ନୂଆବର୍ଷ ଆଗରୁ ଘରକୁ ନେଇ ଆସନ୍ତୁ ଏହି ଗୋଟିଏ ଜିନିସ ସାରା ଜୀବନ ହେବ ଧନର ବର୍ଷା

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ। ଆପଣ ଜାଣିଥିବେ ଆଉ ମାତ୍ର କିଛିଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୨୦୨୩ ବର୍ଷ । ବର୍ତ୍ତମାନ ବର୍ଷ ୨୦୨୨ ର ଶେଷ ସମୟ ଚାଲିଥିବା ବେଳେ ଅନେକ ଲୋକ ଏହି ବର୍ଷରେ ଅନେକ ପ୍ରକାର ପରିସ୍ଥିତି ସାମ୍ନା କରିଛନ୍ତି । କାହାର ଏହି ବର୍ଷରେ ଭଲ ହୋଇଛି ତ ଆଉ କାହାର ଖରାପ । ଆପଣ ଭଲ ଭାବେ ଜାଣି ସାରିଥିବେ ମଣିଷ ଜୀବନରେ ଭଲ ସମୟ ଚାଲିଥିବା ବେଳେ ମଣିଷ ଖୁବ୍ ସୁଖି ହୋଇଥାଏ ମାତ୍ର ଥରେ ଜୀବନରେ ଦୁଃଖ କଷ୍ଟ ପରିସ୍ଥିତି ସାମ୍ନାକୁ ଆସିଲେ କଥା ସରିଲା । 

 

ତେବେ ମଣିଷ ଉପରେ ଯଦି ବିପଦ ମାଡ଼ିବସେ ତେବେ ସେ ଭଗବାନ ଙ୍କୁ ଦୋଷ ଦେବାକୁ ଲାଗେ ଏବଂ ତାର ଆଗାମୀ ଜୀବନ ସୁଖମୟ କରିବାପାଇଁ ଭଗବାନ ଙ୍କ ନିକଟରେ ପାର୍ଥନା କରିଥାଏ । ତେବେ ୨୦୨୩ ବର୍ଷ ପାଇଁ ଅନେକ ଲୋକଙ୍କ ଅନେକ ଆଶା ରହିଛି । ନୂଆ ବର୍ଷରେ କେତେ କଣ ଘର ପାଇଁ ଏବଂ ନିଜ ଜୀବନ ପାଇଁ କରିବାପାଇଁ ଅନେକ ଲୋକ ମନରେ ଆଶା ବାନ୍ଧି ସାରିଥିବେ । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେମିତି ଭଲଭାବେ କଟିବ ନୂଆବର୍ଷ ୨୦୨୩ । 

 

ତେବେ ଆସନ୍ତୁ ଜାଣିବା ନୂଆ ବର୍ଷରେ ଏମିତି ଆପଣ କେଉଁ ଜିନିଷ ଘରକୁ ନେଇ ଆସିଲେ ଆପଣଙ୍କ ଘରେ ସମ୍ପୂର୍ଣ ଜୀବନ ସୁଖ ସମୃଦ୍ଧି ଏବଂ ଧନର ବର୍ଷା ହେବାରେ ଲାଗିବ । ନୂଆ ବର୍ଷରେ ଆପଣ ପାଦ ଥୋଇବା ଆଗରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଧ୍ୟାନ ରଖନ୍ତୁ ଘରେ ଯଦି ଆପଣଙ୍କର କୌଣସି ଭଙ୍ଗା ଭଙ୍ଗି ଜିନିଷ ଅଛି ଏବଂ ଅଳିଆ ଆବର୍ଜନା ଜମା ହୋଇ ରହିଛି ତେବେ ତେବେ ତୁରନ୍ତ ଏହାକୁ ଘରୁ ବାହାର କରିଦିଅନ୍ତୁ ।

 

 ମା ଲକ୍ଷ୍ମୀଙ୍କୁ ସଫା ସୁତୁରା ଘର ବେଶୀ ପ୍ରିୟ ହୋଇଥାଏ ତେଣୁକରି ଏହି ଜିନିଷ କୁ ଆପଣଙ୍କୁ ବିଶେଷ ଭାବେ ଧ୍ୟାନ ରଖିବାକୁ ହେବ । ଯଦି ମା ଲକ୍ଷ୍ମୀଙ୍କୁ ଆପଣ ଆପଣଙ୍କ ଘରେ ପାଇବାକୁ ଚାହାଁନ୍ତି ତେବେ ଆପଣଙ୍କୁ ମା ଲକ୍ଷ୍ମୀଙ୍କ ସହ ସମ୍ବନ୍ଧିତ କିଛି ଜିନିଷ ଘରକୁ ନୂଆ ବର୍ଷରେ ଆଣିବାକୁ ହେବ ଯାହାଦ୍ବାରା ଆପଣଙ୍କ ଘରେ ସବୁବେଳେ ସକାରାତ୍ମକ ପ୍ରଭାବ ଦେଖା ଯିବ। 

 

ନୂଆ ବର୍ଷ ଦିନ ଯଦି ଆପଣ ଘରକୁ ମୟୂର ପଙ୍ଖ, ଗଣେଶ ମୂର୍ତି , ମା ଲକ୍ଷ୍ମୀଙ୍କ ଚିତ୍ର ଭଳି କିଛି ବି ଜିନିଷ ଘରକୁ ନେଇ ଆସନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଆଣି ନୂଆ ବର୍ଷ ଦିନ ଘରେ ଉପଯୁକ୍ତ ସ୍ଥାନରେ ରଖିଲେ ଆପଣଙ୍କ ଜୀବନରେ ଧନ, ସୁଖ , ସମୃଦ୍ଧି, ସଫଳତା ସବୁକିଛି ବର୍ଷା ହୋଇଥାଏ । ଏହିଦିନ ଆପଣ ଚାହିଁଲେ ମନି ପ୍ଲାଣ୍ଟ ଗଛ ଏବଂ ବୁଦ୍ଧଙ୍କ ମୃତି ମଧ୍ୟ ଆଣି ପାରିବେ ଯାହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ ।

Leave a Reply

Your email address will not be published. Required fields are marked *