ଓଡ଼ିଶାରେ ନିର୍ମାଣ ହେବ ୫୦୦ କୋଟିର ଓଡ଼ିଆ ସିନେମା। ବାହୁବଳୀ ଫିଲ୍ମ ନିର୍ଦେଶକ SS Rajmouli ନିର୍ଦେଶନା ରେ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଡ଼ିଶାରେ ନିର୍ମାଣ ହେବ ୫୦୦ କୋଟିର ଓଡ଼ିଆ ସିନେମା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତମାନ ସମୟରେ ସାର ଚଳଚ୍ଚିତ୍ର ଜଗତରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ଓଡିଆ ସିନେମା “ଦମନ”  ଯାହାକୁ ନେଇ ଅନେକ କଳାକାର ସେମାନଙ୍କର ମତ ମଧ୍ୟ ପ୍ରକାଶ କରିବା ସହ ଓଡ଼ିଆ ସିନେମା ଏହି ଭଳି ଅନେକ ସିନେମା କରିବ ବୋଲି ମଧ୍ୟ ଆଶା ପୋଷଣ କରୁଛନ୍ତି। ଚଳଚ୍ଚିତ୍ର ” ଦମନ” କୁ ନେଇ ଏବେ ସବୁ ଆଡୁ ପ୍ରଶଂସା ଶୁଣିବାକୁ ମିଳୁଛି ଏବଂ କୁହାଯାଉଛି ଯେ ଓଡ଼ିଆ  ଚଳଚ୍ଚିତ୍ର  ଜଗତ ର ପୁନରୁଦ୍ଧାର ହୋଇଛି ଏବଂ ତାହା ସମ୍ଭବ ହୋଇପାରିଛି ଏବଂ ତାହାକୁ ସଫଲ୍ୟ କରିପାରିଛି ଏହି ଓଡ଼ିଆ ସିନେମା “ଦମନ “।

 

ଦମନ କୁ ନେଇ ଏବେ ସବୁ କ୍ଷେତ୍ରରେ ଚର୍ଚ୍ଚା ଲାଗିରହିଛି ।ପ୍ରଥମ କରି କୌଣସି ଓଡ଼ିଆ ଚଳଚ୍ଚିତ୍ର ର ହିନ୍ଦିରେ ଡୋଭିଙ୍ଗ ମଧ୍ୟ ହୋଇଛି।ଏହି ଚଳଚ୍ଚିତ୍ରରେ ବାବୁଶାନ୍ ଅଭିନେତା ଭାବରେ ଅଭିନୟ କରିଛନ୍ତି ଯାହାକୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିବା ସହ  ଭଲ ମତ ମଧ୍ୟ ଦେଉଛନ୍ତି।ଏହି ଚଳଚ୍ଚିତ୍ର ମଧ୍ୟ ବଲିଉଡ ଏବଂ ତାମିଲ କଳାକାର ମାନେ ମଧ୍ୟ ପସନ୍ଦ କରୁଛନ୍ତି ଏବଂ ଏହା ବହୁତ ଶୀଘ୍ର ହିନ୍ଦି ରେ ଡୋବିଙ୍ଗ ମଧ୍ୟ ଆସିବାକୁ ଯାଉଛି।ଦମନ ପରେ ମଧ୍ୟ ଅନେକ ଚଳଚ୍ଚିତ୍ର ଆସିବାକୁ ରହିଛି ଯାହାକୁ ଲୋକମାନେ ପସନ୍ଦ କରିବେ ବୋଲି ଚଳଚ୍ଚିତ୍ର ନିର୍ମାତା ଇଛପ୍ରକ୍ଷ କରୁଛନ୍ତି।

 

ଚଳଚ୍ଚିତ୍ର ଦମନ କୁ ଯେମିତି ଭଲପାଇବା ଦେଇଛନ୍ତି ସେମାନେ ଆସିବାକୁ ଥିବା ସିନେମା କୁ ମଧ୍ୟ ସେମିତି ଭଲପାଇବା ଦେବେ ବୋଲି ମତ ବ୍ୟକ୍ତ କରିଛନ୍ତି। ଶୁଣିବାକୁ ମିଳୁଛି ଯେ  ନିକଟରେ ଦ ଫିଲ୍ମ ମେକର୍ସ ଆଡ୍ଡା ୨୦୨୨ ରେ ଆଲୋଚନା ହେଉଥିଲା   ଯେଉଁଠି  ସୁପରହିଟ ଚଳଚ୍ଚିତ୍ର “ବାହୁବଳୀ”, “ଆର ଆର୍ ଆର୍” ଚଳଚ୍ଚିତ୍ର ର  ନିର୍ଦ୍ଦେଶନା ଦେଇଥିବା ଡାଇରେକ୍ଟର ଏସ ଏସ ରାଜା ମୌଲି,”ବିକ୍ରମ” ଚଳଚ୍ଚିତ୍ର ର ହିରୋ କମଲ ହସନ , “ସୀତା ରାମମ” ଚଳଚ୍ଚିତ୍ର ପ୍ରୋଡ୍ୟୁସର ସ୍ଵପ୍ନା ଦତ୍ ଏବଂ ପ୍ରୋଡ୍ୟୁସର ପୃଥ୍ୱୀ ରାଜ  ସୁକୁମାରମ ଏବଂ ଲୋକେଶ କନକରାଜ, ଗୌତମ ବାସୁଦେବ ମେନନ । 

 

ତେଲୁଗୁ ଚଳଚ୍ଚିତ୍ର ବିଷୟରେ ଆଲୋଚନା ଚାଲିଥିବା ସମୟରେ  ହଠାତ୍ ପ୍ରୁଥ୍ଵୀ ରାଜ ସୁକୁମାରମ ଓଡ଼ିଆ ଚଳଚ୍ଚିତ୍ର ଦମନ ସମ୍ବନ୍ଧରେ କହିଥିଲେ ଏବଂ ସେ କହିବାର ଶୁଣିବାକୁ ମିଳୁଛି ଯେ ଓଡ଼ିଆ ଚଳଚ୍ଚିତ୍ର ବହୁତ୍ ଶୀଘ୍ର ୫୦୦ କୋଟି ଟଙ୍କାର ଏକ ଚଳଚ୍ଚିତ୍ର ତିଆରି କରିବାକୁ ଯାଉଛି ଯାହା ଆସାମ ଏବଂ ଓଡ଼ିଶାରେ ସୁଟିଂ ହେବ।ଏହା ଶୁଣିବା ପରେ ଉପସ୍ଥିତ ଥିବା ଲୋକମାନେ ଏହାକୁ ଗ୍ରହଣ କରିବା ସହ ଏହି କଥାରେ ନିଜର ସମ୍ମତି ଜଣାଇଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *