ଏହି ଭାରତୀୟ ବୋଲର କଲେ ବିରଳ ବିଶ୍ୱରେକର୍ଡ । 4 ଓଭର ବୋଲିଂ କଲେ ଦେଲେ ନାହିଁ କୌଣସି ରନ…

 

ବର୍ତ୍ତମାନ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ବିଦର୍ଭ ଟିମ୍ ଗତ ଷୋମବାର ଦିନ ନକଆଉଟ ରେ ନିଜର ସ୍ଥାନ ପକ୍କା କରିଛି । ସେହି ମ୍ୟାଚ୍ ରେ ସ୍ପିନର ବୋଲର ଅକ୍ଷୟ କାର୍ଣ୍ଣେଓ୍ୱର ଏକ ବିଶ୍ୱ ରେ-କ-ର୍ଡ ସୃଷ୍ଟି କରିଛନ୍ତି । ସେହି ମ୍ୟାଚ୍ ରେ ଅକ୍ଷୟ କାର୍ଣ୍ଣେଓ୍ୱର ମଣିପୁର ଟିମ୍ ବି-ରୋ-ଧ ରେ ଏପରି ପ୍ରଦର୍ଶନ କରିଥିଲେ ଯାହାକି କେହି ବି ଆଶା କରି ନଥିଲେ ।

 

 ଉକ୍ତ ମ୍ୟାଚ୍ ରେ ଅକ୍ଷୟ କାର୍ଣ୍ଣେଓ୍ୱର ୪ ଓଭର ର ବୋଲିଂ କରି ବିନା କୌଣସି ରନ୍ ଦେଇ ୨ ଟି ୱିକେଟ ଅକ୍ତିଆର କରିଥିଲେ । ସେହି ମ୍ୟାଚ୍ ରେ ଅକ୍ଷୟ ପ୍ରଥମେ ୩ ଓଭର ବୋଲିଂ କରି ଥିଲେ ଏବଂ ଏହା ପରେ ଟିମ୍ ତାଙ୍କୁ କିଛି ସମୟ ପାଇଁ ବିଶ୍ରାମ ଦେଇଥିଲା । ସେହି ମ୍ୟାଚ୍ ରେ ସେ ପ୍ରଥମ ଦୁଇ ଓଭର ରେ ବିନା କୌଣସି ରନ ଦେଇ ୨ ଟି ୱିକେଟ ଅକ୍ତିଆର କରିଥିଲେ ଏବଂ ସେ ଶେଷ ରେ ଆସି ଗୋଟେ ଓଭର ନୋଲିଂ କରିଥିଲେ ଏବଂ ସେ ସେହି ଓଭର ରେ ମଧ୍ୟ କୌଣସି ରନ ଦେଇ ନଥିଲେ । 

 

 

ସେ ସମୁଦାୟ ୪ ଓଭର ବୋଲିଂ କରି ସେଥିରେ ସେ କୌଣସି ରନ୍ ଦେଇ ନଥିଲେ ଏବଂ ଏହା ସହିତ ମଧ୍ୟ ଦୁଇଟି ୱିକେଟ୍ ନେଇଥିଲେ । ସେ ଏପରି ଭାବରେ ଏକ ବିଶ୍ବ ରେ-କ-ର୍ଡ କରିବେ ବୋଲି କେହି ମଧ୍ୟ ଭାବି ନଥିଲେ ।ଏହି ମ୍ୟାଚ୍ ଟି ବିଜୟଓ୍ୱାଡା ର ଆନ୍ଧ୍ର କ୍ରିକେଟ୍ ଏକାଡେମୀରେ ଖେଳାଯାଇଥିଲା ଏବଂ ଏହି ମ୍ୟାଚ୍ ଟି କୁ ଦେଖିବା ପାଇଁ ଆଇପିଏଲର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ।ଅକ୍ଷୟ କାର୍ଣ୍ଣେଓ୍ୱର ନିଜେ ଏପରି ବୋଲିଂ ପ୍ରଦର୍ଶନ କରିବେ ବୋଲି ସେ ନିଜେ ମଧ୍ୟ ଭାବି ନଥିଲେ ଏବଂ ନିଜ ବୋଲିଂ କୁ ଦେଖି ନିଜେ ଚ-କି-ତ ହୋଇଯାଇଥିଲେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *