ନୂଆ ବର୍ଷରେ ଏହି 5 ଟି ରାଶିରେ ଧନର ବର୍ଷା ଦେଖନ୍ତୁ କେଉଁ କେଉଁ ରାଶି…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ  ଚ୍ୟାନେଲ ରେ ସ୍ବାଗତ । ଜ୍ୟୋତିଷ ଶାସ୍ତ୍ରର ଅନୁଯାୟୀ ନୂତନ ବର୍ଷର ଆରମ୍ଭ 5 ଟି ରାଶି ମାନଙ୍କ ଭାଗ୍ୟରେ ଆଣିବାକୁ ଯାଉଛି ବଡ ପରିବର୍ତ୍ତନ । ଆସନ୍ତୁ ଜାଣିବା ସେହି ଭାଗ୍ୟବାନ ରାଶି ମାନେ କିଏ କିଏ ଏବଂ କେମିତି କଟିବ ୧୦୨୩ ରେ ପୁରା ବର୍ଷ । 

 

ବୃଷ ରାଶି – ଏହି ନୂଆ ବର୍ଷରେ କୌଣସି ଜରୁରୀ କାଳୀନ କାର୍ଯ୍ୟର ଶୁଭାରମ୍ଭ କରି ପାରିବେ। ଆଗାମୀ ଦିନରେ ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଅନେକ ଦିନର ଅପେକ୍ଷା ପରେ ଆପଣ ଚାକିରୀ କ୍ଷେତ୍ରରେ ମଧ୍ୟ ଲାଭ ପାଇବେ। ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଆପଣ ଶୁଭ ଖବର ପାଇବେ । ଘରେ ପରିବାର ରେ ଖୁସିର ବାତାବରଣ ଦେଖାଦେବ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବାକୁ ଯାଉଛି ଏହି ବର୍ଷ ଏହା ଆପଣଙ୍କୁ ନେଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି । 

 

ମିଥୁନ ରାଶି – ବିବାହିତ ମାନେ ବର୍ଷର ପ୍ରଥମେ ପ୍ରଥମେ ଶୁଭ ଖବର ପାଇବେ ଅର୍ଥାତ୍ ସନ୍ତାନ ସୁଖ ପାଇ ପାରିବେ । ଅନେକ ଚେଷ୍ଟା କରିଥିବା ମାର୍ଗରେ ନିହାତି ଭାବେ ସଫଳତା ପାଇ ପାରିବେ ଆପଣ । ବ୍ୟବସାୟୀ ମାନେ ଲାଭ ପାଇବା ସହ ନିଜର ବ୍ୟବସାୟର ବିସ୍ତାର ବଢ଼ାଇବା ପାଇଁ ଯୋଜନା କରିବେ ଏବଂ ଏହି କ୍ଷେତ୍ରରେ ସାହାର୍ଯ୍ୟର ହାତ ବଢାଇବେ ସାଙ୍ଗ ମାନେ । ଧାର କରଜ କରିଥିବା ସମସ୍ତ ଟଙ୍କାରୁ ମୁକ୍ତି ପାଇଯିବେ । ଘରେ ଆପଣଙ୍କୁ ଖୁବ୍ ସମ୍ମାନ କରିବା ସହ ଆପଣଙ୍କ କାମକୁ ମଧ୍ୟ ସମ୍ମାନ ଦେବେ । ୨୦୨୩ ମୋଟାମୋଟି ଭାବେ ଆପଣଙ୍କର ଭଲଭାବେ କଟିବାକୁ ଯାଉଛି । 

 

ତୁଳା ରାଶି – ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପ୍ରମୋସନ ମିଳିବ । ଆପଣ ଯଦି ବାହା ହୋଇ ନାହାନ୍ତି ତେବେ ଏହି ବର୍ଷ ଆପଣଙ୍କ ପାଇଁ ପାତ୍ର ନିର୍ବାଚନ ହେବାପାଇଁ ଉଚିତ୍ ସମୟ ଅଟେ । ଆପଣଙ୍କ ପକ୍ଷରୁ ଏବଂ ଆପଣଙ୍କ ପରିବାର ଲୋକଙ୍କ ପକ୍ଷରୁ ଏହି ସମସ୍ୟା ପାଇଁ ଯଥେଷ୍ଟ ଚିନ୍ତା ରହିବ। ପ୍ରେମ ବିବାହ ମଧ୍ୟ ଆପଣ କରିପାରନ୍ତି । ଅନେକ ଦିନର ପବିତ୍ର ସମ୍ପର୍କ ଆପଣଙ୍କର ବିବାହର ରୂପ ନେଇପାରେ । ସମାଜରେ ଆପଣ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଶୋଭା ପାଇବେ । ଗୃହପାଳିତ ପଶୁ ମାନଙ୍କ ଯତ୍ନ ନିଅନ୍ତୁ ଆଗାମୀ ବର୍ଷ ଖୁବ୍ ଭଲରେ କଟିବ । 

 

କୁମ୍ଭ ରାଶି – ଆପଣ ସରକାରୀ ସ୍ତରରୁ ଲାଭ ପାଇବେ। ଆପଣଙ୍କ ଶତ୍ରୁ ମାନେ ଆପଣଙ୍କ ଠାରୁ ଦୂରେଇ ଯିବେ ଏଥିରେ ସନ୍ଦେହ ନାହିଁ । ଆଗାମୀ ସମୟରେ ଆପଣ ଗୃହ କିମ୍ବା ଭୂମି କ୍ରୟ ପାଇଁ ଆଗକୁ ବଢି ପାରନ୍ତି । ଶୁଭ ସମୟ ଆପଣଙ୍କ ବର୍ଷ ଆରମ୍ଭରୁ ହିଁ ସୃଷ୍ଟି ହୋଇଯିବ ତେଣୁକରି ଆପଣ ଆପଣଙ୍କ ସମସ୍ତ ପ୍ରକାର ଦୁଃଖକୁ ଭୁଲି ଆଗାମୀ ଜୀବନ ପାଇଁ ପ୍ରସ୍ତୁତି କରନ୍ତୁ ।

Leave a Reply

Your email address will not be published. Required fields are marked *