ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାନ୍ଧିଲା ଇଡି, ଖୋଲିଲା ନାଗଫାଶ ମନି ଲଣ୍ଡରିଂ ଆକ୍ଟ ପାଇଁ ଇଡିର ଗ୍ରିପ୍ସ ଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି। ଏବେ ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ଘଟଣା ଉପରୁ ଏବେ ସଂପୂର୍ଣ୍ଣ ରୂପେ ପରଦା ହଟି ନାହିଁ ।ଏହି ପରିପେଖିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ର କାର୍ଯ୍ୟ କଳପ ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି ।ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା ଦିନକୁ ଦିନ ନୂଆ ମୋଡ଼ ନବାରେ ଲାଗିଚି।ଆଜି ଅର୍ଚ୍ଚନା କୁ ଗି-ର-ଫ କଲା ଇଡି ।ରୁଜୁ ହେଲା ଆର୍ଥିକ ଅନିମିତତା ମାମଲା।
ରିମାଣ୍ଡ ରେ ନେଇ ସାତ ଦିନର ପଚରା ଓଚରା ପରେ ଲେଡି ବ୍ଲା-କ-ମେ-ଲର ଅର୍ଚ୍ଚନା ନାଗ କୁ ଆ-ର୍ରେ-ଷ୍ଟ କରିଛି ଇଡି।ବିଶେଷ କରି ଅର୍ଚ୍ଚନା ଆର୍ଥିକ ଅନୀୟମିତତା କରିଥିବାର ପ୍ରମାଣ ତଦନ୍ତକାରି ଅଧିକାରୀଙ୍କ ହାତରେ ଲାଗିଛି। କୋର୍ଟ ଯିବା ସମୟରେ ବଡ ସୁରାକ ଆଡ଼କୁ ଇଙ୍ଗିତ କରିଛନ୍ତି ଅର୍ଚ୍ଚନା।ସିଧା ସଳଖ ଗଣମାଧ୍ୟମକୁ କହିଛନ୍ତି ମୋତେ କୋପୋରେଟ କରନ୍ତୁ ମୁଁ ଫେରିଲେ କହିବି। ଇଡି ର ସନ୍ଦେହ ଆଖି ଏବେ ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ଉପରେ ରହିଛି।
ଗି-ର-ଫ ହେଇଥିବା ଅର୍ଚ୍ଚନାକୁ ପୁଣି ରିମାଣ୍ଡରେ ନେବ ଇଡି।ସ୍ବାମୀ ଜଗବନ୍ଧୁ ଚାନ୍ଦକୁ ମଧ୍ୟ ରିମାଣ୍ଡରେ ନବ ଇଡି।ସ୍ବାମୀ ସ୍ତ୍ରୀ ଙ୍କୁ ରିମାଣ୍ଡରେ ରଖି ସିଧା ସଳଖ ଜେରା କରିବ ତଦନ୍ତ ନିର୍ଦ୍ଦେଶାଳୟ।ତେବେ ପ୍ରଶ୍ନ ଉଠୁଛି ଗଣମାଧ୍ୟମ ଆଗରେ ଗର୍ଯୁଛନ୍ତି ମାତ୍ର ଇଡି ଆଗରେ କାହିଁକି ଚୁପ୍ ଅର୍ଚ୍ଚନା ?ମୁହଁ ନ ଖୋଲି କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ଅର୍ଚ୍ଚନା ସ୍ବାମୀ ସ୍ତ୍ରୀ କୁ ରିମାଣ୍ଡରେ ନେଇ କଉ ତଥ୍ୟ ହାସଲ କରିବାକୁ ଚାହୁଁଛି ଇଡି ?ବଡ଼ ବଡିଆଙ୍କ ସମ୍ପୁକ୍ତି ନେଇ କିଛି ତଥ୍ୟ ପାଇଛି କି ଇଡି ?
କାହା ଛତ୍ର ଛାୟା ତଳେ ନାଗ ସାମ୍ରାଜ୍ୟ ବିସ୍ତାର ହେଇଥିଲା ସେମାନଙ୍କ ସୂଚନା ଖୁବ୍ ଜଲଦି ମିଳିବ ବୋଲି ସୂଚନା ମିଳିଛି ।କୋର୍ଟ ଯିବା ପୂର୍ବରୁ ବାପ ପୁଅ ସହ କିଛି ସମୟ କଟାଇଥିଲେ ଅର୍ଚ୍ଚନା।ଏବେ ଅର୍ଚ୍ଚନା ନାଗର ୭ ଦିନିଆ ରିମାଣ୍ଡ ଅବଧି ସରିଯାଇଛି। ଆଜି କୋର୍ଟରେ ଆରକ୍ଷୀ ଅଧିକାରୀ ଅର୍ଚ୍ଚନା ନାଗକୁ ହାଜର କରି ପୁଣି ୭ ଦିନିଆ ରିମାଣ୍ଡରେ ନବର ଯୋଜନା କରିଛି। ଏବେ ଓଡ଼ିଶା ସାରା ଜନସାଧାରଣଙ୍କର ଦୃଷ୍ଟି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉପରେ ରହିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।