ଚଉଠି ରାତିରେ ସ୍ତ୍ରୀ କରିଲା ଏମିତି ସ୍ୱାମୀ ସହ । ପୁଅ କହିଲା ବହୁତ ବଡ଼ ଭୁଲ ହେଇଗଲା ବହାହେଇ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାହା ହେବା ପାଇଁ ବିକଳ ହେଉଥିଲେ ଯୁବକ, ବାହାଘର ପରେ ସ୍ତ୍ରୀ ଯାହା କରିଲା, ଯୁବକ କହିଲେ ବାହା ହୋଇ ଫ-ସି-ଗ-ଲି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିର ସମାଜ ଆଗର ଦୁନିଆରୁ ବହୁତ ଆଗକୁ ଯାଇସାରିଲାଣି, ଆଜିର ଦୁନିଆର ଲୋକମାନେ ଏତେ ଆଗକୁ ଗଲେଣି ଯେ ସେମାନେ ଆଉ ପଛକୁ ଘୂରି ଚାହିଁବାକୁ ମଧ୍ୟ ଇଚ୍ଛା କରୁ ନାହାଁନ୍ତି। ଲୋକମାନେ ଆର୍ଥିକ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ଆଉ ସବୁ କାର୍ଯ୍ୟରେ ଆଗକୁ ଯାଇ ସାରିଲେଣି। ହେଲେ ଆଜିର ଏହି ଦୁନିଆରେ ଏପରୀ କିଛି କିଛି ଆ-ଶ୍ଚ-ର୍ଯ୍ୟ-ଜ-ନ-କ ଖବର ଶୁଣିବାକୁ ମିଳୁଛି ଯାହାକି ଆଶ୍ଚର୍ଯ୍ୟ ହେବା ସହ ବହୁତ ଲ-ଜ୍ଜା-ଜ-ନ-କ ମଧ୍ୟ ଅଟେ। ସେହି ସବୁ ଖବର ସମ୍ପର୍କରେ ଶୁଣିବା ପରେ ଜଣା ପଡି ଯାଉଛି କି ଲୋକମାନେ ସିନା ଆଗକୁ ବଢି ଯାଇଛନ୍ତି।ହେଲେ ସେମାନଙ୍କର ଚିନ୍ତାଧାରା ପୁରୁଣା ଯୁଗ ଠାରୁ ମଧ୍ୟ ବହୁତ ତଳକୁ ଖସି ଯାଇଛି। ଆଜିର ଦୁନିଆର ଲୋକମାନେ କେବଳ ନିଜର ସ୍ୱା-ର୍ଥକୁ ହିଁ ଦେଖି ଥାଆନ୍ତି, ଯେଉଁ କାର୍ଯ୍ୟ ଦ୍ୱାରା ସେମାନଙ୍କର ଲାଭ ହେଉଥିବ ସେମାନେ ସେହି କାର୍ଯ୍ୟ ହିଁ କରିଥାଆନ୍ତି। ତେବେ ଅନେକ ସମୟରେ ଆପଣ ମାନେ ଅନେକ ପ୍ରକାରର ଆ-ଶ୍ଚ-ର୍ଯ୍ୟ-ଜ-ନ-କ ଖବର ସବୁ ଶୁଣିବାକୁ ପାଇଥିବେ। 

 

ହେଲେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଖବର ସମ୍ପର୍କରେ କହିବୁ ତାହାକୁ ଶୁଣିଲେ ହୁଏତ ଆପଣ ହଠାତ୍ ବିଶ୍ୱାସ କରି ପାରିବେ ନାହିଁ। ତେବେ ବାହା ହେବା ଘର ସଂସାର କରିବା, ସବୁ ଲୋକଙ୍କର ଏକ ଆଶା ତଥା ଇଚ୍ଛା ମଧ୍ୟ ଥାଏ। ବାହାଘରକୁ ଆମ ସମାଜରେ ଏକ ପବିତ୍ର କାର୍ଯ୍ୟ ବୋଲି ମନା ଯାଇଥାଏ। ଏହି କାର୍ଯ୍ୟରେ କେବଳ ଦୁଇଟି ମଣିଷ ଏକାଠି ହୋଇ ନ ଥାଆନ୍ତି ବରଂ ଦୁଇଟି ପରିବାର ମଧ୍ୟ ଏକାଠି ହୋଇ ଥାଆନ୍ତି। ହେଲେ ଏବେ ଏକ ଖବର ଶୁଣିବାକୁ ମିଳିଛି, ଯେଉଁଥିରେ କି ବାହା ହେବା ପାଇଁ ବି-କ-ଳ ହୋଇ ଫ-ସି-ଗ-ଲେ ଯୁବକ।ଚଉଠି ରାତିରେ ଘରେ କଳାକନା ବୁଲାଇ ଫେ-ରା-ର ହୋଇଗଲା ନବବିବାହିତା ସ୍ତ୍ରୀ। ଏହିଭଳି ଏକ ଚା-ଞ୍ଚ-ଲ୍ୟ-କ-ର ଘଟଣା ଉତ୍ତରପ୍ରଦେଶର ଅତ୍ରୋଲି ଅଞ୍ଚଳରେ ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। 

 

ସବୁଠାରୁ ବଡ଼ କଥା ହେଉଛି ଗତ ୫ ମାସ ଭିତରେ ଉକ୍ତ ଅଞ୍ଚଳରେ ଏହା ଦ୍ଵିତୀୟ ଘଟଣା ଘଟିଥିଲେ ହେଁ ଆରକ୍ଷୀ ଅଧିକାରୀ ଲୁ-ଟେ-ରା ଯୁବତୀଙ୍କର କୌଣସି ସୁରାକ ପାଇ ପାରିନାହିଁ। ମିଳିଥିବା ସୂଚନା ଅନୁଯାଇ ଉତ୍ତରପ୍ରଦେଶର ଅତ୍ରୋଲି ଅଞ୍ଚଳର ଏହି ଯୁବକ ଜଣକଙ୍କର ବୟସ ପ୍ରାୟ ୩୦ ବର୍ଷ ହୋଇ ଯାଇଥିଲେ ହେଁ ତାଙ୍କର ବିବାହ ହୋଇପାରି ନଥିଲା। ଏହାରି ଭିତରେ ଜଣେ ସାଙ୍ଗ ତାଙ୍କର ବିବାହ ଦିଲ୍ଲୀରେ କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ବିବାହ କରିବାକୁ ହେଲେ ତାଙ୍କୁ ବିବାହର ସମସ୍ତ ଖର୍ଚ୍ଚ ସହିତ କନ୍ୟା ପକ୍ଷଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି ସର୍ତ୍ତ ରଖିଥିଲେ। ଯୁବକ ଜଣକ ଏହି ସର୍ତ୍ତରେ ରାଜି ହେବା ସହ କନ୍ୟାକୁ ଦେଖିବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ।

 

ସେଠାରେ ପ୍ରଥମ ଦେଖାରେ ଝିଅ ପସନ୍ଦ ହେବାପରେ କନ୍ୟା ପକ୍ଷଙ୍କୁ ତୁରନ୍ତ ଅଢ଼େଇ ଲକ୍ଷ ଟଙ୍କା ନଗଦ ଦେଇଥିଲେ ଏହି ଯୁବକ। ପୂର୍ବରୁ ହୋଇଥିବା କଥା ଅନୁଯାଇ ଉଭୟଙ୍କର ଦିଲ୍ଲୀଠାରେ ହିଁ କୋ-ର୍ଟ ମ୍ୟାରେଜ୍ ସମ୍ପନ୍ନ ହୋଇଥିଲା। ଶାଶୂ ଘରକୁ ଆସିବା ସମୟରେ ଝିଅଟି ପେଟ ଯ-ନ୍ତ୍ର-ଣା ହେଉଥିବା କହି ଘର ଭିତରେ ବିଶ୍ରାମ ନେଇଥିଲା। ଚଉଠି ରାତି ଦିନ ବରକୁ କନ୍ୟା କୌଣସି ନି-ଶା ଦ୍ରବ୍ୟ ମିଶା ଯାଇଥିବା କ୍ଷୀର ପିଇବାକୁ ଦେଇଥିଲା। ବର ସେହିଠାରେ ବେ-ହୋ-ସ ହୋଇଯିବା ପରେ କନ୍ୟା ସବୁ ଟଙ୍କା ଏବଂ ସୁନାଗହଣା ସହିତ ଫେ-ରା-ର ହୋଇଯାଇଥିଲା। ବରପକ୍ଷରୁ ଏଥିନେଇ ଥା-ନାରେ ଏତଲା ଦିଆଯାଇଥିବା ବେଳେ ଆରକ୍ଷୀ ଅଧିକାରୀ ଏକ ମା-ମ-ଲା ରୁଜୁ କରି ତ-ଦ-ନ୍ତ ଜାରି ରଖିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *