ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଡ଼ିଶା ମୁହା ହୋଇ ଡାକରା ଦେଲାଣି ଆଉ ଏକ ବାତ୍ୟା । ତେବେ କଣ ରହିଛି ବାତ୍ୟା ର ସ୍ଥିତି ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଓଡ଼ିଶା ଉପକୂଳ ରେ ପୁଣି ଥରେ ମାଡ଼ି ଆସିଚି ବାତ୍ୟା। ଆସନ୍ତା 9ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା କର ଯାଇଛି । ଏହି ବାତ୍ୟା ରେ 11 ତାରିଖ ଦିନ ଲଘୁଚାପ ସୃଷ୍ଟି ହୋଇ ଧୀରେ ଧୀରେ ଘନୀଭୂତ ହେବ ଓରେ ଏହା ବାତ୍ୟାରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶ ମୁହାଁ ହେବ ବୋଲି ସ୍କାଏମେଟ ସୂଚନା ଦେଇଛନ୍ତି । ଦକ୍ଷିଣରେ ଚିନ ସାଗର ରେ ସୃଷ୍ଟି ହେବା କୁ ଯାଉଛି ବାତ୍ୟ ଅଧିକାଂଶ ବଙ୍ଗୋପସାଗର ରେ ପ୍ରଭାବ କରାଇବ ।
ଲଘୁଚାପ ସୃଷ୍ଟି ହେବା ପରେ ଏହା ବାତ୍ୟା ର ରୂପ ନେବ।ବାତ୍ୟା ସୃଷ୍ଟି ହେବା କୁ ଆଖିରେ ରଖି ଏହାର ନାମ ରହିବ ଜୱାଦ। ଏହି ବାତ୍ୟା ପ୍ରାୟ ଅକ୍ଟୋବର 29 ତାରିଖ ରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ରୁ ଜଣା ପଢ଼ିଛି କିନ୍ତୁ ଜିଏଫସ ମଡେଲ ଅନୁସାରେ ଓଡିଶାର ଗଜପତି ଓ ରାୟଗଡ଼ା ଓ ଭୁବନେଶ୍ୱର ଦେଇ ବାତ୍ୟା ଯିବାର ଆ-ଶ-ଙ୍କା କର ଯାଇଛି।
ଆଇଏମଡି ଅନୁସାରେ 9 ଅକ୍ଟୋବର ରେ ଆଣ୍ଡାମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।ଏହା ପରବର୍ତ୍ତୀ ଚାରି ରୁ ପାଞ୍ଚ ଦିନ ଅଧିକ ଘନିଭୂତ ହେବ।ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରି ଦକ୍ଷିଣ ଓଡ଼ିଆ ଓ ଆନ୍ଧ୍ର ଉପକୂଳ ଆଡ଼କୁ ଗତି ପରେ। ଏନେଇ ପାଣିପାଗ କାର୍ଯ୍ୟାଳୟରୁ ମତ ହେଉଛି ଯେ 12 ଅକ୍ଟୋବର ଦିନ ମଧ୍ୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।
ଯାହା ଅନୁମାନ କରାଯାଉଛି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ମିଆଁମାର ଅଞ୍ଚଳ ଦେଇ ପୂର୍ବ ଅଞ୍ଚଳକୁ ଆସିବ।
ଏହି ସମୟ ରେ ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ଦେଇ ଆସି ବର ସମ୍ଭାବନା ରହିଛି । ତେବେ ଭାରତୀୟ ପାଣିପାଗ ଦ୍ବାରା ଏହୁ ବିଷୟ ରେ କୌଣସି ସୂଚନା ଦିଆଯାଇ ନାହିଁ। ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ ତାହା ସମ୍ପୂର୍ଣ୍ଣ ରୂପେ ଆସୁଥିବା ଲାୟନ ରକ ମଧ୍ୟ ଏହା ସହିତ ମିଶିବାର ସମ୍ଭାବନା ରହିଛି। କିନ୍ତୁ ପାଣିପାଗ କାର୍ଯ୍ୟାଳୟ ରୁ କୌଣସି ସମ୍ପର୍ଣ୍ଣ ସୂଚନା ମିଳି ନାହିଁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।