ସାମ୍ନାକୁ ଆସିଲା ସତ । କମ୍ବଳ ତଳେ ଶୋଇଥିଲା ଯିଏ, ଗତ ସପ୍ତାହରେ ଇଡି ତାକୁ ଜେରା କରିଥିଲା । ସେ କିଏ ଆସନ୍ତୁ ଜାଣିବା ।   

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାମ୍ନାକୁ ଆସିଲା ସତ । କମ୍ବଳ ତଳେ ଶୋଇଥିଲା ଯିଏ, ଗତ ସପ୍ତାହରେ ଇଡି ତାକୁ ଜେରା କରିଥିଲା । ସେ କିଏ ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଧୀରେ ଧୀରେ ସତ କଣ ସାମ୍ନାକୁ ଆସୁଛି ଆଉ ସମସ୍ତଙ୍କ ମୁଖା ଖୋଲିବାରେ ଲାଗିଛି । ଏଇ ଯେମିତି ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ହୋଟେଲ ମାଲିକଙ୍କ ଅଶ୍ଳୀଳ ଫଟୋ । ହଁ ଦର୍ଶକ ବନ୍ଧୁ ଏବେ ଜଣେ ହୋଟେଲ ମାଲିକଙ୍କ କିଛି ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଯାହାର ଫଟୋ ଏବେ ଭାଇରାଲ ହେଉଛି ସେ ସୁନ୍ଦରୀ ଅର୍ଚ୍ଚନା ମାମଲାରେ ଇଡି ଗତ ସପ୍ତାହରେ ତାଙ୍କୁ ଜେରା କରି ସାରିଛି । 

 

ଏବେ ଆପଣ ଅନୁମାନ କରନ୍ତୁ ସେହି ହୋଟେଲ ମାଲିକ ଜଣକ କିଏ ହୋଇ ପାରନ୍ତି । ହଁ ଦର୍ଶକ ବନ୍ଧୁ ଅର୍ଚ୍ଚନା, ଅର୍ଚ୍ଚନାର ସ୍ଵାମୀ ଜଗବନ୍ଧୁ, ଅର୍ଚ୍ଚନାର ବନ୍ଧୁ ଖଗେଶ୍ଵର, ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳି, ବ୍ୟବସାୟୀ ଅମିୟ କାନ୍ତ ଦାସ, ବିଧାୟକଙ୍କ ଭାଇ, ଅର୍ଚ୍ଚନାର ଡ୍ରାଇଭର ଚନ୍ଦୁ, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଯୋଜକ ପ୍ରମୋଦ ସ୍ଵାଇଁ, ହୋଟେଲ ବ୍ୟବସାୟୀ ଶିବ ପ୍ରସାଦଙ୍କୁ ଜେରା କରି ସାରିଛି ଇଡି ।ସୁନ୍ଦରୀ ଅର୍ଚ୍ଚନା ଏତେ କମ ଦିନ ମଧ୍ୟରେ ଏତେ ଟଙ୍କା କେମିତି ରଖିଲା ତାକୁ ନେଇ ଇଡି ଏମାନଙ୍କୁ ଜେରା କରି ସାରିଛି । 

 

ଆଉ ଏମାନଙ୍କ ମଧ୍ୟରେ ଜଣେ ହୋଟେଲ ମାଲିକଙ୍କ ଅଶ୍ଳୀଳ ଫଟୋ କୁଆଡେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ହଁ ଦର୍ଶକ ବନ୍ଧୁ ସତ ଏବେ ସାମ୍ନାକୁ ଆସିଛି । ହୋଟେଲ ମାଲିକଙ୍କ ଅଶ୍ଳୀଳ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିନ ଯେତେ ଗଡୁଛି ଅର୍ଚ୍ଚନା ମାମଲାରେ ଥିବା ସତ ସାମ୍ନାକୁ ଆସୁଛି । 

 

ଆଉ ଆଜି ଯେମିତି ଏକ କଥା ସାମ୍ନାକୁ ଆସୁଛି ଯେ, ରଣଜୀ ଖେଳାଳିର ଜଣେ କ୍ରିକେଟର ଅର୍ଚ୍ଚନାର ନାଗ ଫାଶରେ ପଡିଥିଲେ ଏବଂ ତାଙ୍କ ସହ ବି ଟଙ୍କା କୁଆଡେ ଲେଣ ଦେଣ ହୋଇଥିଲା ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଆର ସପ୍ତାହରେ ଇଡି ଏକ ହୋଟେଲ ମାଲିକଙ୍କୁ ଜେରା କରିଥିଲା । ଆଉ କଥା ଉଠୁଛି ସେହି ହୋଟେଲ ମାଲିକଙ୍କ କିଛି ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏ ଖବର ବାଜି ସାରିବା ପରେ ଛାତି ସତରେ ଧଡ ଧଡ ହେଉଛି । ଆଉ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *