ଅର୍ଚନା ନାଗ ଙ୍କ ପାଖରେ ପଶୁଥିଲେ ଏହି କ୍ରିକେଟର | କିଏ ସେହି କ୍ରିକେଟର ?

 

ନମସ୍କାର ଦର୍ଶକ ବନ୍ଧୁ ଆପଣମାନଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଅର୍ଚ୍ଚନା ନାଗ ଘଟଣାରେ ଇଡି ବର୍ତ୍ତମାନ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆଣିଥିବା ବେଳେ ଅନେକ ଙ୍କୁ ଜେରା କରି ସାରିବା ପରେ ଏହା ସମ୍ଭବ ହୋଇ ପାରିଛି । ଏହି ଜେରାରେ ଅନେକ ବଡ ବଡ଼ିଆ ମାନଙ୍କୁ ଇଡି ଜେରା କରିଥିବା ବେଳେ ବାହାର କରିବାରେ ସକ୍ଷମ ହୋଇଛି ଅନେକ ତଥ୍ୟ । ଆଗକୁ ଆହୁରି ଅର୍ଚ୍ଚନା ନାଗ ଙ୍କ ସହ ଜଡ଼ିତ ଅନେକ ଲୋକଙ୍କୁ ଇଡି ଜେରା କରିବାକୁ ଯାଉଛି । 

 

ଯେଉଁ ଯେଉଁ ଲୋକମାନଙ୍କ ସହ ଅର୍ଚ୍ଚନା ନାଗ ଙ୍କ ଲିଙ୍କ ଥିଲା ତାହା ବର୍ତମାନ ଖୋଜି ଖୋଜି ବାହାର କରୁଛି ଇଡି । ଅର୍ଚ୍ଚନା ନାଗ ଙ୍କ ସହ ପ୍ରଯୋଜକ , ବଡ ବଡ ବ୍ୟବସାୟୀ , ହୋଟେଲ ମାଲିକ ମାନଙ୍କ ସହ ଲିଙ୍କ ଥିବାର ଆପଣ ଜାଣି ସାରିଥିବେ । ସେମାନଙ୍କ ସହ ଅନେକ ଟଙ୍କା ଦେବା ନେବା ଅର୍ଚ୍ଚନା ନାଗ ଙ୍କ ସହ ସହ ଲିଙ୍କ ରହିଥିଲା । ଅର୍ଚ୍ଚନା ନାଗ ଙ୍କ ସମ୍ପର୍କରେ ଶ୍ରଦ୍ଧାଞ୍ଜଳି ଏବଂ ଅନେକ ବଡ ବଡ଼ିଆ ମାନେ ନିଜର ମତ ଦେଇଥିଲେ । 

 

ଯେଉଁମାନେ ଏହି ସବୁ ମତାମତ ଦେଇଥିଲେ ସେହି ମାନେ କୌଣସି ପ୍ରକାର ରେ ଅର୍ଚ୍ଚନା ନାଗ ଙ୍କ ସହ ଗଭୀର ଭାବେ ଜଡ଼ିତ ଥିଲେ। ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନା ନାଗ ଙ୍କ ସହ ବହୁତ୍ ଭଲ ଭାବେ ଜଡ଼ିତ ଥିବାବେଳେ ଅର୍ଚ୍ଚନା ନାଗ ଙ୍କ ପ୍ରତ୍ୟେକ ଟି କାର୍ଯ୍ୟକଳାପ ସମ୍ପର୍କରେ ଜାଣିଥିଲେ । ଅର୍ଚ୍ଚନା ନାଗ ଙ୍କ ସହ ଅନେକ ବଡ ବଡିଆ ଜଡ଼ିତ ଥିବା ବେଳେ କେହି କେହି ହୋଟେଲ ମାଲିକ ତ ଆଉ କେହି ବ୍ୟବସାୟୀ , କେହି କେହି ଫିଲ୍ମ ନିର୍ମାତା ତ ଆଉ କେହି କେହି ରାଜନୀତି ରେ ଥିବା ବ୍ୟକ୍ତି । 

 

ତେବେ ଅନେକ ଲୋକ ଅର୍ଚ୍ଚନା ସହ ଜଡ଼ିତ ଥିବାବେଳେ ବର୍ତ୍ତମାନ ଅର୍ଚ୍ଚନା ନାଗ ଙ୍କ ସହ ଜଣେ ଖେଲାଡ଼ି ଙ୍କ ଗଭୀର ସମ୍ପର୍କ ସମ୍ପର୍କରେ ତଥ୍ୟ ସମ୍ନାକୁ ଆସୁଛି । ଖେଳାଳି ଜଣଙ୍କ କୁଆଡେ ବହୁତ୍ ଛକା ମାରିଛନ୍ତି । ତେବେ ଏହି ଖେଳାଳି ଜଣଙ୍କ ନାଁ ସାମ୍ନାକୁ ଆସୁଥିବା ବେଳେ ଇଡି ଜାଲରେ କୁଆଡେ ଫସି ସାରିଛନ୍ତି ଖେଳାଳି ଜଣଙ୍କ । ଖେଳାଳି ଜଣଙ୍କ ରଞ୍ଜୀ ଖେଲିଥିବାର ସୂଚନା ମିଳିଛି । 

 

ତେବେ ଖେଳାଳି ଜଣଙ୍କ କିଏ ବର୍ତ୍ତମାନ ସନ୍ଧାନରେ ଲାଗି ପଡିଛନ୍ତି ସନ୍ଧନୀ କାରି ଟିମ୍  । ଏହି ଖେଳାଳି ଜଣଙ୍କୁ ଜେରା କରାଗଲେ ଘଟଣାରେ ଆହୁରି ଅନେକ ପ୍ରକାର ସତ ସାମ୍ନାକୁ ଆସି ପାରିବ ବୋଲି ଚର୍ଚ୍ଚା ହେଉଛି । ତେବେ ହନି ଟ୍ରାପ କୁଇନ ଅର୍ଚ୍ଚନା ନାଗ ଙ୍କ ସହ ଖେଳାଳି ଙ୍କ ସହ କେତେ ଗଭୀର ସମ୍ପର୍କ ରହିଛି ତାହା ଆଗାମୀ ସମୟରେ ଜେରା ମାଧ୍ୟମରେ ଜଣା ପଡ଼ିବ ବୋଲି ସୂଚନା ରହିଛି । 

Leave a Reply

Your email address will not be published. Required fields are marked *