ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପିଲା ଙ୍କ ଆଗରେ ମ୍ୟାଡ଼ାମ୍ ଯଦି ତାଙ୍କ ପ୍ରେମିକ ଙ୍କ ସହ କଥା ହେବେ,ତାହେଲେ ପିଲା କ’ଣ ଶିଖିବେ” – ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସୂଚନା ଅନୁଯାୟୀ କମେଡିଆନ ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ କହିଛନ୍ତି ଯେ ପ୍ରଥମେ ତ ସେହି ଦିଦି ଙ୍କୁ ନମସ୍କାର ! ତାଙ୍କ ପାଇଁ କଥାଟି ବାହାରକୁ ଆସିଲା । ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ କହିଛନ୍ତି ଯେ ଦିଦି କୁ ନମସ୍କାର କରିବାର ଅର୍ଥ ହେଉଛି ଯେ ସେହି ଆଜିକାଲିକା ଛୁଆ ଙ୍କୁ ପଦେ କହିଲେ ସେ ଚାରିପଦ କହିବେ ।ଯେତେବେଳେ ତାଙ୍କୁ ଏହି ଘଟଣା ବିଷୟରେ କୁହାଗଲା ସେତେବେଳେ ସେ ସେହି ମ୍ୟାଡ଼ାମ୍ ଙ୍କୁ ଧନ୍ୟବାଦ ଦେଲେ କାରଣ ସେ ଏପରି କାର୍ଯ୍ୟ କରିଥିବାରୁ କଥା ବାହାରକୁ ଆସିଲା।ଆଉ ସେ ପିଲା କୁ ମଧ୍ୟ ଯିଏ ଖରାପ କଥା କହିଛି।ତାଙ୍କ ମତରେ ଟ୍ୟୁସନ୍ ପଢ଼ାଉଥିବା ମ୍ୟାଡ଼ାମ୍ ଙ୍କ ଭୁଲ୍ ବୋଲି କହିଛନ୍ତି।କାରଣ ପିଲା ତାଙ୍କ ପାଖକୁ ପଢ଼ିବା ପାଇଁ ଆସନ୍ତି।ସେ ଯଦି ତାଙ୍କ ଆଗରେ ତାଙ୍କ ପ୍ରେମିକ ସହ କଥା ହେବେ ତେବେ ପିଲା ତାଙ୍କ ଠାରୁ ସେୟା ମଧ୍ୟ ଶିଖିବେ।
ଦିଦି ଯେତେବେଳେ ପିଲାଙ୍କୁ ଟିଉସନ କରନ୍ତି ବସାଇ, ସେତେବେଳେ ବାରମ୍ବାର ଦିଦି ଙ୍କ ଧନଙ୍କ ଫୋନ ଆସିଛି । ଆଉ ଧନର ଫୋନ ଆସିବା ପରେ ତାଙ୍କ ମନ ଆଉ ଆସିନାହିଁ ଟିଉସନରେ ।ଏହା ଭିତରେ ସେ କେତେବେଳେ ଭି-ଡି-ଓ କଲରେ ତ ଆଉ କେତେବେଳେ ଚାଟିଙ୍ଗରେ ଧନ ଗେଲହୁ କରିଛନ୍ତି ଏହି କଥା କୁ ଛୁଆ ମାର୍କ କରିଛନ୍ତି ।ବର୍ତ୍ତମାନ ଯେଉଁ ପିଢୀ ଚାଲିଛି ପ୍ରେମ ର ଅର୍ଥକୁ କୁଣ୍ଡାଚୋକଡ ଭଳି କରି ସାରିଲେଣି ।ଏହାର ଆଗାମୀ ପିଢୀ ଆହୁରି କ’ଣ ହେଉଛନ୍ତି ତାହା ଦେଖିବା ବାକି ରହିଲା । ମାତ୍ର ସେହି ପିଲାଟି ସଂପୂର୍ଣ୍ଣ କଥା କହିନାହିଁ ଯାହା ପ୍ରାଇଭେଟ କଥା ଦିଦି ହୋଇଛନ୍ତି । ଆଉ କେଉଁ ପିଲା ହେଲେ ସମୁଦାୟ ପୋଲ ଖୋଲି ଥୋଇ ସାରନ୍ତାଣୀ।
ଛୋଟଛୁଆ ମାନେ ଯେଉଁ ମାହୋଲରେ ବଢନ୍ତି ତଥା ଯେଉଁ ସଙ୍ଗତରେ ଆସନ୍ତି ତାହାକୁ ସେ ଅନୁଧ୍ୟାନ କରି କରି ଜାଆନ୍ତି ।ସେହି ଅନୁସାରେ ପିଲା କରିଥାନ୍ତି ଅଥବା କହିଥାନ୍ତି ।ତେଣୁ ତାଙ୍କ ଆଗରେ ଏଭଳି କଥା ବାର୍ତ୍ତା ହେଲେ ସେ ମଧ୍ୟ ସେପରି କହିବେ।ସେ ଆହୁରି ମଧ୍ୟ କହିଛନ୍ତି ପିଲା ମାନଙ୍କୁ ଭଲ କଥା ଶିଖିବା ଦରକାର କାରଣ ଆଗକୁ ସେମାନେ ହେଉଛନ୍ତି ଏ ଦେଶ ର ଭବିଷ୍ୟତ।ତାଙ୍କ ଆଗରେ ଏଭଳି କିଛି କଥା ବା କାମ କରିବା କଥା ନୁହେଁ ଯାହା ସେମାନଙ୍କୁ ଖରାପ ବାଟକୁ ନେଇଯିବ।ଆମ୍ଭେମାନେ ଯେତେବେଳେ ଛୋଟଛୁଆ ଙ୍କ ପାଖରେ ଅଛୁ ତାହାର ଅର୍ଥ ନିଜର ପ୍ରାଇଭେସିକୁ ସବୁବେଳେ ପ୍ରାଇଭେସି ହିଁ ରଖିବା ଆବଶ୍ୟକ ।
ସ୍ଥାନ କାଳ ପାତ୍ର କିଏ କେଉଁଠାରେ ଦେଖୁନାହାଁନ୍ତି ଯିଏ ଯେଉଁଠି ପାରିଲା ସେଠାରେ ତାହା କରିବାରେ ବ୍ୟସ୍ତ । ସେଥିପାଇଁ ଛୁଆ ଯାହା ଦେଖିଲା ତାହା ଶିଖିଲା ।ଦିଦି ଜଣଙ୍କ କଥା ହୋଇଥିଲେ କ’ଣ ଖାଇଛ ଠାରୁ ଆରମ୍ଭ କରି କ’ଣ ପିନ୍ଧିଛ ପର୍ଯ୍ୟନ୍ତ ସବୁ କଥା ହୋଇଥିଲେ । ପିଲାମାନଙ୍କୁ ବାପା ମା’ ଟିଉସନ ଙ୍କୁ ପଠାଇଥାନ୍ତି ପାଠ ପଢିବା ପାଇଁ ମାତ୍ରେ ସେଠାରେ ସେ ପାଠ ପଢୁଛନ୍ତି କି ଆଉ କି ଶିକ୍ଷା ନେଉଛନ୍ତି ତାହା କିଭଳି ଜାଣିବେ ଅଭିଭାବକ ।ସେ କହିଛନ୍ତି ଯେ ତାଙ୍କୁ ବିରୋଧ କଲେ କ’ଣ ହେବ ଯିଏ ଖରାପ କାମ କରୁଛି ତାକୁ ବିରୋଧ କର ତାହେଲେ ଏପରି ଭୁଲ୍ ଆଉ କାହା ଦେଇ ହବନି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।