ଯଦି ଏହି 5 ଟି ସପ୍ନ ଭିତରୁ ଗୋଟିଏ ବି ଦେଖୁଛନ୍ତି । କୁହନାହିଁ କାହାକୁ ହେବେ କୋଟିପତି…

 

ବନ୍ଧୁଗଣ ଏହି ୫ ଟି ସ୍ବପ୍ନ କୁ ଆପଣଙ୍କୁ ସବୁ ଦିନ ପାଇଁ ଗୁପ୍ତ ରେ ରଖିବା ଉଚିତ୍ । ଯଦି ଆପଣଙ୍କୁ ନିଜ ଜୀବନ ରେ ଧନୀ ହେବାର ଅଛି ତାହେଲେ ଏହି ୫ ଟି ସ୍ବପ୍ନ କୁ ଭୁଲ ରେ ମଧ୍ୟ କାହାରି ଆଗରେ କୁହନ୍ତୁ ନାହିଁ । ବନ୍ଧୁଗଣ ଆମେ ସମସ୍ତେ ରାତି ରେ ଶୋଇବା ବେଳେ ସ୍ଵପ୍ନ ଦେଖିଥାଉ । ସେହି ସ୍ବପ୍ନ ସହ ଆମର ଜୀବନ ଏବଂ ଆମର ବସ୍ତବିକ ତା ସହ ଯୋଡ଼ି ହୋଇ ରହିଥାଏ । ରାତି ରେ ଦେଖୁଥିବା ସ୍ବପ୍ନ ଆମକୁ କିଛି ସଂକେତ ପ୍ରଦାନ କରିଥାଏ । କିଛି ସ୍ବପ୍ନ ଏମିତି ହୋଇଥାଏ ଯାହାକୁ କୁ ଅନ୍ୟ ମାନଙ୍କ ସହ ସେୟାର କରି ହୁଏ ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସବୁ ସ୍ବପ୍ନ ବିଷୟରେ କହିବୁ ସେହି ସବୁ ସ୍ବପ୍ନ ଗୁଡ଼ିକ ବିଷୟ ରେ ଭୁଲ ରେ ମଧ୍ୟ କେବେବି କାହାରି ଆଗରେ କୁହନ୍ତୁ ନାହିଁ ।

 

ପ୍ରଥମ ସ୍ବପ୍ନ ଟି ହେଉଛି ସ୍ବପ୍ନ ରେ ସାକ୍ଷାତ ଭଗବାନ୍ ଙ୍କୁ ଦେଖିବା । ଅନେକ ଲୋକ ମାନେ ସ୍ବପ୍ନ ରେ ଭଗବାନ୍ ଙ୍କୁ ଦେଖିଥାନ୍ତି ଏବଂ ସେହି ସ୍ବପ୍ନ କୁ ମଧ୍ୟ ଅନ୍ୟ ଲୋକ ମାନଙ୍କୁ ମଧ୍ୟ କହିଦେଇଥାନ୍ତି । କିନ୍ତୁ ଏପରି କରିବା ଏହା ଆପଣଙ୍କ ପାଇଁ ଅଶୁଭ ହୋଇପାରେ । ଯେଉଁ ମାନେ ଈଶ୍ୱର ଙ୍କ ପ୍ରିୟ ହୋଇଥାନ୍ତି ଏବଂ ଯେଉଁ ମାନଙ୍କ ହୃଦୟ ନିର୍ମଳ ହୋଇଥାଏ ସେହି ଲୋକ। ମାନଂକ ସ୍ବପ୍ନ ରେ ଭଗବାନ୍ ଆସିଥାନ୍ତି । ଦୈ-ବ ଶ-କ୍ତି ଯେବେ ବି ଆପଣଙ୍କ ସ୍ବପ୍ନ ରେ ଆସିବେ ଏହାକୁ ସବୁବେଳେ ଗୁପ୍ତ ହିଁ ରଖିବେ । ଭଗବାନ୍ ଏଥିପାଇଁ ଆପଣଙ୍କୁ ଦର୍ଶନ ଦେଲେ କାରଣ ସେ ଆପଣଙ୍କୁ ବହୁତ୍ ଅଧିକ ଖୁସି ରେ ଦେଖିବାକୁ ଚାହାନ୍ତି । ଏହି ସ୍ବପ୍ନ ଟି ଧନବାନ ହେବାର ସଂକେତ ଅଟେ ।

 

ଦ୍ଵିତୀୟ ରେ ହେଉଛି ସ୍ବପ୍ନ ରେ ତୀର୍ଥ ସ୍ଥଳ ଦେଖିବା । ଯେବେ କୌଣସି ଲୋକ ସ୍ବପ୍ନ ରେ କୌଣସି ତୀର୍ଥ ସ୍ଥଳ ଦେଖିଥାଏ ସେ ବହୁତ୍ ଖୁସି ହୋଇ ଯାଏ ଏବଂ ସେହି ସ୍ବପ୍ନ କୁ ମଧ୍ୟ ଅନ୍ୟ ଲୋକ ମାନଙ୍କୁ ମଧ୍ୟ କହିଦେଇଥାଏ । ଏପରି ସ୍ବପ୍ନ ଦେଖିବା ଦ୍ଵାରା ମନସ୍କାମନା ପୂରଣ ହେବାର ସଂକେତ ପ୍ରଦାନ କରିଥାଏ । ଏହି ସ୍ବପ୍ନ ଟି ଧନବାନ ହେବାର ସଂକେତ ଅଟେ । ଏହି ସ୍ବପ୍ନ କୁ ସବୁବେଳେ ଗୁପ୍ତ ରଖିବେ କହାକୁ ମଧ୍ୟ କହିବେ ନାହିଁ ।

 

ତୃତୀୟ ସ୍ବପ୍ନ ଟି ହେଉଛି ସବୁଜ କ୍ଷେତ ବା ସବୁଜ ଗଛ ଦେଖାଯାଏ ତାହେଲେ ଏହି ସ୍ବପ୍ନ କୁ ଆପଣ କେବେବି କାହାରି ଆଗରେ କହିବେ ନାହିଁ । ଏହି ସ୍ବପ୍ନ ରେ ଅର୍ଥ ହେଉଛି ଆପଣଙ୍କ ବ୍ୟବହାର ରେ ଉନ୍ନତି ତଥା ଚାକିରି ରେ ଉନ୍ନତି । ଏହି ସ୍ବପ୍ନ ଟି ଧନବାନ ହେବାର ସଂକେତ ଅଟେ । ସେଥିପାଇଁ ଏହି ସ୍ବପ୍ନ କୁ ମଧ୍ୟ ସବୁବେଳେ ଗୁପ୍ତ ରଖିବା ଉଚିତ୍ ।

 

ଚତୁର୍ଥ ସ୍ବପ୍ନ ଟି ହେଉଛି ଗଙ୍ଗା ନଦୀ ରେ ବୋହି ଯାଉଥିବା ପାଣି । ଯେତେବେଳେ ଆପଣଙ୍କୁ ଏହିଭଳି ସ୍ବପ୍ନ ଆସେ ସେତେବେଳେ ମନ କୁ ବହୁତ୍ ଖୁସି ମିଳିଥାଏ । ଆପଣଙ୍କୁ ବୁଝିଯିବା ଉଚିତ୍ ଯେ ଆପଣଙ୍କ ଘରକୁ ଖୁସି ଆସିବାକୁ ଯାଉଛି । ଏମିତି ସ୍ବପ୍ନ ଯେଉଁ ବ୍ୟକ୍ତି କୁ ଆସିଥାଏ ସେହି ସ୍ବପ୍ନ ତାର ସମସ୍ତ ପାପ ର ବିନାଶ କରିଥାଏ ।ସେଥିପାଇଁ ଏହି ସ୍ବପ୍ନ କୁ ମଧ୍ୟ ସବୁବେଳେ ଗୁପ୍ତ ରଖିବା ଉଚିତ୍ ।

 

ପଞ୍ଚମ ସ୍ବପ୍ନ ଟି ହେଉଛି ବାପା ମାଆ ଙ୍କୁ ଦେଖିବା । ଏହି ସ୍ବପ୍ନ ଆସିବା ଈଶ୍ୱର ଙ୍କ ସଂକେତ ଅଟେ । ଏହି ବ୍ୟକ୍ତି ସମସ୍ତ ପରିସ୍ଥିତି ରେ ସଫଳତା ଲାଭ କରିଥାଏ । ଏହି ସ୍ବପ୍ନ କେବଳ କିଛି ଭାଗ୍ୟ ଶାଳୀ ଲୋକ ମାନେ ହିଁ ଦେଖିଥାନ୍ତି ଏବଂ ବହୁତ୍ କମ୍ ଲୋକ ମାନେ ହିଁ ଦେଖିଥାନ୍ତି । ଯଦି ଆପଣ ମଧ୍ୟ ଏହି ସ୍ବପ୍ନ କେବେ ଦେଖୁଛନ୍ତି ତାହେଲେ ଏହାକୁ ସବୁବେଳ ପାଇଁ ଗୁପ୍ତ ରେ ହିଁ ରଖନ୍ତୁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *