପକାଇଥାନ୍ତି।
ତେବେ ଆପଣ ମାନେ ଭାବୁଥିବେ ଭଗବାନ ତ ସବୁ ଆଡେ ଅଛନ୍ତି ତେବେ ଏମିତି କାନ୍ଦିବାର କଣ ଫାଇଦା । ବନ୍ଧୁଗଣ ଆମେ ବର୍ତମାନ ସମୟ ରେ ଅତ୍ୟାଧୁନିକ ସମୟ ରେ ବସବାସ କରୁଛନ୍ତି । ହେଲେ ବି କେବେ ଆମେ ମାନେ ପୁରାଣ ଶାସ୍ତ୍ର କୁ ଭୁଲି ନାହୁଁ । ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜିବନ ର ସବୁ ଶୁଭ ଅଶୁଭ ଭଲ ମନ୍ଦ ଆଦି ଜାହା ସବୁ ଘଟିଥାଏ ।
ତାହା ସବୁ ବେଳେ ଆମ କର୍ମ ଉପରେ ହିଁ ନିର୍ଭର କରେ କେବେ କେବେ ଆମେ ମାନେ ନୀତିଦିନ ମାନି ଆସୁଥିବା ଧାର୍ମିକ ଗୁଣ ମଧୟ ଏହିଥିରେ ଉଲ୍ଲେଖ ରହିଥାଏ।ତେବେ ଅନେକ ଲୋକ ମାନଙ୍କର ବହୁତ ଇଚ୍ଛା ରହିଥାଏ, ମାତ୍ର ତାହା ପୂରଣ ହୋଇ ପାରେନାହିଁ।ତେବେ ନିଜର ଇଚ୍ଛାପୂରଣ କରିବା ପାଇଁ ମଙ୍ଗଳବାର ଦିନ ଏହି କାର୍ଯ୍ୟ କରନ୍ତୁ। କୌଣସି ଗୋଟିଏ ମଙ୍ଗଳବାର ଠାରୁ ଆରମ୍ଭ କରି 7 ଟି ମଙ୍ଗଳବାର ମାନନ୍ତୁ।
ପ୍ରଥମେ ଏକ ଓସ୍ତ ଗଛ ନିକଟକୁ ଯିବେ ଏବଂ ସାଙ୍ଗରେ ତମ୍ବା ଗିନାରେ ପାଣି, ଦୀପ ଧୂପ ନେବେ। ପ୍ରଥମେ ଦୀପ ଜାଳି ଦେବେ ତା ପରେ ସାତଟି ପତ୍ର ତୁଳନ୍ତୁ।ପ୍ରତି ପତ୍ରର ଗୋଟିଏ ପାର୍ଶ୍ଵ ରେ ରାମ ଲେଖନ୍ତୁ ଓ ଅନ୍ୟ ପାର୍ଶ୍ଵରେ ଓଁ ଭଂ ହନୁମନ୍ତାୟ ନମଃ ଲେଖନ୍ତୁ।ଏହାପରେ ନିଜର ଇଚ୍ଛାକୁ ଦୁଇ ପାର୍ଶ୍ଵରେ ଲେଖନ୍ତୁ ଓ ଏହା ତଳେ ରେଡ ପେନରେ ୯ ଲେଖନ୍ତୁ। ଲେଖି ସାରିବା ପରେ ଏହାକୁ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ।ଏହିପରି ୫ ରୁ ୭ ଟି ମଙ୍ଗଳବାର କରନ୍ତୁ ଆପଣଙ୍କ ଇଚ୍ଛା ପୂରଣ ହେବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।