ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ମାନେ ବେଶ୍ ଭଲ ଭାବେ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ତ ଜାଣିଥିବେ । ରାଣୀ ପଣ୍ଡା ଜଣେ ମଞ୍ଚ ଅଭିନେତ୍ରୀ ହୋଇଥିବା ବେଳେ ଜଣେ ଆଇଟମ ଡ୍ୟାନ୍ସର ଏବଂ ଜଣେ ଜଣାଶୁଣା ଗୀତିକାର ମଧ୍ୟ। ରାଣୀ ପଣ୍ଡାଙ୍କ ସବୁ କ୍ଷେତ୍ରରେ ପ୍ରତିଭା ରହିଛି । ରାଣୀ ପଣ୍ଡା ଓଡ଼ିଶା ବାସୀ ମାନଙ୍କ ପାଖରେ ଖୁବ ଲୋକପ୍ରିୟ ହୋଇଥିବା ବେଳେ ସୋସିଆଲ ମିଡିଆରେ ଅନେକ ଫ୍ୟାନ ଫାଲୋଇଙ୍ଗ ତାଙ୍କର ଅଛନ୍ତି ।
ରାଣୀ ପଣ୍ଡା ଙ୍କ କଥାକୁ ସମସ୍ତେ ସମର୍ଥନ କରିବା ସହ ରାଣୀ ପଣ୍ଡା ଙ୍କୁ ଖୁବ୍ ଭଲ ପାଇବା ଦିଅନ୍ତି ଲୋକମାନେ । ରାଣୀ ପଣ୍ଡା ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଆପଣ ଏହି ଭିଡିଓ କୁ ଦେଖି ସାରିଥିବେ । ରାଣୀ ପଣ୍ଡା ଜଣେ ସୁମନ୍ତ ସ୍ୱାଇଁ ଙ୍କୁ ଚେତାବନୀ ଦେଇଥିବା ବେଳେ ଏହି ଭିଡିଓ ରେ ଦେଖା ଯାଇଛି। ବାସ୍ତବିକ୍ ଜୀବନରେ କେହି କାହାକୁ ଜାଣି ନଥିବା ବେଳେ ସୁମନ୍ତ ସ୍ୱାଇଁ କିଛି ରାଣୀ ପଣ୍ଡାଙ୍କୁ ଇଙ୍ଗିତ କରି ନିଜର ମତାମତ ଦେଇଥିବା ବେଳେ ରାଣୀ ପଣ୍ଡା ଏହାର ଜବାବ ଦେଇଛନ୍ତି ।
ସୁମନ୍ତ ସ୍ୱାଇଁ ପେଶାରେ ଜଣେ ଆଇନ ଜିବୀ ଭାବେ ପରିଚିତ ବୋଲି ରାଣୀ ପଣ୍ଡା ଦର୍ଶାଇଛନ୍ତି । ରାଣୀ ପଣ୍ଡାଙ୍କ କହିବା ଅନୁଯାୟୀ ସେ ସୁମନ୍ତ ସ୍ୱାଇଁ ଙ୍କୁ ଜାଣି ନାହାନ୍ତି ବାସ୍ତବ ଜୀବନରେ ସେ କଣ ଏବଂ ସୁମନ୍ତ ଙ୍କୁ ବି ରାଣୀ ପଣ୍ଡାଙ୍କୁ ଜାଣି ନାହାନ୍ତି ତେବେ ରାଣୀ ପଣ୍ଡା ଙ୍କ ବାବଦରେ ସୁମନ୍ତ ଯେଉଁ ମତାମତ ଦେଇଛନ୍ତି ତାହା ତ ରାଣୀ ପଣ୍ଡା କହିନାହାନ୍ତି ମାତ୍ର ସେହି ମତାମତ ଅନୁଯାୟୀ ସୁମନ୍ତ ଙ୍କୁ ମା ଭଉଣୀ ନେଇ ଗାଳି ଦେବାପାଇଁ ଚାହିଁଥିଲେ ରାଣୀ ପଣ୍ଡା ।
କିନ୍ତୁ ନିଜର ସଂଯମତା ରକ୍ଷା କରି ରାଣୀ ପଣ୍ଡା ତାଙ୍କୁ ଭିଡିଓ ମାଧ୍ୟମରେ ଭଲ ଭାବେ ବୁଝାଇ ଦେଇଥିଲେ । କେହି କାହାକୁ ଜାଣି ନଥିବାରୁ ଆଇନଜୀବି ସୁମନ୍ତ ସ୍ୱାଇଁଙ୍କର ରାଣୀ ପଣ୍ଡାଙ୍କ ବିପକ୍ଷରେ ଏମିତି ମତାମତ ଦେବା ଠିକ୍ ନୁହେଁ ବୋଲି କହିଥିଲେ ରାଣୀ ପଣ୍ଡା । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅନେକ ଲୋକେ ରାଣୀ ପଣ୍ଡାଙ୍କ ଏହି କଥାରେ ସହମତି ଥିଲେ ।
ରାଣୀ ପଣ୍ଡାଙ୍କୁ ଅନେକ ଲୋକମାନେ ପସନ୍ଦ କରନ୍ତି ଯାହା ଫଳରେ ଏହି ସବୁ ଲୋକମାନଙ୍କ ମନ୍ତବ୍ୟ କୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଦର୍ଶାଇଛନ୍ତି ଅନେକ ଫ୍ୟାନ ମାନେ । ରାଣୀ ପଣ୍ଡାଙ୍କୁ ନେଇ ସୁକାନ୍ତ ବେହେରା ଙ୍କ ଘଟଣା ବର୍ତ୍ତମାନ ଚର୍ଚ୍ଚିତ ଥିବା ପରେ ମଧ୍ୟ ରାଣୀ ପଣ୍ଡା ସମସ୍ତଙ୍କ ଆଗରେ ଲୋକପ୍ରିୟ ଅଟନ୍ତି । ସୁକାନ୍ତ ଙ୍କୁ ସାହାର୍ଯ୍ୟ କରି ଏବଂ ତାଙ୍କ ଦଶାହ ରେ ୫୦୦ ଲୋକଙ୍କ ପାଇଁ ଅବଢ଼ା ପଠାଇ ଥିଲେ ରାଣୀ ପଣ୍ଡା ।