1000 ଟଙ୍କା ଶସ୍ତା ହେଲା ଗ୍ୟାସ ସିଲିଣ୍ଡର | ଜାଣନ୍ତୁ ଏବେ କେତେ ଟଙ୍କାରେ ପାଇବେ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୧୦୦୦ ଟଙ୍କା ଶସ୍ତା ହେଲା ଗ୍ୟାସ୍ ସିଲିଣ୍ଡର୍,ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁଗଣ ଆଜି କାଲି ସରକାର ଲୋକ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।ସେଗୁଡିକ ମଧ୍ୟରୁ ଏଲପିିଜି ଗ୍ୟାସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି।ଯାହା ଫଳରେ ଲୋକମାନେ ବିଭିନ୍ନ ସୁବିଧାରେ ରୋସେଇ କରିପାରିବେ।ମାତ୍ର କିଛିଦିନ ପୂର୍ବରୁ ଗ୍ୟାସ ଦର ହୁ ହୁ ହେଇ ବଢ଼ି ଚାଲିଥିଲା।ଏବେ ଗ୍ୟାସ ଉପୋଭୋକ୍ତା ମାନଙ୍କ ପାଇଁ ଏକ ଖୁସି ଖବର ଆସି ପହଞ୍ଚିଛି।ଗ୍ୟାସ ସିଲିଣ୍ଡର ବୁକିଂ କରିବାର ଅଛି କି ଯଦି ଅଛି ତାହେଲେ ଆପଣ ୧୦୦୦ଟଙ୍କା ଶସ୍ତାରେ ଏଲପିିଜି ସିଲିଣ୍ଡର ପାଇପାରିବେ। 

 

ଆପଣ ଘରେ ବସି ମଧ୍ୟ ଏହାକୁ ବୁକିଂ କରିପାରିବେ। ଏ ବିଷୟରେ ତୈଳ କମ୍ପାନୀ ମାନେ ସୂଚନା ଦେଇଛନ୍ତି। ଆପଣ ସରକାରୀ ତୈଳ କମ୍ପାନୀର କଷ୍ଟମର କେୟାର ନମ୍ବରରେ କଲ କରି ଆପଣ ଗ୍ୟାସ ବୁକିଂ କରିପାରିବେ। ଏହି ବିଷୟରେ କମ୍ପାନୀ ସୂଚନା ପ୍ରଦାନ କରିଛି।ଏହା ବ୍ୟତୀତ ଅନଲାଇନରେ ମଧ୍ୟ ଗ୍ୟାସ ବୁକିଂ କରିପାରିବେ। ଆପଣ ପେଟିଏମ୍ ସାହାଯ୍ୟରେ ବୁକିଂ କରି ୧୦୦% କ୍ୟାସବେକ୍ ପାଇପାରିବେ।ଏଥି ସହିତ ଆପୋଣ ପେଟିଏମ୍ ର ୪ଟି ଅଫରର ଲାଭ ଉଠାଇ ପାରିବେ ଏବଂ ୫ ରୁ ୧୦୦୦ ପର୍ଯ୍ୟନ୍ତ କ୍ୟାସବେକ ପାଇପାରିବେ।

 

ଏଥିପାଇଁ ଆପଣ ପ୍ରମୋକୋଡ GAS1000 ବ୍ୟବହାର କରିପାରିବେ।ଏଥିରେ ଗ୍ରାହକ ମାନେ ସର୍ବ ନିମ୍ନ ୫ ଏବଂ ସର୍ବାଧିକ ୧୦୦୦ ଟଙ୍କା ପାଇପାରିବେ। ଏଣୁ ଆପଣମାନେ ଏହି ସୁଯୋଗର ହାତ ଛଡା କରନ୍ତୁ ନାହିଁ। ଆପଣ ମଧ୍ୟ ଏହି ସୁଯୋଗର ଫାଇଦା ଉଠାନ୍ତୁ ଓ ଟଙ୍କା ରିହାତି ପାଆନ୍ତୁ।ସରକାର ଲୋକମାନଙ୍କ ସୁବିଧା ପାଇଁ ଏହି ସବୁ କାର୍ଯ୍ୟ ମାନ କରୁଛନ୍ତି।ତେଣୁ ଆପଣମାନେ ଏହାକୁ ହାତ ଛଡା ନକରି ସୁଜଗ ର ଫାଇଦା ଉଠାନ୍ତୁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *