ନାଗ ସାପ ଓ ନେଉଳ ର ଭୟଙ୍କର ଲଢେଇ । ଦେଖିଲେ ଆପଣ ବି ଭୟଭୀତ ହୋଇଯିବେ । Watch Video…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋ-ସି-ଆ-ଲ ମି-ଡ଼ି-ଆରେ ଦେଖିବାକୁ ମିଳିଲା ସାପ ଓ ନେଉଳର ଏପରି ଏକ ଭିଡିଓ, ଆପଣମାନେ ବି ଦେଖିଲେ ଭ-ୟ-ଭୀ-ତ ହୋଇଯିବେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ video ଦେଖନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋ-ସି-ଆ-ଲ୍ ମି-ଡି-ଆ ରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଆମେ ମଧ୍ୟ ଆପଣଙ୍କୁ ଆଜି ସେହିପରି ଏକ ଖବର ସମ୍ପର୍କରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ଆ-ଶ୍ଚ-ର୍ଯ୍ୟ ହୋଇ ରହିଯିବେ। 

ଆପଣମାନେ ସୋ-ସି-ଆ-ଲ୍ ମି-ଡି-ଆରେ ଅନେକ ସମୟରେ ଅନେକ ଜୀବଜନ୍ତୁଙ୍କୁ ନେଇ ଅନେକ ଆ-ଶ୍ଚ-ର୍ଯ୍ୟ-କ-ର ଭିଡିଓ ସବୁ ଦେଖିବାକୁ ପାଇଥିବେ। ସେହି ସବୁ ଭିଡିଓ ମାନଙ୍କ ମଧ୍ୟରୁ କିଛି ଭିଡିଓ ଏପରି ବି ଥାଏ କି ଯାହାକୁ ଦେଖିଲେ ଆମ ମାନଙ୍କୁ ଭ-ୟ ମଧ୍ୟ ଲାଗିଥାଏ। ସେହିପରି ଏକ ଭିଡିଓ ଦେଖିବାକୁ ମିଳିଛି ସୋ-ସି-ଆ-ଲ୍ ସା-ଇ-ଟରେ। ଏଠାରେ ଏକ ବିରାଟ ବଡ କୋବ୍ରା ସାପ ଗୋଟିଏ ଘରର ଗୋଟିଏ କୋଣରେ ଉପରକୁ ଚଢିବାକୁ ଚେଷ୍ଟା କରୁଛି, ସେହି ସାପଟିର ଉଚ୍ଚତା ବହୁତ ବଡ, ହୁଏତ ଦୁଇଟି ମଣିଷଙ୍କର ଉଚ୍ଚତା ହେବ। 

ତେବେ ସାପଟି ଚଢିବାକୁ ଚେଷ୍ଟା କରୁଛି, ସାପଟି ଅଧାଅଧି ଉପରକୁ ମଧ୍ୟ ଚଢି ଯାଇଛି, ସେହି ସମୟରେ ଦୁଇଟି ନେଉଳ ସେଠାକୁ ଆସୁଛନ୍ତି। ସେହି ମଧ୍ୟରୁ ଗୋଟିଏ ନେଉଳ ବଡ ଏବଂ ଗୋଟିଏ ନେଉଳ ଛୋଟ,ହୁଏତ ସେମାନେ ମାଆ, ଛୁଆ। ଦୁଇଟି ନେଉଳ ସେଠାରେ ବୁଲୁଥିଲେ, ହଠାତ୍ ବଡ ନେଉଳଟି ର ନଜର ସାପଟି ଉପରେ ପଡେ। ଏହାପରେ ନେଉଳଟି ସାପଟିକୁ କ୍ଷ-ତ ପହଁଞ୍ଚାଇବାକୁ ଚେଷ୍ଟା କରେ, ଏହାପରେ ସାପଟି ମଧ୍ୟ ରା-ଗି-ଯା-ଏ ଏବଂ ନେଉଳଟି କୁ ଚୋ-ଟ ମାରେ। ସାପଟି ନେଉଳଟିକୁ ୩,୪ ଥର ଚୋଟ ମା-ରି-ଥି-ଲା, ହେଲେ ନେଉଳଟି ନିଜକୁ ବଞ୍ଚାଇ ଦେଇଥିଲା। ଏହାପରେ ସେଠାରୁ ଦୁଇଟି ନେଉଳ ଚାଲି ଯାଇଥିଲେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *