ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦଶମ ଛାତ୍ର ଛାତ୍ରୀଙ୍କ ପାଇଁ ନବୀନ ଆଣିଲେ ବଡ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ମ୍ୟାଟ୍ରିକ ପରୀକ୍ଷା ସମସ୍ତ ଛାତ୍ର ଏବଂ ଛାତ୍ରୀ ଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ର ଶୁଭାରମ୍ଭ କରିବାର ସୁଯୋଗ ଦେଇଥାଏ।କାରଣ ମ୍ୟାଟ୍ରିକ ପରୀକ୍ଷା ପରେ ଉଭୟ ଛାତ୍ର ଛାତ୍ରୀ ମାନେ ନିଜ ଇଚ୍ଛା ମୁତାବକ ବିଷୟରେ ମାନ ନିବେଶ କରିବା ପାଇଁ ସୁଯୋଗ ପାଇଥାନ୍ତି ।କିଏ ଆଗକୁ ଅଧ୍ୟୟନ କରିବାରେ ଲାଗିଥାଏ ତା ଆଉ କିଆ କିଛି ଉଦ୍ଭାବନ ଏବଂ ଆଉ କିଏ କମ୍ପ୍ୟୁଟର ଶିକ୍ଷା ଦିଗରେ ମାନ ନିବେଶ କରିଥାନ୍ତି।ମ୍ୟାଟ୍ରିକ ପରୀକ୍ଷାର୍ଥି ମାନଙ୍କ ପାଇଁ ଆସୁଛି ଏକ ଖୁସି ଖବର।ଯେଉଁମାନେ ସବମେଟିଭ ୧ ପରୀକ୍ଷା ଦେଇସାରିଛନ୍ତି ସେମାନଙ୍କର ଏବେ ଖଟା ଦେଖା ଆରମ୍ଭ ହୋଇଯାଇଛି ଯାହାର ଫଳାଫଳ ଖୁବ ଶୀଘ୍ର ସମସ୍ତଙ୍କ ଆଗକୁ ଆସିବା ।
ଏବେ ଆଉ ଏକ ବଡ଼ ଅପଡେଟ ଆଗକୁ ଆସିଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ନିର୍ଦ୍ଦେଶ କ୍ରମେ ୯ ତାରିଖ ରୁ ରାଜ୍ୟ ବ୍ୟାପି ଆରମ୍ଭ ହୋଇଥିଲା ମ୍ୟାଟ୍ରିକ ଛାତ୍ର ଛାତ୍ରୀଙ୍କର ସମେଟିଭ ଆସେସମେଣ୍ଟ ୧ ପରିକ୍ଷା । ଏହାର ମୂଲ୍ୟାଙ୍କନ ର ସମୟ ୧୯ ତାରିଖ ବୋଲି ଧାର୍ଯ୍ୟ କରାଯାଇଛି ।ଏଥିରେ ୩୦ ମାର୍କ ର ସବଯେକଟିଭ ଏବଂ ୫୦ ମାର୍କ ର ଓବଜେକଟିବ ରହିଛି ଯେଉଁଥିରେ ୩୦ ମାର୍କ ସବଯେକଟିଭ କୁ ୧୦ ଦିନ ମଧ୍ୟରେ ସାରିବାକୁ ର ନିଷ୍ପତି ହୋଇଥିବା ବେଳେ ୫୦ ମାର୍କ ବିଶିଷ୍ଟ ଓବଜେକଟିବ କୁ କମ୍ପ୍ୟୁଟର ଜରିଆରେ ଦେଖାଯିବାର ଥିବାରୁ ଏହା ସବଯେକଟିଭ ଦେଖା ସରିବା ପରେ ଏହାର ମୂଲ୍ୟାଙ୍କନ ହେବା ବୋଲି ବୋର୍ଡ କତୃପକ୍ଷ କହିଛନ୍ତି।
ତେବେ ଟେବୁଲେସନ ପ୍ରକ୍ରିୟା ସରିବା ପରେ ଏହି ପରିକ୍ଷା ଫଳ ପ୍ରକାଶ ପାଇବାର ଦିନରେ କିଛି ପରିବର୍ତ୍ତନ କରିବାର ନିଷ୍ପତି ନିଆଯିବ ବୋଲି ବୋର୍ଡ଼ କତୃପକ୍ଷ ସୂଚନା ଦେଇଛନ୍ତି । ଏସଏ -୧ ପରିକ୍ଷା ଫଳ ସହିତ ଅର୍ଦ୍ଧ ବାର୍ଷିକ ର ଏବଂ ଟେଷ୍ଟ ଅପନ ସ୍କୁଲ ସାର୍ଟିଫିକେଟ ମଧ୍ୟ ପ୍ରକାଶ ପାଇବ ବୋଲି ଜଣା ପଡିଛି । ତେବେ ଗତ ବର୍ଷ ଦଶମଶ୍ରେଣୀ ଛାତ୍ରଛାତ୍ରୀ ଏସଏ -୧ ପରିକ୍ଷା ଦେଇ ସାରିବା ପରେ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇନଥିଲା ।
ତେବେ ଚାରୋଟି ଫର୍ମାଟ୍ରେ ଏସୋସମେଣ୍ଟ ପରିକ୍ଷା ସହିତ ଏସଏ -୧ ପରିକ୍ଷା ଏସଏ -୨ ର ପରିକ୍ଷା ଶେଷ ହେବା ପରେ ସମସ୍ତ ମୂଲ୍ୟାୟନ କୁ ନେଇ ଫଳ ପ୍ରକାଶ ପାଇଥିଲା । ତେବେ ଚଳିତ ବର୍ଷ ଏସଏ -୧ ପରିକ୍ଷା ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।କତୃପକ୍ଷ କହିଛନ୍ତି ଯେ ପରିକ୍ଷା ଫଳ ସହିତ ଅର୍ଦ୍ଧ ବାର୍ଷିକ ଏବଂ ଟେଷ୍ଟ ଅପନ ସ୍କୁଲ ସାର୍ଟିଫିକେଟ ମଧ୍ୟ ଏକା ସହିତ ପ୍ରକାଶ ପାଇବ ବୋଲି ଜଣା ପଡିଛି । ତେବେ ଗତ ବର୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏସଏ -୧ ପରିକ୍ଷା ଦେଇ ସାରିବା ପରେ ଫଳ ପ୍ରକାଶ କରାଜାଇ ନଥିଲା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।