ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଆଉ ଜଣେ ସୁନ୍ଦରୀ ଯୁବତୀଙ୍କ ମାୟାଜାଲରେ ପଡ଼ି ୮୦ ଲକ୍ଷ ହରାଇଲେ ବ୍ୟବସାୟୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଓଡିଶା ରେ ଚହଳ ପକାଇଥିବା ଅର୍ଚ୍ଚନା ନାଗ ଘଟଣା ପ୍ରାୟତ ସମସ୍ତଙ୍କୁ ଜଣାଥିବ । କିନ୍ତୁ ବନ୍ଧୁଗଣ ଠିକ ସମାନ ପ୍ରକାର ଘଟଣା ଘଟିଛି ହରିୟଣା ଜିଲ୍ଲା ରେ ।ଗତ କାଲି ଜାଣେ ବ୍ୟବସାୟୀ ହରିୟଣା ଜିଲ୍ଲା ର ସେକ୍ଟର ୫୦ ଥାନାରେ ଅଭିଯୋଗ କରିଛି ।ତାଙ୍କ ଅଭିଯୋଗ କୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ତଦନ୍ତ କରିବା ପରେ ଯାହା ଜଣା ପଡ଼ିଛି ତାହାକୁ ଯେ କେହିବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ। ସେ ଘଟଣାଟି ଓଡ଼ିଶାରେ ଘଟିଥିବା ଅର୍ଚ୍ଚନା ନାଗ ଘଟଣାର କାର୍ବନ କପି। ଜାଣେ ବ୍ୟବସାୟୀ ଥାନାରେ ଜଣେ ଝିଅଙ୍କ ଉପରେ ଅଭିଯୋଗ ଆଣିଛନ୍ତି।
ସେ ଝିଅ କୁଆଡେ ତାଙ୍କୁ ବ୍ଲାକ ମେଲିଂ କରୁଛନ୍ତି।ଏହି ଘଟଣାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି।ପ୍ରାଥମିକ ତଦନ୍ତରୁ ଜଣା ପଡିଛି ସେ ସୁନ୍ଦରୀ ଝିଅ ଜଣକ ହେଉଛନ୍ତି ନମ୍ରା କାଦିର୍ ।ପେଶାରେ ନମ୍ରା କାଦିର୍ ହେଉଛନ୍ତି ଜଣେ ସୋସିଆଲ ମିଡ଼ିଆ ରେ ସେଲିବ୍ରେଟି ।ନମ୍ରା କାଦିର୍ ପ୍ରାୟତ ୬ ଲକ୍ଷ ରୁ ଅଧିକ ଲୋକ ଫୋଲୋ କରୁଛନ୍ତି।ନମ୍ରା କାଦିର୍ ଙ୍କ କିନ୍ତୁ ଆଉ ଗୋଟିଏ ଚେହେରା ପୋଲିସ ସାମ୍ନାକୁ ଆସିଛି।
ହଁ ଦର୍ଶକ ବନ୍ଧୁ ନମ୍ରା କାଦିର୍ ଏହି ସୁନ୍ଦର ଚେହେରା ପଛରେ ଗୋଟେ ସୈତାନି ଚେହେରା ଲୁଚି ରହିଛି ଯାହାକି ଆସି ସମସ୍ତଙ୍କ ସାମ୍ନାକୁ ଆସୁଛି ।ଓଡ଼ିଶାରେ ଅର୍ଚ୍ଚନା ନାଗ ଯେଉଁ ଭଳି ଭାବରେ ବ୍ଲାକ ମେଳିଂ କରୁଥିରେ ।ସେ ବି ସମାନ ଫର୍ମୁଲା ଆପଣେଇଥିଲେ।ପ୍ରଥମେ ନମ୍ରା କାଦିର୍ ବନ୍ଧୁତାର ହାତ ବଢ଼ାଇଥିଲେ ତ ପରେ ପ୍ରେମ ସମ୍ପର୍କ ରଖୁଥିଲେ।ଏହି ପ୍ରେମ ସମ୍ପର୍କ କିଛି ଦିନ ରହିବା ପରେ ସେହି ଲୋକକୁ ବ୍ଲାକ ମେଳିଂ କରୁଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଏହି ସବୁ ଘଟଣାରେ ତାଙ୍କ ସ୍ବାମୀ ବିରାଟ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିଲେ।
କିଛି ଦିନ ତଳେ ନମ୍ରା କାଦିର୍ ତାଙ୍କ ସ୍ବାମୀ ବିରାଟଙ୍କ ସହ ମିଶି ଜଣେ ବ୍ୟବସାୟୀଙ୍କୁ ୮୦ ଲକ୍ଷ ଟଙ୍କାର ଚୁନା ଲଗାଇଛନ୍ତି।ନମ୍ରା କାଦିର୍ ,ଅଭିଯୋଗ କରିଥିବା ବ୍ୟବସାୟୀଙ୍କ ସହ ବି ସେୟା କରିଛନ୍ତି।ସେହି ବ୍ୟବସାୟୀ ଙ୍କ ପାଇଁ ମୋଡେଳିଂ କରିବାକୁ ତାଙ୍କ ନେଇ ,ତାଙ୍କୁ ଫସାଇ ଦେଇଛନ୍ତି। ବ୍ୟବସାୟୀ ଜଣଙ୍କୁ ବିବାହ କରିବାକୁ କଥା ଦେଇ ବେଶ୍ କିଛି ତାଙ୍କ ହାତେଇ ନେଉଛନ୍ତି ନମ୍ରା କାଦିର୍ ଏବଂ ତାଙ୍କ ସ୍ବାମୀ ବିରାଟ । ଏହି ଭଳି ଭାବରେ ନମ୍ରା କାଦିର୍ ବହୁତ୍ ଲୋକଙ୍କ ପାଖରୁ ମୋଟା ଅଙ୍କର ଟଙ୍କା ଲୁଟି ନେଇଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।