ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ରା-ଲ ହେଲା ଭିଡ଼ିଓ । ମା-ର-ପି-ଟ ବେଳେ ଖସି ଗଲା ଗାମୁଛା । ହେଲେ ଅଟକିଲାନି ଗ-ଣ୍ଡ-ଗୋ-ଳ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ପ୍ରାୟତଃ ଜାଣିଥିବେ ଯେ ଗତ ବର୍ଷ ପାଖରୁ ବିଶ୍ବବ୍ୟାପୀ ମ-ହା-ମା-ରୀ ପରିସ୍ଥିତି ଦେଖାଯାଇଛି ।ସେହି ମ-ହା-ମା-ରୀ ର ନାମ ହେଉଛି କରୋନା । ଯାହାକି ସାରା ବିଶ୍ୱରେ ଭ-ୟର ଆ-ତ-ଙ୍କ ମେଲାଇ ରଖିଛି । ଏହି ମହାମାରୀ ପ୍ରଥମେ ଚୀନ ସହରରୁ ଆରମ୍ଭ ହୋଇଥିଲା । ଏବେ ସାରା ଦେଶ ଓ ରାଜ୍ୟ ଏହି କରୋନା ମ-ହା-ମା-ରୀ ନିଜର କାୟା ବିସ୍ତାର କରି ଚାଲିଛି । ଦଇବ ଦାଉ ସାଧିଲା ଭଳି ମଣିଷ ଜୀବନ ପରିସ୍ଥିତି ଅସମ୍ଭାଳ ହୋଇଯାଇଛି । ଏହି ମ-ହା-ମା-ରୀ ମଣିଷ ଜୀବନକୁ ହା ହା କାର ମୟ କରିଦେଇଛି।ବହୁ ଜନ ଜୀବନକୁ ନ-ଷ୍ଟ କରିସାରିଲାଣି । ଏହି ମ-ହା-ମା-ରୀ ରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞ ମାନେ ବହୁ ସଚେତନତା ଅବଲମ୍ବନ କରୁଛନ୍ତି।
ତେବେ ବର୍ତ୍ତମାନ ଦେଶର ପରିସ୍ଥିତି ଯାହା ମଣିଷ ନିଜେ ନିଜକୁ ସଚେତନ କରିବା ଉଚିତ । ସାରା ବିଶ୍ବ ରେ ମ-ହା-ମା-ରୀ କରୋନା ର ଦ୍ୱିତୀୟ ପର୍ଯ୍ୟାୟ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ତେଣୁ ଅନେକ ଲୋକ ନିଜ ଲୋକ ଙ୍କୁ ହରାଇ ସାରିଛନ୍ତି ଏହି ମହାମାରୀ ରେ । ସୋ-ସି-ଆ-ଲ ମି-ଡ଼ି-ଆ ରେ ପ୍ରତ୍ୟେକ ଦିନ ଅନେକ ଖବର ଆସି ଥାଏ । ପ୍ରତ୍ୟେକ ଦିନ ଭଳି କି ଭଳି ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳି ଥାଏ । ଏହା ଦେଖିବାକୁ ଜେତିକ କୌତିକିଆ ସେତିକ ଆ-ଶ୍ଚ-ର୍ଯ୍ୟ କର ମଧ୍ୟ । ଆପଣ ମାନେ ସୋ-ସି-ଆ-ଲ ମି-ଡ଼ି-ଆ ସହିତ ଜଡ଼ିତ ଥିବେ ।
ପ୍ରତ୍ୟେକ ଦିନ ଅନେକ ଘଟଣା ଶୁଣୁଥିବେ ବା ପଢୁଥିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଉ ଥିବ । ଏହି ସୋ-ସି-ଆ-ଲ ମି-ଡ଼ି-ଆ ଜନିତ ଅନେକ ବିଚିତ୍ର ଜିନିଷ ଦେଖିବାକୁ ମିଳି ଥାଏ । ଏହି କରନା ସମୟ ରେ ଏହି ପରି ଏକ ଭିଡ଼ିଓ ଦେଖିବାକୁ ମିଳିଛି ସୋ-ସି-ଆ-ଲ ମି-ଡ଼ି-ଆରେ ଯାହା ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି । ଦୁଇ ପୋଡ଼ଶି ଙ୍କ ଭିତରେ କୌଣସି କାରଣରୁ ବିବାଦ ଉପୁଜି ଥିଲା । ଯାହା ପରବର୍ତ୍ତୀ ସମୟରେ ମା-ଡ଼ ଗୋଳ ରେ ପରିଣତ ହୋଇ ଥିଲା । ସାମାନ୍ୟ କଥା କୁ କେନ୍ଦ୍ର କରି ଦୁଇ ପରିବାର ଭିତରେ ହୋଇ ଥିଲା ଯୁ-ଧ୍ୟ ।
ଖୋର୍ଦ୍ଧା ଜିଲ୍ଲା ଜଟଣୀ ଧର୍ମ ସାଗର ଅଞ୍ଚଳ ରୁ ଭା-ଇ-ରା-ଲ ହୋଇ ଥିଲା ହେଇ ଭିଡ଼ିଓ । ଛୋଟ ପିଲା ଉପସ୍ଥିତ ଥିଲେ ମଧ୍ୟ ଏହି ଗ-ଣ୍ଡ-ଗୋ-ଳ ରେ କେହି କାହାରି କୁ ଛାଡ଼ି ନ ଥିଲେ । ଏପରିକି ଜଣଙ୍କର ଗାମୁଛା ଖୋଲି ଯିବା ପରେ ମଧ୍ୟ ମା-ଡ଼-ଗୋ-ଳ ଜାରି ରଖି ଥିଲେ । କରନା ସମୟ ରେ ଲୋକ ମାନେ ତ୍ରାହି ତ୍ରାହି ଡାକୁଥିବା ବେଳେ ଏହି ପରିବାର ଲୋକ ଏପରି କା-ଣ୍ଡ ଘଟାଇ ଥିଲେ । ସାମାନ୍ୟ କଥା କୁ ନେଇ ଏତେ ଉ-ତ୍ତ୍ୟ-କ୍ତ ହୋଇ ଯାଇ ଥିଲେ ଜେ ନିଜର ଗାମୁଛା ଖସି ଯିବା କଥା ମଧ୍ୟ ଜାଣି ପାରି ନ ଥିଲେ । ଏହି ଭିଡ଼ିଓ ସୋ-ସି-ଆ-ଲ ମି-ଡି-ଆରେ ବର୍ତ୍ତମାନ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।