ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ଵାମୀ ବିରୁଦ୍ଧରେ ସ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ,ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ସବୁବେଳେ ସୋସିଆଲ ମିଡ଼ିଆରେ କିଛି ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ନାରୀଟିଏ ଏହି ସମାଜରେ ସବୁ କଥା ଶୁଣି ସହ୍ୟ କରି ରହିଥାଏ । ନାରୀ ବିବାହ ପୂର୍ବରୁ ଶୁଣିଥାଏ ଅନେକ କିଛି କଥା ଆଉ ବିବାହ ପରେ ମଧ୍ୟ ଅନେକ କିଛି ସହି ଥାଏ।ଜଣେ ନାରୀ ନିଜ ପରିବାରକୁ ସମ୍ଭାଳିବା ସହ ପରିବାର ଲୋକଙ୍କ ସହ ସମସ୍ତଙ୍କ ଇଚ୍ଛା ମୁତାବକ ସମସ୍ତ କାର୍ଯ୍ୟ କରିଥାଏ।
ସେଥିପାଇଁ ନାରୀ ଜାତିକୁ ସମ୍ମାନ ଦିଆଯିବ ଆବଶ୍ୟକ କିନ୍ତୁ ବର୍ତ୍ତମାନ୍ ସମୟରେ ଦିନକୁ ଦିନ ନାରୀ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି।ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଠି ମହିଳା ଜଣକ କହିଛନ୍ତି ତାଙ୍କ ସ୍ଵାମୀ ଜଣକ ପ୍ରତ୍ୟେକ ଦିନ ମଦ ପିଇ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି ।ମିଡିଆରେ ଏହି କଥା କହିବା ପରେ ସ୍ତ୍ରୀ ଜଣଙ୍କ ଥାନାରେ ତାଙ୍କ ସ୍ବାମୀଙ୍କ ନାଁରେ ଅଭିଯୋଗ କରିବାକୁ ସେମାନେ କହିଛନ୍ତି । ଏହାପରେ ସ୍ତ୍ରୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି ।
ଏବଂ ସେ ଆଉ ଜଣେ ଭଲ ଲୋକ ସହ ସମ୍ପର୍କ ଗଢିବାକୁ ଚାହିଁଛନ୍ତି ।ମହିଳା ଜଣକ ଡରି ଡରି ତାଙ୍କ ସ୍ବାମୀଙ୍କ ସହିତ ରହୁଛନ୍ତି । ତାଙ୍କ ସ୍ଵାମୀ ଦିନକୁ ଚାରି, ଛଅ ଥର ତାଙ୍କ ସହ ସେ-କ୍ସ କରିବାକୁ କହୁଛନ୍ତି । ଆଉ ଏହି ଘଟଣା ଉପରେ ସ୍ତ୍ରୀ ମନା କରିଲେ ମଧ୍ୟ ସ୍ବାମୀ ମାନୁ ନାହାଁନ୍ତି । ଏହି ସ୍ବାମୀ ଜଣକ ଜଣେ ମଣିଷ ନୁହେଁ ସେ ହେଉଛନ୍ତି ଜଣେ ଅମଣିଷ ତାଙ୍କ ସ୍ଵାମୀ ଜଣକ ମଦ ପିଇ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଆଉ ସବୁବେଳେ ତାଙ୍କ ସହ ଶା-ରୀ-ରି-କ ସଂପର୍କ ରଖିବାକୁ ଚାହୁଁଛନ୍ତି।
ସେ ମନା କରିବା ସତ୍ବେ ସେ ଜବରଦସ୍ତ କରୁଛନ୍ତି ଏବଂ ସେ ଅନେକ ନିର୍ଯାତନା ମଧ୍ୟ ଦେଉଛନ୍ତି ।ତାଙ୍କ ସ୍ଵାମୀ ମଦ ନିଶାରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ ମଧ୍ଯ କରିଥାନ୍ତି ଏବଂ ତାଙ୍କ ସହ ସେ ପ୍ରତ୍ୟେକ ଦିନ ୬ ରୁ ୭ ଥର ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତି ଆଉ ପ୍ରତିବାଦ କଲେ ମାଡ଼ ମାରିଥାନ୍ତି।ସେ ଏହି କଥାକୁ କାହା ଆଗରେ କହିପାରିନଥାନ୍ତି।ତାଙ୍କୁ ଏହିଭଳି ଯନ୍ତ୍ରଣା ଦେଉଛି ବରଂ ସେ ଆଉ ଜଣଙ୍କ ସହ ସମ୍ପର୍କ ଗଢିବାକୁ ଚାହୁଁଛନ୍ତି ଯିଏ ତାଙ୍କୁ ସମ୍ମାନ ଦେଉଥିବ ।ଏହା କେତେଦୂର ସତ୍ୟ ତାହା ପୋଲିସ ର ତଦନ୍ତ ପରେ ଜଣାପଡ଼ିବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।