ବିବାହ ପରେ ଏମିତି ପାଳିଲେ ଅର୍ଚ୍ଚିତା ସବ୍ୟସାଚୀ ଙ୍କ ଜନ୍ମଦିନ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବିବାହ ପରେ ପ୍ରଥମ ଥର ପାଇଁ ରାତି ୧୨ ଟା ରେ ଜନ୍ମଦିନ ପାଳିଲେ ସବ୍ୟସାଚୀ ଓ ଅର୍ଚ୍ଚିତା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡ଼ିଶା ସିନେମା ଜଗତର ଜଣାଶୁଣା ଅଭିନେତା ସବ୍ୟସାଚୀ ଯାହାଙ୍କୁ ଓଡ଼ିଶା ର ସମସ୍ତେ ଜାଣିଛନ୍ତି। ସବ୍ୟସାଚୀ ହେଉଛନ୍ତି ଓଡ଼ିଶା ର ଜଣେ ଜଣାଶୁଣା ଲୋକପ୍ରିୟ ଅଭିନେତା।ଏକ ଉଦାର ହୃଦୟ ଯୁକ୍ତ ମଣିଷ।ବହୁତ ଭଲ ଚିନ୍ତା ଧାରା କୁ ନେଇ ବଞ୍ଚୁଥିବା ବ୍ୟକ୍ତି।

ଓଡ଼ିଶା କରୋନା କୁ ବହୁତ ଭଲ ଭାବରେ ଜାଣିଛି।ବହୁ କ-ଷ୍ଟ ଅ-ସୁ-ବି-ଧା ମଧ୍ୟରେ ଲୋକମାନେ ସଂଘର୍ଷ କରିଛନ୍ତି କରୋନା ପାଇଁ।ଯେମିତି ଭାସିଯାଉଥିବା ପିମ୍ପୁଡ଼ି ର କାଠ ଖଣ୍ଡେ ଉପରେ ଭରସା ଥାଏ ସେହି ପରି ଓଡ଼ିଶା ପାଇଁ ଏକ ସାହାଯ୍ୟ ର ହାତ ବଢ଼ାଇଥିଲେ ସେହି ଉଦାର ମୟ ବ୍ୟକ୍ତି ଜଣକ।

 

ବହୁ ବାଧା ବିଘ୍ନ କୁ ସାମ୍ନା କରିଛନ୍ତି ସେ। ତା ପରେ ବି ହାର୍ ମନି ନାହାନ୍ତି ସେ ଓଡ଼ିଶା ର ସବୁ ଜାଗା ର ଲୋକଙ୍କୁ ସାହାଯ୍ୟ କରିଛନ୍ତି ସେ। ବିଭିନ୍ନ ପ୍ରାନ୍ତରୁ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ବିଭିନ୍ନ ପ୍ରକାରର ସାହାଯ୍ୟ ଯେମିତି କି ଟଙ୍କା ହେଉ କି ଖାଦ୍ୟ ହେଉ କି ଅନ୍ୟ କିଛି ବି ସାହାଯ୍ୟ କରିଛନ୍ତି।ବହୁ ଦୂର ଦୁରନ୍ତରୁ ଆସି ପରୁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଲୋକ ମାନଙ୍କ ପାଖରେ ପହଂଚିଛନ୍ତି ପ୍ରଥମେ।ଓଡ଼ିଶା ଆସିବା ପାଇଁ ସାହାଯ୍ୟ କରିଛନ୍ତି। ସେମାନଙ୍କୁ ଘରେ ପହଂଚିଛନ୍ତି ସେ। ଦେବଦୁତ ପରି ସାହାଯ୍ୟ କରିଛନ୍ତି।ହୃଦୟ ରେ ତାଙ୍କର ଜାଗା କେହି ବି ନେଇ ପାରିବେ ନାହିଁ।

              

ବହୁ ଲୋକମାନଙ୍କୁ ଘରକୁ ଫେରେଇ ଆଣିଛନ୍ତି ସେ ଘରକୁ।ମନ୍ତ୍ର ମୁଗ୍ଧ କରି ଦେଇଛି ତାଙ୍କର ଏଇ କାମ।ଘରୁ ବାହାରି ପାରୁନଥିବା ସମୟରେ ଦେବ ଦୁତ୍ତ ପରି ସେ ଆମ ମାନଙ୍କୁ ସାହାଯ୍ୟ କରିଛନ୍ତି। ତେବେ ଏଇ ସମୟରେ ସେହି ଉଦାର ମୟ ବ୍ୟକ୍ତି ର ଆସିଛି ପବିତ୍ର ଜନ୍ମ ଦିବସ।ତେଣୁ ତାଙ୍କୁ ରାତି ଅଧା ରେ ତାଙ୍କର ଧର୍ମ ପତ୍ନୀ ଅର୍ଚ୍ଚିତା ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଏବଂ ମଙ୍ଗଳ ମୟ ଜୀବନ ପାଇଁ ଭଗବାନଙ୍କ ପାଖରେ ଗୁହାରି ଜଣାଇଛନ୍ତି ।ବେଶ୍ ଖୁସି ରେ ସ୍ବାମୀ ସ୍ତ୍ରୀ ଜନ୍ମ ଦିନ ପାଳନ କରିଛନ୍ତି ।ଭଗବାନ ତାଙ୍କ ଦୁଇ ଜଣଙ୍କୁ ଭଲ ରେ ରଖନ୍ତୁ ଏତିକି ଓଡ଼ିଶା ବସି ଙ୍କ କାମନା।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *