ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଡରିଗଲେ ଅର୍ଚ୍ଚନା !ଖୋଲି କହିଦେଲ ସବୁ ସତ, ଏହି ନେତାଙ୍କ ସହ କରିଛନ୍ତି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି। ଏବେ ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ଘଟଣା ଉପରୁ ଏବେ ସଂପୂର୍ଣ୍ଣ ରୂପେ ପରଦା ହଟି ନାହିଁ । ଏହି ପରିପେଖିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ର କାର୍ଯ୍ୟ କଳlପ ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି।
ବନ୍ଧୁଗଣ ହାଜତରୁ ବାହାରିବା ପରେ ରାଗରେ ଗରଗର ହୋଇଥିଲେ ଅର୍ଚ୍ଚନା। ହେଲେ ପାଖା ପାଖି 100 ଘଣ୍ଟା ର ଜେରା ପରେ ବି ମୁହଁ ଖୋଲୁ ନାହାଁନ୍ତି ଅର୍ଚ୍ଚନା। ଏଠାରେ ପ୍ରଶ୍ନ କାହା ଭୟ ରେ ଡରିଗଲେ କି ଅର୍ଚ୍ଚନା ? ଠିକାଦାର ଅର୍ଚ୍ଚନା କୁ ଦେଇଥିଲେ 7 ଲକ୍ଷ ଟଙ୍କା । ଗଣ ମାଧ୍ୟମରେ ଦୁଇ ଥର ବୟାନ ଦେଲେ ଅର୍ଚ୍ଚନା । ତେବେ 30 ମିନିଟ ସମୟ ମାଗିଥିବା ଅର୍ଚ୍ଚନା 4 ଦିନ ହେଲାଣି ମୁହଁ ଖୋଲୁ ନାହାଁନ୍ତି ।
ରାଜ୍ୟ ପରିବର୍ତନ କରିବାକୁ ଧ-ମ-କ ଦେଉଥିବା ଅର୍ଚ୍ଚନା କଣ ପାଇଁ ମନ୍ଥର ହୋଇଗଲେ କିଛି ଜଣା ବୁଝାପଡୁ ନାହିଁ । ଅର୍ଚ୍ଚନାଙ୍କ ଘର ତିଆରି କରୁଥିବା ଠିକାଦାର ଏବଂ ଡିଜାଇନରଙ୍କୁ ବି ଜେରା କରିଛନ୍ତି ଇଡି । ପ୍ରାୟ ଘର ପାଇଁ 40 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଠିକାଦାର ପାଲଟା ଅର୍ଚ୍ଚନା ଙ୍କ ଏକାଉଣ୍ଟ କୁ 7 ଲକ୍ଷ ଟଙ୍କା ପଠେଇଛନ୍ତି ବୋଲି ଜଣା ପଡିଛି।ଅର୍ଚ୍ଚନାକୁ ସାମ୍ନାରେ ରଖି ଜେରା କରିବାକୁ ଯୋଜନା କରିଥିଲା ଇଡି ମାତ୍ର ତାର କିଛି ଲାଭ ହେଲା ନାହିଁ।
ଅକ୍ଷୟ ପରିଜା, ଶ୍ରଦ୍ଧାଞଳୀ ବେହେରା ଖଗେଶ୍ୱର ପାତ୍ରକୁ ସାମ୍ନା ସାମ୍ନି ବସେଇ ଜେରା କରିବାକୁ ଯୋଜନା କରିଥିଲା ଇଡି ।ଏହା ସହିତ ଅର୍ଚ୍ଚନା ଙ୍କ ମୁହଁରୁ କିଛି ବଡବଡିଆ ଙ୍କ ବିଷୟ ରେ ଜାଣିବାକୁ ଚେଷ୍ଟା କରୁଛି ଇଡି । ହେଲେ ମିଡିଆ ଆଗରେ ମୁହଁ ଦେଖେଉଥିବା ଅର୍ଚ୍ଚନା ଏବେ ପୁରା ଚୁପ୍ ଅଛନ୍ତି କଣ ପାଇଁ ତାହା କିଛି ଜଣା ପଡୁନି।ଏବେ ଆଗକୁ ତାଙ୍କ ବୟାନ କଉ ମୋଡ ନଉଚି ତାହା ପୁରା ଗଣ ମାଧ୍ୟମ ଅପେକ୍ଷାରେ ଅଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।