ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଜି କେତେ ଜଣଙ୍କୁ ଲ-ଙ୍ଗଳା କରିବ ଅର୍ଚ୍ଚନା ? ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜିକାଲି ଭାଇରାଲ ହେଉଥିବା ଖବର ଯାହା ଭଲ ଭଲ ଶିଳ୍ପପତି,ରାଜନେତା ମାନଙ୍କ ମନରେ ଭୟ ସଞ୍ଚାର କରୁଛି ସିଆ ଆଉ କେହି ନୁହେଁ , ସିଏ ହେଉଛି ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ,ଯିଏ ନିଜ ସୌନ୍ଦର୍ଯ୍ୟ ବଳରେ ଲୋକଙ୍କୁ ଫସାଇ ପରେ ସେମାନଙ୍କୁ ବ୍ଲାକ ମେଲ କରି ସେମାନଙ୍କ ଠାରୁ ଅନେକ ପ୍ରକାରର ଦାମୀ ସୁନାହାର ଓ ଗିଫ୍ଟ ସବୁ ନେଇ ସରିଛି ଏବଂ ଏହା ଇଡି ଙ୍କ ପାଖରେ ଧରାପଡ଼ିବା ପରେ ଏହା ସମ୍ବନ୍ଧରେ ଆଲୋଚନା ପରେ ଅନେକ ଲୋକଙ୍କ ମୁହଁ ସମସ୍ତଙ୍କ ସାମ୍ନା କୁ ଆସିଛି ।
ଏହିଭଳି ଆହୁରି ଅନେକ ଚେହେରା ଅଛି ଯେଉଁ ମାନେ ଏହି ଘଟଣା ସହ ଜଡ଼ିତ ହୋଇ ଛନ୍ତି ସେମାନଙ୍କୁ ମଧ୍ୟ ଲୋକଙ୍କ ସମ୍ମୁଖକୁ ଆସିବାର ଆହୁରି ବାକି ରହିଛି ବୋଲି ଲେଡି ବ୍ଲାକ ମେଲ ର ମିଡିଆ ଆଗରେ ପରିପ୍ରକାଶ କରୁଥିବାର ଦେଖାଯାଉଛି। ସେ ମିଡିଆ ଆଗରେ କହୁଥିବା ଦେଖିବାକୁ ମିଳୁଛି ଯେ ସେ ଠିକ୍ ସମୟ କୁ ଅପେକ୍ଷା କରିଛନ୍ତି।ସେ ଚାହିଁଲେ ୩୦ ମିନିଟ୍ ରେ ସାର ଓଡ଼ିଶାକୁ ଓଲଟାଇ ଦେଇପାରିବେ।ତାଙ୍କ ପାଖରେ ଉପଯୁକ୍ତ ପ୍ରମାଣ ରହିଛି ଏବଂ ସେହି ଲୋକଙ୍କ ର ଏକ୍ସକ୍ଲୁସିଭ୍ ପ୍ରମାଣ ଇଡି କୁ ଦେଇ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିପାରିବେ ବୋଲି ମିଡିଆ ଆଗରେ ମତ ବ୍ୟକ୍ତ କରିଛନ୍ତି ।
ସେ ବାରମ୍ବାର କହୁଥିବା ଶୁଣିବାକୁ ମିଳୁଛି ଯେ ତାଙ୍କୁ କହିବା ପାଇଁ ସୁଯୋଗ ଦିଆଯାଉନାହିଁ ଯାହା ଫଳରେ ସେ ଉଚିତ ସମୟକୁ ଅପେକ୍ଷା କରିଛନ୍ତି।ସେ ଏମିତି ବାରମ୍ବାର କାହିଁକି କହୁଛନ୍ତି ,କଣ ସେ ୨ ଦିନ ରିମାଣ୍ଡରେ ଥିଲାବେଳେ କଣ ତାଙ୍କୁ ପୋଲିସ କଣ ଜେରା କରିନାହିଁ ନା ସେ କିଛି ମତ ପୋଲିସ ଆଗରେ ଦେଇନାହାନ୍ତି। ଅର୍ଚ୍ଚନା ଙ୍କୁ ଇଡି ପ୍ରଶ୍ନ ପଚାରିବା ସମୟରେ ତାଙ୍କ ଓକିଲଙ୍କୁ ପାଖରେ ବସାଇଛନ୍ତି କାରଣ ପରମୁହୁର୍ତ ରେ ଅର୍ଚ୍ଚନା ଦେଇଥିବା ମନ୍ତବ୍ୟରେ ଓହରିଲେ ତାଙ୍କ ଓକିଲଙ୍କ ପରାମର୍ଶ ନିଆଯିବ ସେଥିପାଇଁ ଅର୍ଚ୍ଚନା ଇଡିଙ୍କ ପଚରାଯାଉଥିବା ପ୍ରଶ୍ନରେ ସବୁ ଭାବି ଚିନ୍ତାକରି ଠିକ୍ ଠିକ୍ ଉତ୍ତର ଦେଉଥିବ ଅନୁମାନ କରାଯାଉଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।