ବିବାହିତଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା । ବାହ୍ୟ ବନ୍ଦନା ଯୋଜନାରେ ମିଳିବ ମାସକୁ ୧୮ ହଜାର ୫ ଶହ ଟଙ୍କା ।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବିବାହିତଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା । ବାହ୍ୟ ବନ୍ଦନା ଯୋଜନାରେ ମିଳିବ ମାସକୁ ୧୮ ହଜାର ୫ ଶହ ଟଙ୍କା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ଏବେ ବିବାହିତଙ୍କ ପାଇଁ ସରକାର ଆଣିଛନ୍ତି ଗୋଟେ ବଡ଼ ଖୁସି ଖବର । କେନ୍ଦ୍ର ସରକାର ବର୍ତ୍ତମାନ ବିବାହିତଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ଯେଉଁଥିରେ ତାଙ୍କୁ ଅନେକ କିଛି ସୁବିଧା ମିଳିବାକୁ ଯାଉଛି । ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନାରେ ଲୋକଙ୍କୁ ପ୍ରତିମାସରେ ଟଙ୍କା ମିଳୁଛି । ସେହିଭଳି ଏକ ଯୋଜନା ହେଉଛି ପିଏମ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା । ଏହି ଯୋଜନାରେ ଆପଣଙ୍କୁ ପ୍ରତ୍ୟେକ ମାସରେ କିଛି ଟଙ୍କା ମିଳିବ । 

 

ଏହି ଯୋଜନାର ଲାଭ ୨୦୨୩ ମାର୍ଚ୍ଚ ୩୧ ଯାଏ ଆପଣ ଉଠାଇ ପାରିବେ । ଏଠାରେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଏହା ଏକପ୍ରକାର ପେନସନ ଯୋଜନା । ଏଥିରୁ ଆପଣଙ୍କୁ ପ୍ରତିମାସରେ ଟଙ୍କା ମିଳିବ । ଏଥିରେ ପତିପତ୍ନୀଙ୍କୁ ପ୍ରତ୍ୟେକ ମାସରେ ୧୮ ହଜାର ୫ଶହ ଟଙ୍କା ମିଳିବ । ତେବେ ସବୁଠାରୁ ଖାସ କଥା ହେଉଛି ଏଥିରେ ଟଙ୍କା ରଖିବା ପୂରା ସୁରକ୍ଷିତ । ୧୦ ବର୍ଷ ପରେ ଆପଣଙ୍କୁ ପୂରା ସୁଧ ସହିତ ଟଙ୍କା ମିଳିବ ।

 

ତେବେ ଆପଣ ଭାବୁଥିବେ କେମିତି ମିଳିବ ଏହି ଟଙ୍କା? ତେବେ ଯଦି ପତିପତ୍ନୀ ଏହି ଯୋଜନାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ନିବେଶ କରିବେ ତେବେ ତାଙ୍କୁ ୩୦ ଲକ୍ଷ ଟଙ୍କା ଉପରେ ୭.୪୦ ପ୍ରତିଶତର ସୁଧ ମିଳିବ । ଏହି ରାଶି ଉପରେ ଆପଣଙ୍କୁ ବାର୍ଷିକ ୨ ଲକ୍ଷ ୨୨ହଜାରର ଆୟ ହୋଇପାରିବ । ଯଦି ଏହି ସୁଧ ଟଙ୍କାକୁ ମାସ ହିସାବରେ ବଣ୍ଟାଯାଏ ତେବେ ମାସକୁ ଜଣଙ୍କୁ ୧୮, ୫୦୦ ଟଙ୍କା ମିଳିବ । ଏହି ରାଶି ପେନସନ ଭାବେ ଆପଣଙ୍କ ଖାତାକୁ ଆସିବ । 

 

ଯଦି ଆପଣ ଏକାକୀ ଏହି ଯୋଜାନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ଅଧିକତମ ୧୫ ଲକ୍ଷ ଟଙ୍କା ନିବେଶ କରିପାରିବେ । ଯେଉଁଥିରେ ଆପଣଙ୍କୁ ୧ ଲକ୍ଷ ୧୧ ହଜାର ଟଙ୍କା ଅର୍ଥାତ ମାସିକ ୯୨୫୦ ଟଙ୍କା ମିଳିବ । ଏହି ଯୋଜନାର ଅବଧି ୧୦ ବର୍ଷ । ଆପଣ ୧୦ବର୍ଷ ପାଇଁ ଏହି ଯୋଜନାରେ ଟଙ୍କା ନିବେଶ କରିବେ । ଯଦି ଆପଣ ଠିକ୍ ସମୟରେ ୧୦ ବର୍ଷ ପାଇଁ ଟଙ୍କା ରଖୁଛନ୍ତି ତେବେ ୧୦ ବର୍ଷ ପରେ ଆପଣଙ୍କୁ ଏହି ଟଙ୍କା ମିଳିଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *