ଓଲା ଥିଲା ଜଗବନ୍ଧୁ ପିଠି ପଛରେ ଅର୍ଚ୍ଚନା ଖଗେଶ୍ବର କରୁଥିଲେ ଖେଳ ଦେଖନ୍ତୁ 

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଅର୍ଚ୍ଚନା ନାଗ ଘଟଣାରେ ଇଡି ବର୍ତ୍ତମାନ ଦିନକୁ ଦିନ ନୂଆ ନୂଆ ତଥ୍ୟ ବାହାର କରିବାରେ ଲାଗିଛି । ସାମ୍ନାକୁ ସତ ଆଣିବାକୁ ଇଡି ତରଫରୁ ଯଥେଷ୍ଟ ଚେଷ୍ଟା ଜାରି ରହିଛି । ଅନେକ ଙ୍କୁ ଜେରା କରିବା ସହ ସତ କିପରି ସାମ୍ନାକୁ ଆସିଯିବ ସେ ଉପାୟ ନେଇ ତଦନ୍ତ ଜାରି କରୁଛି ଇଡି । ତନ୍ଦନ୍ତ ଅନୁଯାୟୀ ଅନେକ ସତ ସାମ୍ନାକୁ ଆସି ସାରିଛି । 

 

ଅନେକ ବଡ ବଡିଆ ଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ଅନେକ ଙ୍କ ଠୁ ଅର୍ଚ୍ଚନା ନାଗ ଟଙ୍କା ବ୍ଲାକମେଲ କରି ନେଇଥିବାର ଜଣା ପଡିଥିଲା । ମାତ୍ର ଏହି ସତରୁ ଓହରି ଯାଇଥିଲେ ଅର୍ଚ୍ଚନା ନାଗ ଏବଂ ଓଲଟି ସେମାନଙ୍କୁ ଦୋଷ ଦେବାକୁ ଲାଗିଥିଲେ ଏବଂ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ।  ଦରକାର ପଡ଼ିଲେ ଏମିତି ପ୍ରମାଣ ଗଣମାଧ୍ୟମ କୁ ଦେବେ ବୋଲି କହିଥିଲେ ଯେଉଁଥିରେ ସାରା ରାଜ୍ୟରେ ପରିବର୍ତ୍ତନ ହେଇଯିବ । 

 

ତେବେ ଏମିତି ମତାମତ ଦେଇଦେଲେ ସିନା ପରେ ମୁଁହ ଖୋଲିବାକୁ ପଛ ଘୁଞ୍ଚା ଦେଲେ ଅର୍ଚ୍ଚନା ନାଗ । ଇଡି ର ଅନେକ ଚେଷ୍ଟା ପରେ ମଧ୍ୟ ଅର୍ଚ୍ଚନା ନାଗ ଅନେକ ରହସ୍ୟ ଉପରୁ ପରଦା ଉଠାଇ ନଥିଲେ । ତେବେ ଏମିତି ହେବାପରେ ଇଡି ଆଉଥରେ ଅର୍ଚ୍ଚନା ଙ୍କୁ ରିମାଣ୍ଡ ରେ ନେଇଛନ୍ତି ଆଗାମୀ ଦିନରେ ଅର୍ଚ୍ଚନା ନାଗ ଙ୍କ ଦମୁଖରେ ଅନ୍ୟ ବିବାଦୀୟ ବ୍ୟକ୍ତି ଙ୍କୁ ବସାଇ ମୁକାବିଲା କରିବାକୁ ଚିନ୍ତା କରୁଛି ଇଡି ଯେଉଁଥିରେ ସାମ୍ନା ସାମ୍ନା ହେବେ ଅର୍ଚ୍ଚନା ନାଗ ଙ୍କ ସହ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା । 

 

ତେବେ ଏହା ଶୁଣିବାକୁ ମିଳୁଛି ଯେ ଏମିତି ହେବା ପରେ ଅନେକ ସତ ସାମ୍ନାକୁ ଆସିବ ବୋଲି କାହିଁକି ନା ଏମିତି ଜେରା ରେ ଉଭୟ ଙ୍କ ମତ ମିଶୁନାହି ତେଣୁକରି ଆଗାମୀ ଦିନରେ ଏମିତି ଜେରା ହେବ ବୋଲି ଶୁଣିବାକୁ ମିଳୁଛି । ଅନ୍ୟ ପକ୍ଷରେ ବର୍ତ୍ତମାନ ଆଉ ଏକ ନୂଆ ଖବର ଆମ ପାଖରେ ଆସି ପହଞ୍ଚି ଯାଇଛି ଯେଉଁଥିରେ ମିଳିଛି ଆଶ୍ଚର୍ୟ୍ଯ ଜନକ ତଥ୍ୟ । 

 

ତଥ୍ୟ ଟି ହେଉଛି ଅର୍ଚ୍ଚନା ନାଗ ଘଟଣାରେ ମାଷ୍ଟର ମାଇଣ୍ଡ ଥିଲେ ଅର୍ଚ୍ଚନା ନାଗ ଏବଂ ଖଗେଶ୍ବର । ସ୍ଵାମୀ ଜଗବନ୍ଧୁ କୁଆଡେ ଥିଲେ ଓଲା ଯାହାଦ୍ବାରା ଖେଳ କରୁଥିଲେ ଖଗେଶ୍ବର ଏବଂ ଅର୍ଚ୍ଚନା । ସ୍ଵାମୀ ଜଗବନ୍ଧୁ ଙ୍କ ପଛରେ ମଧ୍ୟ ଚାଲିଥିଲା ଅନେକ ଖେଳ ଯାହା ଜାଣି ପାରୁନଥିଲେ ଜଗବନ୍ଧୁ । ଆଜି ଅର୍ଚ୍ଚନା ନାଗ ଙ୍କ ଶେଷ ରିମାଣ୍ଡ ହୋଇଥିବା ବେଳେ ଏମିତି କିଛି ଚାଞ୍ଚଲ୍ୟକର ଖବର ଦେଇଛି ଇଡି । 

 

ଅର୍ଚ୍ଚନା ନାଗ ଯେଉଁଭଳି ଭାବରେ ନିଜର ମତିସ୍କ ଖଟାଇ କାର୍ଯ୍ୟ କରିଥିଲେ ତାହା କୁଆଡେ ଜାଣି ପାରୁନଥିଲେ ସ୍ଵାମୀ ଜଗବନ୍ଧୁ । ମାତ୍ର ଖଗେଶ୍ବର ଅର୍ଚ୍ଚନା ନାଗ ଙ୍କ ସବୁ କଥା ବୁଝି ଯାଉଥିଲେ।  ଖଗେଶ୍ବର ଏବଂ ଅର୍ଚ୍ଚନା ନାଗ ମିଶି ଲିଷ୍ଟ ତିଆରି କରୁଥିଲେ ଏବଂ ଏହା ପରେ ଜାଗା ଫିଟ୍ କରୁଥିଲା ଖଗେଶ୍ବର ଏବଂ ଜାଗାରେ କ୍ୟାମେରା ମଧ୍ୟ ଲଗାଇଥିଲେ । ଅର୍ଚ୍ଚନା ନାଗ ଙ୍କ କହିବା ଅନୁଯାୟୀ ଶ୍ରଦ୍ଧାଞ୍ଜଳି ବେହେରା ଲୋକମାନଙ୍କ ସହ ଫ୍ରେଣ୍ଡସିପ କରୁଥିଲା ଏହା ପରେ ଖେଳ ଚାଲିଥିଲା ଅନ୍ତରଙ୍ଗ ମୁହୂର୍ତ୍ତର ଯାହାର ରେକର୍ଡ କରୁଥିଲା ଖଗେଶ୍ବର ।

Leave a Reply

Your email address will not be published. Required fields are marked *