ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅନୁଭବ ଶଳା ବିଧା ମାରି ବାହା ହେଇଛନ୍ତି।ସେ ବାହାଘର ସତ, ଝିଅ ବି ସତ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣାମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ସେହିପରି ଏକ ଘଟଣା ଘଟିଯାଇଛି ଆମ ରାଜ୍ୟ ଓଡ଼ିଶା ରେ ।ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ଅନୁଭବ ମହାନ୍ତିଙ୍କର ଏକ ବିବାହ କରୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସିନେ ପ୍ରେମୀ ମାନଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଅନୁଭବ ଆଉ ଥରେ ବିବାହ କଲେ କି?ସେ ଆଉ କୋଉ ଝିଅକୁ ବlହା ହେଲେକି?ରାକେଶ ନାମକ ଜଣେ ପ୍ରତ୍ୟକ୍ଷ ଦର୍ଷୀ କହିଛନ୍ତି କି ସେ ତାଙ୍କ ବାହାଘରକୁ ଯାଇଥିଲେ,ଫଟୋ ଉଠାଇ ଥିଲେ ।ସେ କହିଛନ୍ତି ବାହାଘର ସତ,ଅନୁଭବ ସତ,ଝିଅ ବି ସତ।ମାତ୍ର ସେ ବାହାଘର ହେଇଥିବା ଜାଗା ବିଷୟରେ କିଛିବି କହିପାରିବିନି ବୋଲି କହିଛନ୍ତି।ସେ କହିଛନ୍ତି ନୂଆ ବର୍ଷକୁ ଅପେକ୍ଷା କରନ୍ତୁ ସେତେବେଳେ କଣ ସତ ଆଉ କଣ ମିଛ ସବୁ ଜଣା ପଡିଯିବ।
ସେ କହିଛନ୍ତି ନୂଆ ବର୍ଷରେ ନୂଆ ଖବର ପାଇବେ ଆଉ ସମସ୍ତ ଓଡ଼ିଶା ବସି ଅପେକ୍ଷା କରି ବସନ୍ତ୍ ନୂଆ ବର୍ଷ ଆସିଲେ ନୂଆ ଖବର ପାଇଲେ ସବୁ ଯାଣିଯିବେ।ତେବେ ଏଠି ଜାଣିବାର କଥା ଏହିକି ଯେ ସେ ବାହାଘର ସତସତିକା ନ ମିଛ ,ଯଦି ସତ ତାହେଲେ ସେ ଝିଅ ଟି କିଏ କାହାକୁ ଅନୁଭବ ବିବାହ କରିଛନ୍ତି ଆଉ ସେ ଜାଗା କେଁଉଠି? ମାତ୍ର ସେ ଯୁବକ ଜଣକ ଏ ବିଷୟରେ କିଛି କହିବାକୁ ମନା କରିଦେଇଛନ୍ତି।
ଖାଲି ଏତିକି କହିଛନ୍ତି କି ନୂଆ ବର୍ଷ ଆସିଲେ ଓଡ଼ିଶା ବସି ନୂତନ ଖବର ପାଇବେ ଅନୁଭବ ମହାନ୍ତିଙ୍କୁ ନେଇ।ତେବେ ଏହା ଏକ ଫିଲ୍ମ ର ଦୃଶ୍ୟ ମଧ୍ୟ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହୋଇଛି।ତେବେ ଯାହା କିଛି ବି ହଉ ନୂଆ ବର୍ଷକୁ ଅପେକ୍ଷା କରିଛନ୍ତି ଓଡ଼ିଶା ବାସି।ନୂଆବର୍ଷ ପରେ ଏହି ଘଟଣା ର ସତ୍ୟା ସତ ପଦାକୁ ଆସିବ।ଫିଲ୍ମ ରିଲିଜ ହେଲେ ଜଣ ପଡିବ ତାହା ଫିଲ୍ମ ର ଦୃଶ୍ୟ ନା ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କଲେ ନା ଆଉ କିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।