ଦୀର୍ଘ ୧୫ ବର୍ଷ ପରେ ଶନିଦୋଷ ରୁ ମୁକ୍ତି ପାଇବେ ଏହି ୫ ଟି ଭାଗ୍ୟଶାଳୀ ରାଶି ଦେଖନ୍ତୁ କେଉଁ କେଉଁ ରାଶି…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଗ୍ରହ ନକ୍ଷତ୍ରର ଗତିବିଧି ରେ ଯେତେେଳେ ପରିବର୍ତ୍ତନ ଦେଖାଯାଏ ସେତେବେଳେ ସିଧା ସଳଖ ପ୍ରଭାବ ଆମ ରାଶି ମାନଙ୍କ ଉପରେ ପଡ଼ିଥାଏ । ତେବେ ନିର୍ଭର କରେ କେଉଁ ରାଶି କେଉଁ କେଉଁ ଫଳ ଦେବେ ତାହା ନକ୍ଷତ୍ର ମାନଙ୍କ ଶତ୍ରୁ ମିତ୍ର ରାଶି ମାନଙ୍କ ପାଖରୁ । ଆଗାମୀ ଦିନରେ ଶନିଦେବ ଙ୍କ କୃପାରୁ ସମସ୍ତ ଦୋଷରୁ ମୁକ୍ତି ପାଇବେ ୫ ଟି ଭାଗ୍ୟବାନ ରାଶି । ତେବେ ଆସନ୍ତୁ ଜାଣିବା ଭାଗ୍ୟବାନ ରାଶି ମାନେ କିଏ କିଏ । 

 

ମେଷ ରାଶି – ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ମିଳିବ । ନୂଆ ବର୍ଷରୁ ଅପହଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହେବା ଲକ୍ଷ୍ କରିପାରିବେ ଆପଣ । ନୂତନ ନୂତନ ବନ୍ଧୁ ମାନଙ୍କ ବିଶ୍ୱାସ ଆପଣ ଜିତି ପାରିବେ। ଆଗାମୀ ଦିନରେ ଆପଣ ବିଶେଷ ଭାବେ କୌଣସି କ୍ଷେତ୍ରରୁ ଲାଭ ପାଇବେ । ପରିବାର ଲୋକଙ୍କ ସହ ସମୟ ଭଲରେ କଟିବ । 

 

ସିଂହ ରାଶି – ଆପଣଙ୍କ ଜୀବନରୁ ସମସ୍ତ ପ୍ରକାର ମାନସିକ ଦୁଶ୍ଚିନ୍ତା ଏବଂ ମାନସିକ ଅଶାନ୍ତି ଦୂରେଇ ଯିବ । ଆପଣ ନୂତନ ଭାବେ କିଛି ବଡ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିବେ। ଯଦି ଆପଣ ବିବାହିତ ତେବେ ଏହି କାର୍ଯ୍ୟ ସମ୍ପନ୍ନ କରିବାପାଇଁ ଜୀବନସାଥି ଙ୍କ ହାତ ଆପଣଙ୍କ ସହ ରହିବ । କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଜୀବନସାଥି ଙ୍କ ସହ ମିଶି ଶେଷ କରିବେ ୨୦୨୩ ରେ । 

 

ମିଥୁନ ରାଶି – ସାମାଜିକ ସିକୃତି ପାଇ କୌଣସି କାର୍ଯ୍ୟ ଆରମ୍ଭ କରିବେ। ଏହା ନୂତନ ବ୍ୟବସାୟ କ୍ଷେତ୍ରରେ ହୋଇପାରେ । ଘରେ ମାଙ୍ଗଳିକ ତଥା ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବ ଏହି କାର୍ଯ୍ୟରେ ଆପଣଙ୍କର ଗୁରୁତର ଭାବେ ଭୂମିକା ରହିବ । ବିଦ୍ୟାର୍ଥୀ ମାନେ ଆଗାମୀ ଜୀବନରେ କୌଣସି ସରକାରୀ ଚାକିରୀ କ୍ଷେତ୍ରରେ ଲାଭ ପାଇବେ । ବର୍ଷ ଆରମ୍ଭରେ ପରିବାର ଲୋକଙ୍କ ସହ କୁଆଡେ ବୁଲି ଯିବାପାଇଁ ଯୋଜନା କରିପାରିବେ ।

 

କର୍କଟ ରାଶି – ଆପଣଙ୍କ ରାଶିରେ ଆଉ କିଛିଦିନ ମଧ୍ୟରେ ଭାଗ୍ୟ ଉଦୟ ହେବାକୁ ଯାଉଛି । ପରିବାର ଲୋକଙ୍କ ସହ ଥିବା ସମସ୍ତ ପ୍ରକାର ଭୁଲ ବୁଝାମଣା ଧୀରେ ଧୀରେ ଆପଣଙ୍କ ଜୀବନରୁ ଦୂରେଇ ଯିବ। ଆପଣଙ୍କ ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଦେଖା ଦେବ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ । ନୂଆ ନୂଆ କୌଶଳ ଗୁରୁଜନ ଙ୍କ ଠାରୁ ପାଇ ଜୀବନରେ କାମରେ ଲଗାଇବା ପାଇଁ ଚିନ୍ତା କରିବେ । 

 

ତୁଳା ରାଶି – ଆଗାମୀ ଜୀବନରେ ଆପଣଙ୍କ ସମସ୍ତ ପ୍ରକାର ଦୁଃଖ ପରିବେଶ ଦୂରେଇ ଯିବ । କୌଣସି କାର୍ଯ୍ୟ ନୂଆ ଭାବେ ଆରମ୍ଭ କରି ଆନନ୍ଦିତ ହେବେ । ସୁନା ଗହଣା ୨୦୨୩ ରେ ଆପଣ ଯଥେଷ୍ଟ ପରିମାଣ ରେ କିଣି ପାରନ୍ତି । କୌଣସି ମାଙ୍ଗଳିକ କାର୍ଯ୍ୟ ଆପଣଙ୍କ ହାତରେ ହିଁ ଅନୁଷ୍ଠିତ ହେବାକୁ ଯାଉଛି । 

Leave a Reply

Your email address will not be published. Required fields are marked *