ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚୀନ ସେନାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଭାରତୀୟ ସେନା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଚୀନ ଓ ଭାରତ ମଧ୍ୟରେ ସମ୍ପର୍କ ନେଉଳ ଓ ସାପ ଭଳି।ସର୍ବଦା ଏହି ଦୁହିଁଙ୍କ ଭିତରେ ଶ-ତ୍ରୁ-ତା ,କଥା କଟା କଟି ଏବଂ ବାକ୍ ଯୁ-ଦ୍ଧ ଲାଗି ରହିଛି।କେବେ ଦୁହିଙ୍କ ଭିତରେ ଭଲ ସମ୍ପର୍କ ଥିବାର ଦେଖିବାକୁ ମିଳେ ନାହିଁ। ଚୀନ ଆମ ଭାରତ ର ପଡ଼ୋଶୀ ଦେଶ କିନ୍ତୁ ସମସ୍ତ କଥାରେ ସେ ଆମର ଶ-ତ୍ରୁ।ପୂର୍ବରୁ ସମ୍ପର୍କ ସମ୍ଭବତଃ ଭଲ ଥିଲା କିନ୍ତୁ ଚୀନ ଯେବେ ପାକିସ୍ତାନ କୁ ସପୋର୍ଟ କରିବା ସହ ଆମ ପଛରେ ପାକିସ୍ତାନ ସହ ମିଶି ଷଡ଼ଯନ୍ତ୍ର କରିବାକୁ ଆରମ୍ଭ କଲା ସେତେ ବେଳେ ଆମ ସରକାର ଭାରତ ରେ ବ୍ୟବହାର କରାଯାଉଥିବା ଉପଦ୍ରବ ଯାହା ଚୀନ ଠାରୁ ଆସୁଥିଲା ତାହା ଉପରେ ରୋକ ଲାଗିଲା ଯାହାଦ୍ଵାରା ଚୀନ କୁ ଅତି ମାତ୍ରାରେ କ୍ଷତି ସହିବାକୁ ପଡ଼ିଥିଲା।
ଚୀନ ରୁ ଅନେକ ଖେଳନା, ବସ୍ତୁ , ମସଲା ଆଦି ଭାରତକୁ ଆସୁଥିଲା ଏବଂ ଏହାର ବ୍ୟବହାର ଭାରତରେ ବହୁଳ ମାତ୍ରାରେ ବ୍ୟବହୃତ ହେଲା ଯାହାର ପ୍ରଚୁର ମାତ୍ରାରେ ଚୀନ ଲାଭ ଉଠାଇ ଚାଲିଥିଲା।ଏସବୁ ଜାଣିବା ପରେ ଏବଂ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ରେ ତିକ୍ତତା ଆସିବାପରେ ଭାରତ ସରକାର ଚୀନ ରୁ ଆସୁଥିବା ସମସ୍ତ ବସ୍ତୁ ଉପରେ ବ୍ୟାନ ଲଗାଇଲା ଏବେଠୁ ଚୀନ ର ଭାରତ ଉପରେ କ୍ରୋଧ ର ପରିମାଣ ବଢ଼ିବାକୁ ଲାଗିଲା କାରଣ ଚୀନ ରେ ପ୍ରସ୍ତୁତ ହେଉଥିବା ସମୟ ପଦାର୍ଥ ର ୭୦ ରୁ ୮୦ ପ୍ରତିଶତ ବ୍ୟବହାର ଭାରତରେ ହେଉଥିଲା ।ଯେବେ ଭାରତ ସରକାର ଚୀନ ର ପଦାର୍ଥ ଉପରେ ରୋକ୍ ଲଗାଇଲା ସେବେଠାରୁ ସେ ଭାରତ ପଛରେ ଲାଗିରହିଛି ।
ଚୀନ ଆମର ପଡ଼ୋଶୀ ଦେଶ ହୋଇଥିବାରୁ ଆମ ସୀମା କୁ ଲାଗିରହିଛି ଚୀନ ଦେଶର ସୀମା ,ତେଣୁ ସେ ଅନେକ ସମୟ ସେମାନଙ୍କ ସେନାକୁ ଭାରତୀୟ ସେନାଙ୍କ ଉପରେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେବା ସହ ଅନେକ ସମୟ ରେ ସୀମାରେଖା ପରିହୋଇ ଆସିବାକୁ ଅନୁମତି ମଧ୍ୟ ଦେଇଥାଏ ଯାହାଦ୍ଵାରା ଅନେକ ସମୟ ରେ ସେମାନେ ବୋର୍ଡର ପରି ହୋଇ ଆସିବା ଏବଂ ସେନା ଉପରେ ଗୁ-ଳି ଚଳାଇବା ମଧ୍ୟ ଦେଖିବାକୁ ମିଳିଥାଏ।ଏବେ ଶୁଣିବାକୁ ମିଳୁଛି ଯେ ଚୀନ ସେନା ଭାରତ ସୀମାରେଖା କୁ ପରି କରି ଆସିଛି ଯେଉଁଠି ଭାରତୀୟ ସେନା ସେମାନଙ୍କୁ ଆସିବାରୁ ଅଟକାଇଛି।
ଏହା ଏବେ ବହୁତ୍ ବଡ଼ ସମସ୍ୟା ହୋଇଛି କାରଣ ଭାରତର ପଡ଼ୋଶୀ ଦେଶ ଭାବରେ ଚୀନ ଏବଂ ପାକିସ୍ତାନ ଭାରତୀୟ ସୀମାରେଖା କୁ ଅନେକ ଥର ପାରିକରି ଭିତରକୁ ଆସୁଛନ୍ତି ଏବଂ ଆମ ସେନା ମାନଙ୍କ ଉପରେ ଆ-କ୍ର-ମ-ଣ କରୁଛନ୍ତି।ଶୁଣିବାକୁ ମିଳୁଛି ଯେ ଗତ ୯ ତାରିଖ ରେ ଅରୁଣାଚଳ ପ୍ରଦେଶ ସୀମା ଡେଇଁ ଚୀନ ସେନା ଭାରତ ମଧ୍ୟକୁ ପ୍ରବେଶ କରିଥିଲେ ।ଏହା ଜାଣିପାରି ଭାରତୀୟ ସେନା ସେମାନଙ୍କୁ ଅଟକାଇବାରେ ସମର୍ଥ ହେବା ସହ ଠିକ୍ ସମୟରେ ସେମାନଙ୍କ ଉଦ୍ୟମକୁ ଫଣ୍ଡ କରିଦେଇଛି।ଏହାର ସତ୍ୟତା ସଠିକ୍ ଭାବରେ ସେନା ତରଫରୁ ଆସିନାହିଁ କିନ୍ତୁ ଦେଖିବାକୁ ମିଳୁଛି ଯେ ଭାରତୀୟ ସେନା ଚୀନ ସେନାଙ୍କୁ ନିସ୍ତୁକ ଭାବରେ ମାଡ଼ ମାରି ଚାଲିଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।