ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବିଶ୍ୱକପ୍ ରେ ବିଫଳତା ପରେ ବିରାଟ କୋହଲି ଦେଲେ ଝ-ଟ-କା, କ୍ରିକେଟ ଠାରୁ ଦୂରେଇ ରହିବେ ବୋଲି ନେଲେ ନିଷ୍ପତ୍ତି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
କ୍ରିକେଟର ଏକ ଅଲଗା ହିଁ ଖାସିୟତ୍ ରହିଛି ଆମ ଦେଶରେ, ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ନାମ ଶୁଣିଲେ ଏକ ପ୍ରକାରର ଜୋସ୍ କୁ ଆସି ଯାଆନ୍ତି। କ୍ରିକେଟ ସିଜିନ୍ ସମୟରେ କ୍ରିକେଟ କୁ ନେଇ ଅନେକ ପ୍ରକାରର ବେଟ୍ ମଧ୍ୟ ଲାଗିଯାଏ। ଆମ ଦେଶରେ କ୍ରିକେଟ ଖେଳ ଆରମ୍ଭରୁ ହିଁ କ୍ରିକେଟ ଖେଳାଳି ମାନେ ନିଜ ନିଜର ଭଲ ଭଲ ପ୍ରଦର୍ଶନ କରି ଦେଶ ବାସୀଙ୍କର ମନ ଜିତି ଆସିଛନ୍ତି।
କେବଳ ଧୋନି ହିଁ ନୁହଁନ୍ତି ସବୁ ଖେଳାଳି ମାନଙ୍କ ପାଇଁ ଲୋକମାନଙ୍କ ମନରେ ଅଲଗା ଅଲଗା ସ୍ଥାନ ରହିଛି, କାରଣ ସବୁ ଖେଳାଳି ମାନଙ୍କୁ ନେଇ ଆମ ଇଣ୍ଡିଆ ଟିମ୍ ଗଠିତ। ଆଉ ସେହି ଟିମ୍ ରେ ଥିବା ପ୍ରତ୍ୟେକଟି ଖେଳାଳିଙ୍କର କିଛି ନା କିଛି ଅବଦାନ ରହିଥାଏ ଟିମ୍ ପାଇଁ ତଥା ଟିମ୍ ର ହା-ର୍ ଜିତ୍ ପାଇଁ। ଏହି ବର୍ଷ କିନ୍ତୁ ପୁଣି ଏକ ଅଜବ କଥା ଦେଖିବାକୁ ମିଳିଛି, ଭାରତୀୟ ଦଳ ଶେଷଥର ପାଇଁ ୨୦୧୨ ଟି-୨୦ ବିଶ୍ୱକପ୍ ଫାଇନାଲ୍ ପହଞ୍ଚି ପାରି ନଥିଲା, ଆଉ ପୁଣିଥରେ ଏହି ବର୍ଷ ମଧ୍ୟ ଭାରତ ସେମିଫାଇନାଲରେ ପହଁଞ୍ଚି ପାରି ନାହିଁ।
ଆଫଗାନିସ୍ଥାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ସହ ଟିମ୍ ଇଣ୍ଡିଆର ସେମିଫାଇନାଲ ଖେଳିବା ଆଶା ଧୂଳିସାତ୍ ହୋଇଛି। ଏହି ବର୍ଷ ବିଶ୍ୱକପ୍ ପାଇଁ ଭାରତର ପ୍ରଥମ ମ୍ୟାଚ୍ ରୁ ହିଁ ଖରାପ ପ୍ରଦର୍ଶନ ରହିଛି। ଭାରତର ପ୍ରଥମ ମ୍ୟାଚ ପାକିସ୍ତାନ ସହ ଥିଲା, ସବୁ ବିଶ୍ୱବାସୀଙ୍କର ନଜର ଏହି ମ୍ୟାଚ୍ ଉପରେ ଥିଲା, ହେଲେ ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ବହୁତ ଖ-ରା-ପ ଭାବରେ ପାକିସ୍ତାନ ଠାରୁ ହାରିଥିଲା। ଏହାପରେ ନ୍ୟୁଜିଲାଣ୍ଡ ଠାରୁ ମଧ୍ୟ ଟିମ୍ ଇଣ୍ଡିଆ ବହୁତ ଖରାପ ଭାବରେ ହା-ରି-ଥି-ଲା।
ପ୍ରଥମ ଦୁଇଟି ମ୍ୟାଚ୍ ହା-ରି-ବା ପରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ରେ ସେମିଫାଇନାଲ ଦୌଡରୁ ବାଦ୍ ପଡିଥିଲା। ଏହାପରେ ଇଣ୍ଡିଆ ତିନୋଟି ମ୍ୟାଚ୍ ଖେଳିଥିଲା, ଏଥିରେ ଇଣ୍ଡିଆ ବହୁତ ଭଲ ଭାବରେ ଜିତିଥିଲା। ହେଲେ ଏହା ଦ୍ୱାରା କିଛି ଲାଭ ହୋଇନଥିଲା। ପୂର୍ବରୁ ହି ଚାରୋଟି ଟିମ୍ ସେମିଫାଇନାଲରେ ପହଁଞ୍ଚି ସାରିଥିଲେ। ଏହାପରେ ଏକ ବହୁତ ବଡ ଝଟକା ଇଣ୍ଡିଆକୁ ଦେଇଛନ୍ତି ବିରାଟ କୋହଲି। ବିଶ୍ୱକପ୍ ରେ ଏପରି ଖ-ରା-ପ ପ୍ରଦର୍ଶନ ସହ ବି-ଫ-ଳ-ତା ପରେ ବିରାଟଙ୍କର ଆତ୍ମବଳ କମିଯାଇଛି, ସେ ଏବେ କ୍ରିକେଟ ଠାରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନ୍ୟୁଜିଲାଣ୍ଡ ବି-ପ-କ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଯୋଗ ଦେବେ, ହେଲେ ତାହା ପୂର୍ବରୁ କିଛି ଦିନ ବିଶ୍ରାମରେ ରହିବେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।