ସ୍ଵାମୀ ସ୍ତ୍ରୀ ଏକାଠି ଭୋଜନ କରୁଛନ୍ତି କି ଦେଖନ୍ତୁ ଏହି ଗୁରୁତ୍ବପୁର୍ଣ କଥା |

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଛନ୍ତି ଘର ତିଆରି ଠୁ ଆରମ୍ଭ କରି ଘରେ ଆମେ କେମିତି ରହୁଚେ କଣ କରୁଛେ ତାହା ଅତ୍ୟନ୍ତ ଗୁରୁତ୍ବପୁର୍ଣ ବିଷୟ ହୋଇଥାଏ । ଜୀବନର ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ବାସ୍ତୁ ଶାସ୍ତ୍ରର ମହତ୍ତ୍ଵ ଆମ ଜୀବନରେ ରହିଥାଏ । ବାସ୍ତୁ ଶାସ୍ତ୍ର ହେଉଛି ଆମ ଜୀବନର ଏକ ଅଙ୍ଗ ସଦୃଶ ଯଦି ଆମେ ଏହାର ସଠିକ୍ ଭାବେ ଯତ୍ନ ନନେବା ତେବେ ଏହା ଶୀଘ୍ର ଆମ ଉପରେ ଖରାପ ପ୍ରଭାବ ପକାଇବାରେ ଆରମ୍ଭ କରେ । 

 

ସଠିକ୍ ଭାବେ ବାସ୍ତୁ ଶାସ୍ତ୍ର କୁ ଧ୍ୟାନରେ ରଖିଲେ ଆଗାମୀ ଜୀବନରେ ଅନେକ ସୁଖମୟ ପରିସ୍ଥିତି ସୃଷ୍ଟି ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମର ଘର ଦ୍ବାର ପରିବେଶ କିପରି ହୋଇଥାଏ ତାହା ନିର୍ଧାରଣ କରାଯାଏ । ଯଦି ଘରର ଚାରି ପାର୍ଶ୍ଵରେ ଆପଣ ସଠିକ୍ ସଞ୍ଚାଳନ କରନ୍ତି ନାହିଁ ତେବେ ଏହାର ପ୍ରଭାବ ଆପଣଙ୍କ ଘରେ ଏବଂ ଘରେ ଥିବା ଲୋକମାନଙ୍କ ଉପରେ ପଡ଼ିଥାଏ । ତେଣୁକରି ଏହାର ଧ୍ୟାନ ଆପଣଙ୍କୁ ବିଶେଷ ଭାବେ ରଖିବାକୁ ହୋଇଥାଏ ।

 

ଘରେ କେବଳ ସକାରାତ୍ମକ ପରିବେଶ ଚାହୁଁଥଲେ ଆପଣଙ୍କୁ ଘର ଭିତର ଏବଂ ଘର ବାହାର ପରିବେଶ ଠିକ୍ କରିବାକୁ ହେବ ଯଦି କିଛି ଭୁଲ ଆପଣ କରୁଛନ୍ତି ତେବେ ତୁରନ୍ତ ଏହାକୁ ସୁଧାରି ନିଅନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ବାଧା ବିଘ୍ନ ଶୀଘ୍ର ଦୂରେଇ ଯିବ । ଘରେ ଖାଦ୍ୟ ଖାଇବା ସମୟ ଅତି ଗୁରୁତ୍ବପୁର୍ଣ ହୋଇଥାଏ । ଖାଇବା ସମୟରେ ଯଦି ଆପଣ କିଛି ବିଶେଷ ଧ୍ୟାନ ରଖନ୍ତି ତେବେ ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ । 

 

ଘରେ ସ୍ଵାମୀ ସ୍ତ୍ରୀ ଏକାଠି ଥିବାବେଳେ ଯଦି ଏକାଠି ଭୋଜନ କରନ୍ତି  ତେବେ ଏହା ଶୁଭ ହୋଇନଥାଏ । ଖାଦ୍ୟ ଖାଇବା ବେଳେ ସବୁବେଳେ ଖାଦ୍ୟ ଆପଣଙ୍କ ଠୁ ଟିକିଏ ଉପରେ ରହିବା ଆବଶ୍ୟକ ଅଟେ । ଖାଇବା ଖାଇବା ଆଗରୁ ଆପଣ ପାଦ ଧୋଇ ଯଦି ଖାଇବାକୁ ବସନ୍ତି ତେବେ ମା ଅନ୍ନପୂର୍ଣ୍ଣା ଖୁସି ହୋଇଥାନ୍ତି ଏବଂ ପାଦ ଧୋଇ ଖାଇବା ଦ୍ବାରା ଆପଣଙ୍କ ଜୀବନରେ ଉନ୍ନତି ଉପରେ ଉନ୍ନତି ମଧ୍ୟ ହୋଇଥାଏ । 

 

କିନ୍ତୁ ଧ୍ୟାନ ରଖିବେ ଖାଦ୍ୟ ଖାଇବା ସମୟରେ ଧ୍ୟାନ ରଖିବେ ସ୍ଵାମୀ ସ୍ତ୍ରୀ ଏକାଠି କେବେ ମଧ୍ୟ ଭୋଜନ କରିବେ ନାହିଁ । କାରଣ ଏପରି କରିବା ଦ୍ୱାରା ସ୍ଵାମୀଙ୍କ ଆୟୁ କମିବା ସହ ଘରେ ଦାରିଦ୍ର୍ୟତା ବୃଦ୍ଧି ପାଇବାରେ ସମ୍ଭାବନା ରହିଛି। ତେଣୁକରି ଏହାକୁ ଆପଣଙ୍କୁ ଧ୍ୟାନରେ ରଖିବାକୁ ହେବ । ଏହା ଛଡା ଆପଣ ଯେଉଁ ବାସନରେ ଖାଉଛନ୍ତି ସେହା ଶୁଦ୍ଧ ହେଇଥିବା ଦରକାର ଏବଂ କେବେ ବାସନ ଭାଙ୍ଗି ଯାଇଥିବା ପାତ୍ର ରେ ଭୋଜନ ଗ୍ରହଣ କରିବା କଥା ନୁହେଁ

Leave a Reply

Your email address will not be published. Required fields are marked *