ଅଶ୍ୱନୀ ଓ ପ୍ରେରଣା ଙ୍କ ବାହାଘର ରେ ନାଚିକି ଧୂଳି ଉଡେଇଦେଲେ ଅସୀମା ପଣ୍ଡା | ଦେଖନ୍ତୁ Video…

 

ନମସ୍କାର ଦର୍ଷକବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲରେ ସ୍ବାଗତ ।ଆପଣ ଲୋକପ୍ରିୟ ଗୀତିକାର ଅସୀମା ପଣ୍ଡା ଙ୍କୁ ତ ବେଶ୍ ଭଲ ଭାବେ ଜାଣିଥିବେ । ଅସୀମା ପଣ୍ଡା ଓଡ଼ିଶାରେ ଜଣେ ସୁନାମଧନ୍ୟ ଗୀତିକାର ଭାବେ ଖୁବ୍ ପ୍ରସିଦ୍ଧି ଲାଭ କରିଛନ୍ତି। ଅନେକ ଗୀତ ଓଡ଼ିଆରେ ଗାଇ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଅସୀମା ପଣ୍ଡା । ଅନେକ ଗୀତ ଅସୀମା ପଣ୍ଡା ହ୍ୟୁମାନ ସାଗର ଙ୍କ ସହ ମଧ୍ୟ ଗାଇଛନ୍ତି ଏହି ଯୋଡ଼ି ସଙ୍ଗୀତ ଜଗତରେ ବେଶ୍ ପରିଚିତ ଯୋଡ଼ି ବୋଲି ଲୋକମାନେ ନିଜର ମତ ରଖିଥାନ୍ତି । 

 

ଧୀରେ ଧୀରେ ଲୋକପ୍ରିୟ ହାସଲ କରି ଆଗକୁ ବଢ଼ୁଛନ୍ତି ଅସୀମା ପଣ୍ଡା । ସୁମଧୁର କଣ୍ଠ ପାଇଁ ଘରେ ଘରେ ପରିଚିତ ଅଟନ୍ତି ଅସୀମା ପଣ୍ଡା । ମୋ ହଳଦୀ ଗିନା ଗୀତ ଗାଇ ସାରିବା ପରେ ବେଶୀ ଲୋକପ୍ରିୟତା ଅସୀମା ପଣ୍ଡାଙ୍କର ବଢ଼ିବାକୁ ଲାଗିଥିଲା । ଏବେ ମଧ୍ୟ ଅନେକ ସୁପରହିଟ ଗୀତ ଗାଇ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି ଅସୀମା ପଣ୍ଡା । ଆଗାମୀ ଦିନରେ ଆହୁରି ଅନେକ ଗୀତ ଓଡ଼ିଶା ବାସୀ ମାନଙ୍କ ପାଇଁ ନେଇ ଆସିବା ପାଇଁ ଲୋକମାନେ ବିଶ୍ୱାସ କରନ୍ତି । 

 

ସୋସିଆଲ ମିଡିଆରେ ଅସୀମା ପଣ୍ଡା ଙ୍କ ଅନେକ ଫ୍ୟାନ ଅଛନ୍ତି ଯେଉଁମାନେ ଅସୀମା ପଣ୍ଡା ଙ୍କ ପ୍ରତ୍ୟେକଟି ପୋଷ୍ଟ କୁ ଅନୁସରଣ କରନ୍ତି । ଅସୀମା ପଣ୍ଡା ସମସ୍ତ ପ୍ରକାର ଗୀତ ଗାଇ ଲୋକପ୍ରିୟ ହୋଇ ପାରିଛନ୍ତି , ଭଜନ , ସମ୍ବଲପୁରୀ , ଆଇଟମ ଗୀତ ଆଦି ଅନେକ ଗୀତରେ ସାମ୍ନାକୁ ଆସି ସାରିଛନ୍ତି ଅସୀମା ପଣ୍ଡା । ଅସୀମା ପଣ୍ଡାଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଦେଖିବା ପରେ ଅନେକ ଫ୍ୟାନ ମାନେ ନିଜର ମତ ରଖିଛନ୍ତି । 

 

ଏହି ଦୃଶ୍ୟରେ ଅସୀମା ପଣ୍ଡା ମନ ଖୋଲି ନାଚୁଥିବାର ଦେଖା ଯାଇଛି । ଏହି ଦୃଶ୍ୟ କୌଣସି ଏକ ବାହାଘର ସମୟର ବୋଲି ଅନୁମାନ କରାଯାଉଛି । କାର୍ଯ୍ୟ ବ୍ୟସ୍ତତା ରେ ସମସ୍ତେ ଆଜିକାଲି ବହୁତ୍ ବ୍ୟସ୍ତ ରୁହନ୍ତି କିନ୍ତୁ ବେଳେ ବେଳେ ଏମିତି କିଛି ସମୟ ଆମକୁ ମିଳେ ଯେଉଁଥିରେ ଆମେ ଆମ ସମସ୍ତ ଦୁଃଖ , କ୍ଲେଶ ଭୁଲିଯାଇ ସେ ମୁହୂର୍ତ୍ତ କେବଳ ନିଜ ପାଇଁ ବଞ୍ଚିଥାଉ । ଅସୀମା ପଣ୍ଡା ଙ୍କ ଏହି ଭିଡିଓ ରେ ଅସୀମା ପଣ୍ଡା ମନ ଖୋଲି ନାଚୁଥିବାର ଦେଖା ଯାଇଥିଲା । 

ଏହି ଭିଡିଓ ଦେଖି ଅସୀମା ପଣ୍ଡାଙ୍କ କିଛି ଫ୍ୟାନ ମାନେ କାମେଣ୍ଟ ମଧ୍ୟମରେ କହିଥିଲେ ଯେ ଏମିତି ସବୁବେଳେ ଖୁସିରେ ରୁହନ୍ତୁ ଅସୀମା ପଣ୍ଡା ଆଉ ଜୀବନରେ ବହୁତ୍ ଆଗକୁ ବଢନ୍ତୁ । ତେବେ ଏହି ଦୃଷ୍ୟଟି ଆପଣ ମାନେ ମଧ୍ୟ ଦେଖନ୍ତୁ ଆପଣଙ୍କୁ ଏହି ଭିଡିଓ ଟି କଣ ଲାଗୁଛି ଆମକୁ ଜମେଣ୍ଟ ମାଧ୍ୟମରେ ନିହାତି ଭାବେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *