ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅସୀମା ପଣ୍ଡାଙ୍କ ନାଚରେ ରାସ୍ତାରେ ଉଡ଼ିଲା ଧୂଆଁ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନଂକୁ । ସବୁବେଳେ ସବୁ କଳା କାର ଚେଷ୍ଟା କରନ୍ତି କିପରି ଭାବରେ ଦର୍ଶକ ମାନଙ୍କ ମନୋରଞ୍ଜନ କରି ପାରିବେ । ଆଉ ନିଜ ର ସୁନ୍ଦର ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କ ମନ ରେ ନିଜ ପାଇଁ ଏକ ସ୍ବତନ୍ତ୍ର୍ ସ୍ଥାନ ବନାଇ ପାରିବେ ।ଓଡ଼ିଆ ସିନେମା ଜଗତର ଦୁଇଜଣ ପରିଚିତ ଚେହେରା ଅଶ୍ୱିନ ଏବଂ ପ୍ରେରଣାଙ୍କର ସଫଳ ପ୍ରେମ କାହାଣୀରେ ଆଜି ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।
ଅନ୍ୟ ମାନଙ୍କୁ ପ୍ରେମର ଟିପ୍ସ ଦେଉଥିବା ଏହି ପ୍ରେମ ଗୁରୁ ଆଜି ନିଜ ପ୍ରେମରେ ସଫଳତା ହାସଲ କରିଛନ୍ତି।ଅଶ୍ୱିନ ଯେତେବେଳେ ଟିଭି ତଥା ସିନେମା ଜଗତରେ ପ୍ରବେଶ କଲେ ସେତେବେଳେ ସେ ନିଜ ଆକ୍ଟିଂଗ ଏବଂ ମିଠା ମିଠା କଥା ମାଧ୍ୟମରେ ଖୁବ କମ୍ ଦିନରେ ଦର୍ଶକଙ୍କ ମନ ଜିତିଥିଲେ। ସେଥିପାଇଁ ନିଜର ସଫଳତା କାରଣରୁ ସେ ବିଭିନ୍ନ ଚ୍ୟାନେଲ ଆଙ୍କରିଙ୍ଗ କରିବାକୁ ଲାଗିଲେ। ସେହିପରି ଅଭିନେତ୍ରୀ ପ୍ରେରଣାଙ୍କୁ ତ ଆପଣ ନିଶ୍ଚୟ ଜାଣିଥିବେ।
ପ୍ରେରଣା ମଧ୍ୟ ଖୁବ କମ ଦିନରେ ଲୋକଙ୍କ ହୃଦୟ ଜିତିଥିଲେ।ତେବେ ଉଭୟ ନିଜ ପ୍ରେମ ସଂପର୍କକୁ ଜନସାଧାରଣଙ୍କ ଆଗରେ ପୂର୍ବରୁ ପ୍ରକାଶ କରିନଥିଲେ। ନିର୍ବନ୍ଧ ପରେ ହିଁ ସାଧାରଣ ଲୋକେ ଏମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ନିଶ୍ଚିତ ହୋଇଥିଲେ। ଦୁଇ ପରିବାର ସହମତିରେ ଆଜି ଅଶ୍ୱିନ ଏବଂ ପ୍ରେରଣାଙ୍କର ବିବାହ ହୋଇସାରିଛି।ଏହାରି ମଧ୍ୟରେ ତା ପୂର୍ବରୁ ଦୁହିଁଙ୍କର ମେହେନ୍ଦି, ସଙ୍ଗୀତ ଆଉ ହଳଦୀ ରସମ ଆଦି ସବୁ ହେଉଛି ।
ତେବେ ସବୁ ରସମରେ ଓଲିଉଡର ବହୁତ ସାରା କଳାକାରମାନେ ଯୋଗ ଦେଇଥିଲେ । ଆଉ ସମସ୍ତେ ଏହି ମେହେନ୍ଦି ରସମରେ ବୋହୁତ ସାରା ମଜା ମସ୍ତି କରିଥିବାର ବି ନଜର ଆସିଥିଲେ ।ତାଙ୍କ ବାହାଘର ବରଯାତ୍ରୀରେ ଅନେକ ସିଙ୍ଗର, ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ। ସିଙ୍ଗର ଅସୀମା ପଣ୍ଡା ଅଶ୍ୱିନଙ୍କ ବାହାଘରରେ ଧୁମଧାମରେ ନାଚୁଥିବାର ଦେଖିବାକୁ ମିଳିଛି। ଗୀତର ତାଳେ ତାଳେ ଅସୀମା ଏବଂ ପ୍ରଜ୍ଞା ମଧ୍ୟ ନାଚିବାକୁ ଲାଗିଛନ୍ତି।ତେବେ ସମସ୍ତେ ବାହାଘରକୁ ବେଶ ଆନନ୍ଦରେ ଉପୋଭଗ କରୁଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।