ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦିଅର ସହ ରାତିରେ ସବୁ କରିଦେଲେ ଏହି ହିରୋଇନ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ବିବାହ ଏବେ ଏମିତି ଏକ ଟ୍ରେଣ୍ଡ ହେବାରେ ଲାଗିଛି ଯେଉଁଠି ଉଭୟେ ଖର୍ଚ୍ଚ କରିବା ପାଇଁ ପଛ ଘୁଂଚା ମଧ୍ୟ ଦେଉନାହାନ୍ତି।ସମସ୍ତେ ନିଜ ବାହାଘରକୁ ସ୍ମରଣୀୟ କରିବାକୁ ଚାହୁଁଥାନ୍ତି ଏବଂ ସେଥିପାଇଁ ଅନେକ ପ୍ରକାର ର ଆୟୋଜନ ମଧ୍ୟ କରୁଛନ୍ତି। ପ୍ରେମ ଏବେ ଏମିତି ଜୋର ଧରିଛି କିଏ ନିଜ ଫ୍ରେଣ୍ଡ୍ ଙ୍କୁ ନିଜ ଜୀବନ ସାଥୀ କରୁଥିବା ବେଳେ ଆଉ କିଏ ସେଥିରେ କିମ୍ବା ସାଇଡ ରେ ଅଭିନୟ କରୁଥିବା ଲୋକଙ୍କ ସହ ପ୍ରେମ ହୋଇଯାଉଛି ଏବଂ ତାହା ପରେ ବିବାହର ପରିଣତ ହୋଇଯାଉଛି।
ଶୁଣିବାକୁ ମିଳୁଛି ଯେ ଆପଣଙ୍କର ପ୍ରିୟ ସିରିଆଲ” ସାଥ ନିଭାୟା ସାଥିୟା” ରେ ଅଭିନେତ୍ରୀ ଭାବରେ ଅଭିନୟ କରିଥିବା ଗୋପୀ ବୋହୁ ଓରଫ ଦେବେଲିନା ଭଟ୍ଟାଚାର୍ଯ୍ୟ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତାହା ପୁଣି ତାଙ୍କ ସହ ସିରିଆଲ୍ ରେ ତାଙ୍କ ଦିଅର ଭୂମିକାରେ ଅଭିନୟ କରୁଥିବା ବିଶାଲ ସିଂଙ୍କ ସହ ।ଏବେ ଭାଇରାଲ ହେବାରେ ଲାଗିଛି ହଳଦୀ ଏବଂ ମେହେନ୍ଦି ସମୟର ଭିଡ଼ିଓ ଯେଉଁଠି ଦୁହେଁ ପରସ୍ପର ହାତ ଧରି ନାଚୁଥିବାର ଦେଖିବାକୁ ମିଳୁଛି।
ନାଲି ଶଙ୍ଖା,ହାତରେ ମେହେନ୍ଦି ଏବଂ ନାଲି ଲେହେଙ୍ଗା ରେ ସଜେଇହୋଇଛନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ଗୋପୀ ବୋହୁ।ସେ ତାଙ୍କର ଅନ୍ ସ୍କ୍ରିନ ଦିଅରଙ୍କ ସହ ବିବାହ ବନ୍ଧନରେ ଖୁବ୍ ଶୀଘ୍ର ବାନ୍ଧି ହେବାକୁ ଯାଉଛନ୍ତି, ଏହା ସେମାନଙ୍କ ଫାନ ଙ୍କ ପାଇଁ ବହୁତ ଖୁସି ଖବର କାରଣ ତାଙ୍କର ଅଭିନେତ୍ରୀ ଏବେ ସତ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି।ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସ ମାନଙ୍କୁ ଝଟକା ଲାଗିଛି । ତାଙ୍କ ଫ୍ୟାନ୍ସ ମାନେ କନପଫିଉଜ ହୋଇଯାଇଛନ୍ତି ।
ଏହା ସତ ସତିକା ବାହାଘର ନାଁ ଏହା କୈଣସି ମଜା ଜାଣି ପାରୁ ନାହାଁନ୍ତି । ଲୋକମାନେ ଏହାକୁ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। ମୁହଁରେ ହଳଦୀ ,ହାତରେ ମେହେନ୍ଦି ରେ ଦୁଇ ଯୋଡ଼ି ବହୁତ ଖୁସି ନଜର ଆସୁଥିବା ର ଦେଖିବାକୁ ମିଳୁଛି।ଶୁଣିବାକୁ ମିଳୁଥିଲା ଯେ ଦେବେଲିନା ଙ୍କ ନାମରେ କିଛି ଦିନ ଆଗରୁ ଗୁଜବ ଉଠିଥିଲା ଯେ ସେ ବିବାହ କରିସାରିଛନ୍ତି,ଏବଂ ପରେ ଏହା ଶୁଣିବାକୁ ମିଳିଥିଲା ଯେ ସେ ତାଙ୍କର ବହୁ ସମୟ ଧରି ଥିବା ବୟ ଫ୍ରେଣ୍ଡ୍ ବିଶାଲ ସିଂଙ୍କ ଙ୍କୁ ବାହା ହୋଇଯାଇଛନ୍ତି କିନ୍ତୁ ତାହା ଏବେ ମିଛ ବୋଲି ଏବେ ଦୁହେଁ ତାହାକୁ ପ୍ରମାଣିତ କରିଦେଇଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।