ଦିଅର ସହ ସବୁକିଛି କରିଦେଲେ ଏହି ଲୋକପ୍ରିୟ ଅଭିନେତ୍ରୀ | ଏବେ କରିବେ ବିବାହ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣମାନେ ଷ୍ଟାର ପ୍ଲସ ରେ ପ୍ରସାରିତ ହୋଇଥିବା ସାଥ ନିଭାନା ସାଥିଆ ସିରିଏଲ ସହ ଭଲ ଭାବେ ପରିଚାଳିତ ଥିବେ । ଏହି ସିରିଏଲ ଅନେକ ଦିନ ଧରି ଚାଲିଥିବା ପରେ ମଧ୍ୟ ଆଜିବି ଏହାର ଡିମାଣ୍ଡ ରହିଛି । ତାଲାବନ୍ଦ ସମୟରେ ଏହି ସିରିଏଲ ପୁଣି ଭାବେ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ହୋଇଥିଲା ଏବଂ ଅନେକ ଲୋକ ଏହି ସିରିଏଲ୍ ଦେଖି ଖୁସି ହେବା ସହ ନିଜର ପୁରୁଣା ଦିନକୁ ମନେ ପକାଇଥିଲେ ।

 

ଏହି ସିରିଏଲ୍ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିବା ବେଳେ ଏହି ସିରିଏଲ୍ ଘରେ ଘରେ ଲୋକପ୍ରିୟ ମଧ୍ୟ ହୋଇ ପାରିଥିଲା  । ଏହି ସିରିଏଲ ରେ ଗୋପୀ ବହୁ ଚରିତ୍ରରେ ସାମ୍ନାକୁ ଆସିଥିଲା ଦେବୋଲିନା ଭଟାଚାର୍ଯ୍ୟ । ଦେବୋଲିନା ଭଟାଚାର୍ଯ୍ୟ ଗୋପୀ ବହୁ ଦିତୀୟ ଚରିତ୍ରରେ ସାମ୍ନାକୁ ଆସିଥିଲେ । ଏବଂ ଏହି ସାଥିଆ ସିରିଏଲ ରେ ଲୋକମାନେ ଦେବୋଲିନା ଙ୍କୁ ଏତେ ମାତ୍ରାରେ ଭଲ ପାଇବା ଦେଇଥିଲେ ଯେ ଅନେକ ଲୋକ ଦେବୋଲିନା ଭଟାଚାର୍ଯ୍ୟ ଙ୍କ ଫ୍ୟାନ ହୋଇ ସାରିଥିଲେ । 

 

ତେବେ ଏହି ସିରିଏଲ କୁ ନେଇ ଏକ ଚର୍ଚ୍ଚା ମଧ୍ୟ ଯୋର୍ ଧରିଥିଲା । ଚର୍ଚ୍ଚା ଟି ଥିଲା ଗୋପୀ ବହୁ ବାସ୍ତବ ଜୀବନରେ ସାଥିଆ ଶୋ ର ଦିଅର ରୂପରେ ସାମ୍ନାକୁ ଆସୁଥିବା ଜିଗର ଙ୍କୁ ମନ ଦେଇଦେଇଛନ୍ତି । ତେବେ ବର୍ତ୍ତମାନ ଗୋପୀ ବହୁ ଏବଂ ଜୀଗର ଙ୍କ ଏକ ବିବାହର ମୁହୂର୍ତ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ନାଲି ଲେହଙ୍ଗା ପିନ୍ଧିଛନ୍ତି ଗୋପୀ ବହୁ ଏବଂ ବୋହୂ ବେଶରେ ସାମ୍ନାକୁ ଆସୁଛନ୍ତି । 

 

ଯିଗର ଚରିତ୍ରରେ ଆସିଥିବା ବିଶାଳ ଙ୍କ ସହ ନାଚି ନାଚି ସେହି ସମୟକୁ ଖୁସିରେ ଭାରି ଦେବାକୁ ଚେଷ୍ଟା କରିଥିଲେ ଏହି ଯୋଡ଼ି।  ଆଗରୁ ଅନେକ ଥର ଏହି ଯୋଡ଼ି ବିବାଦ ଘେରରେ ଥିବାବେଳେ ବର୍ତ୍ତମାନ ଏହି ଖବର ଫ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଗାମୀ ଦିନରେ ଏହି ଘଟଣା ଉପରେ କେମିତି ପରଦା ଉଠିବ ତାହା ସମ୍ପର୍କରେ ଠିକ୍ ଭାବେ  ଜଣା ପଡ଼ିଯିବ । 

 

ଅନେକ ଥର ଗୋପୀ ବହୁ ଏବଂ ଜିଗର ଙ୍କ ସହ ସମ୍ବନ୍ଧ କୁ ଫ୍ୟାନ ମାନେ ଏହି ଯୋଡ଼ିଙ୍କୁ ପଚାରିଛନ୍ତି କିନ୍ତୁ ଦେବୋଲିନା ଭଟାଚାର୍ଯ୍ୟ ଏହି କ୍ଷେତ୍ରରୁ ମୁକୁଳି ଯାଇଛନ୍ତି ଏବଂ ସେମିତି କିଛି ନୁହେଁ ବୋଲି ନିଜର ମତାମତ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି । ଏବେ ଏବେ ସୋସିଆଲ ମିଡିଆରେ ଦେବୋଲିନା ଭଟାଚାର୍ଯ୍ୟ ଙ୍କ ବାହାଘର ସତ ନା ମିଛ ତାହା ଶୀଘ୍ର ଯାହା ପଡ଼ିବ। ଏବଂ ଏହି ସମ୍ପର୍କରେ ଦେବୋଲିନା ଏବଂ ବିଶାଳ ନିଜେ ଘଟଣାର ରହସ୍ୟ ଖୋଲିବ । 

Leave a Reply

Your email address will not be published. Required fields are marked *