ଧରା ପଡିଲା ଅର୍ଚନା ରଚିବାକୁ ଯାଉଥିବା ନୂଆ ଷଡଯନ୍ତ୍ର | ଦେଖନ୍ତୁ video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମା ଅର୍ଚ୍ଚନା ପାଖକୁ ଦେଖା କରିବାକୁ ଯାଇଥିଲା ବେଳେ ସାଙ୍ଗରେ ଫୋନ୍ ନେଇ ଯାଇଥିଲେ ଅର୍ଚ୍ଚନାଙ୍କ ୫ ବର୍ଷର ପୁଅ । କଣ ୟା ପଛରେ କିଛି କାରଣ ନାହିଁ ତୋ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଅର୍ଚ୍ଚନା ନାଗ ମାମଲାରେ ଯେଉଁ ଏକ ବଡ଼ ଖବର ବର୍ତମାନ ସମୟରେ ଗଣ ମାଧ୍ୟମ ସାମ୍ନାକୁ ଆସିଛି ତାହା ହେଇଛି ଅର୍ଚ୍ଚନା ନାଗଙ୍କୁ ଗି-ର-ଫ କଲା ଇଡି । ୭ ଦିନିଆ ରିମାଣ୍ଡ ସରିବା ପରେ ଆଜି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିଥିଲା ଇଡି । ଭୁବନେଶ୍ୱର କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗି-ର-ଫ କଲା ଇଡି । ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ଗି-ର-ଫ କରିଛି ଇଡି । ପିଏମଏଲଏ ଆଇନ ସେକ୍ସନ ୧୯ ବଳରେ ଅର୍ଚ୍ଚନାଙ୍କୁ ଗି-ର-ଫ କରିଛି ଇଡି । 

 

ଏହା ସହ ଅର୍ଚ୍ଚନା ତଦନ୍ତରେ ସହଯୋଗ କରୁନଥିବା ନେଇ କୋର୍ଟଙ୍କୁ ଜଣାଇଲା ଇଡି । ଯେଉଁଥିପାଇଁ ଆଉଥରେ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି । ଖଗେଶ୍ୱରଙ୍କ ପରେ ଏହି ମାମଲାରେ ଦ୍ୱିତୀୟ ଗି-ର-ଫଦାରୀ ହୋଇଛି । ରିମାଣ୍ଡର ଶେଷ ଦିନରେ ଗିରଫ ହେବା ପୂର୍ବରୁ ଇଡି କାର୍ଯ୍ୟାଳୟରେ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗ ଓ ତାଙ୍କ ପୁଅ ତାଙ୍କୁ ଭେଟିଥିଲେ । ଆଇ କୋର୍ଟ ଚାଲାଣ କରିବା ପୂର୍ବରୁ ବାପା ଓ ପୁଅଙ୍କ ସହ କିଛି ସମୟ କାଟିଥିଲେ ଅର୍ଚ୍ଚନା । 

 

ତେବେ ବନ୍ଧୁଗଣ ଏଠାରେ ସୂଚନାଯୋଗ୍ୟ ଯେ ଇଡି କାର୍ଯ୍ୟାଳରେ ଅର୍ଚ୍ଚନାଙ୍କ ପୁଅ ପକେଟ୍ ରୁ ଯାଞ୍ଚ ସମୟରେ ବାହାରିଲା ଫୋନ୍ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭା-ଇ-ରା-ଲ ହେଉଛି ସେଥିରେ ଏସବୁ ଦେଖିବାକୁ ମିଳିଛି । ଇଡି ଅଫିସ୍ ରେ ଆଜି ଅର୍ଚନାଙ୍କ ୫ ବର୍ଷର ପୁଅ ଯାଇଥିଲା ମାକୁ ଜେଲ୍ ହେବା ପୂର୍ବରୁ ଦେଖା କରିବା ପାଇଁ । କିନ୍ତୁ ସେହି ୫ ବର୍ଷର ପୁଅ ନିକଟରୁ ଆଜି ମିଳିଥିଲା ମୋବାଇଲ୍ ଫୋନ୍ । ଆଉ ଯାହାକୁ ଇଡି ଅଫିସ୍ ରେ ଅର୍ଚ୍ଚନା ପୁଅ ନେଇ ଆସିଥିଲେ ଆଉ ସାଥିରେ ଆସିଥିଲେ ଅର୍ଚନା ନାଗର ଵାପା ମଧ୍ୟ । 

 

ଏତେ ଦିନ ପରେ ମାକୁ ପାଖରେ ପାଇବାକୁ ବେଶ୍ ଖୁସିରେ ଥିଲେ ପୁଅ । ହେଲେ ଭିତରକୁ ଯିବା ପୂର୍ବରୁ ପୁଅର ପ୍ୟାଣ୍ଟ ପକେଟ୍ ରୁ ଗୋଟିଏ ମୋବାଇଲ୍ ଫୋନ୍ ବାହାର କରିଥିଲେ ଇଡି ଅଫିସ୍ ବାହାରେ ଥିବା ସିକ୍ୟୁରିଟି ଗାର୍ଡ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଅର୍ଚ୍ଚନାଙ୍କ ଛୋଟ ପୁଅ ପାଖରେ ମୋବାଇଲ୍ ଫୋନ୍ ଆସିଲା କେଉଁଠୁ ଆଉ ସେ ମୋବାଇଲରେ ସେ କାହା ସହ ସମ୍ପର୍କ କରୁଥିଲେନି ତୋ । କଣ ଅର୍ଚ୍ଚନା ପୁଅ ସହ କଥା ହେଉଥିଲେ ନା ଆଉ କିଛି କାରଣ ଅଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *