ଅନୁଭବ ମହାନ୍ତି କହିଲେ ମୁଁ ବିବାହିତ ନୁହେଁ | ଜାଣନ୍ତୁ କାହିଁକି ଏମିତି କହିଦେଲେ ଅନୁଭବ…

 

ନମସ୍କାର ଦର୍ଶକବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଅଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ ତ ବେଶ୍ ଭଲ ଭାବେ ଜାଣିଥିବେ। କିଛିଦିନ ତଳେ ନିଜ ପାରିବାରିକ ବିବାଦକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ ଅନୁଭବ ମହାନ୍ତି । ପାରିବାରିକ ବିବାଦରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଠାରୁ ଅଲଗା ହୋଇଥିଲେ ଅନୁଭବ । ବର୍ତ୍ତମାନ ଦୁହିଁଙ୍କ ରାସ୍ତା ଏବଂ ଲକ୍ଷ ଅଲଗା ଅଲଗା । ଅନୁଭବ ଏବେ ଫିଲ୍ମ ଦୁନିଆରେ ପୁଣି ଥରେ ପାଦ ଦେଇଥିବା ବେଳେ ବର୍ଷା ରାଜନୀତି ଦୁନିଆଁରେ ପାଦ ଥାପି ସାରିଛନ୍ତି । 

 

ଆଗାମୀ ସମୟରେ ଦୁହେଁ ନିଜ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବେ ବୋଲି ବିଶ୍ୱାସ ରହିଛି । ଅନୁଭଵ ମହାନ୍ତି ନିଜର ନୂଆ ଫିଲ୍ମ Love In London ରେ ନିଜର ବେଷ୍ଟ ଦେଇଥିଲେ । ବର୍ତ୍ତମାନ ଏହି ଫିଲ୍ମ ମଧ୍ୟ ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫିଲ୍ମ ସୁଟିଙ୍ଗ ଆଉ କିଛି ବାକି ରହିଥିବା ବେଳେ ଏହି ଫିଲ୍ମ ରେ ଅଧିକାଂଶ ଦୃଶ୍ୟ ଲଣ୍ଡନ ରେ ସୁଟିଙ୍ଗ ହୋଇଛି । ଅନେକ ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ ଏହି ଫିଲ୍ମ ରେ ଦର୍ଶକ ମାନେ । 

 

ତେବେ ଅନୁଭବ ଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି କୁଆଡେ ଅନୁଭବ ମହାନ୍ତି ବିବାହିତ ନୁହନ୍ତି ।ତାଙ୍କ ୭ ଫେରା ମିଛ ହୋମ ନିଆଁ କୁ ସାକ୍ଷୀ ରହି ୭ ଜନ୍ମ କୁ ପ୍ରତିଶ୍ରୁତି ଦେବା ମିଛ । ଅନୁଭବ ଙ୍କ ବାହାଘର ହେଉଛି ଏକ contractual ବିବାହ ଯାହା ତାଙ୍କ ପତ୍ନୀ ମଧ୍ୟ ଭଲ ଭାବେ ଜାଣିଛନ୍ତି । 

 

ଦୃଷ୍ୟଟିରେ ଦେଖିବାକୁ ମିଳୁଛି ଅନୁଭବ ଙ୍କ ପାଇଁ ପତ୍ନୀ ଜଣଙ୍କ ବ୍ରତ ରଖିଥିବା ବେଳେ ପରବର୍ତ୍ତୀ ସମୟରେ ଅନୁଭବ ଜଣଙ୍କ ତାଙ୍କ ବ୍ରତ ଭଙ୍ଗିଛନ୍ତି ଏବଂ ତାଙ୍କ ସ୍ତ୍ରୀ ଙ୍କୁ ପାଣି ପିଆଇ ଦେଇଛନ୍ତି । କିନ୍ତୁ ଏହି ସବୁ ଘଟଣାକୁ ପସନ୍ଦ କରନ୍ତି ନାହିଁ ଅନୁଭବ କାରଣ ସେ ଜାଣିଛନ୍ତି ତାଙ୍କର ଏବଂ ତାଙ୍କ ପତ୍ନୀଙ୍କର କେବଳ contractual ବିବାହ ହୋଇଛି ଯାହା ସମ୍ପର୍କରେ ପତ୍ନୀ ମଧ୍ୟ ଆଗରୁ ଅବଗଗ ହୋଇ ନିଜର ଦସ୍ତଖତ କରିଛନ୍ତି । 

 

ତେବେ ସବୁ ଜାଣି ସାରିବା ପରେ ପତ୍ନୀ କାହିଁକି ହିନ୍ଦୁ ଧର୍ମ ରୀତିନୀତି ଅନୁଯାୟୀ ଅନୁଭବ ଙ୍କ ପାଇଁ ଏତେ ପୂଜାର୍ଚ୍ଚନା କରୁଛନ୍ତି ସେ ନେଇ ପ୍ରଶ୍ନ ଉଠୁଛି । ଏହା ଅନୁଭବ ଙ୍କ ବାସ୍ତବ ଜୀବନରେ ପ୍ରଶ୍ନ ଉଠୁନାହିଁ କାହିଁକି ନା ଏହା ଅନୁଭବ ଙ୍କ ରିଲ ଲାଇଫ ଦୁନିଆ ରୀୟଲ ଲାଇଫ ଦୁନିଆ ନୁହେଁ । ଏହା ଆଗାମୀ ଫିଲ୍ମ Love In London ଚଳଚ୍ଚିତ୍ର ର ଏକ ଅଂଶ ବିଶେଷ ଯାହାର ଭିଡିଓ କ୍ଲିପ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *