ଆରକ୍ଷୀ ଅଧିକାରୀ ମାନେ ନାଚିଲେ ନାଗିନ୍ ଗୀତ ରେ ଥାନା ଭିତରେ । ତା ପରେ କଣ ହେଲା ଦେଖନ୍ତୁ Video….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆରକ୍ଷୀ ଅଧିକାରୀ ମାନେ ନାଚିଲେ ନାଗିନ୍ ଗୀତ ରେ । ତା ପରେ କଣ ହେଲା ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଜଣେ ଉଚ୍ଚ କାର୍ଯ୍ୟ ରେ ମନ ନିବେଶ କରୁଥିବା ବ୍ୟକ୍ତି ଙ୍କ ଠାରୁ କେହି କେବେ ଭି ଖ-ରା-ପ ଗୁଣ ହେଉ ଅବା ଖ-ରା-ପ କଥା ବାର୍ତ୍ତା କି ଖ-ରା-ପ ସମ୍ମାନ ଦେଖାଇବା ଗୁଣ ଆଶା କରି ନଥାନ୍ତି । ସମସ୍ତେ ଜାଣନ୍ତି କି ଜଣେ ଯଦି ବହୁତ୍ ବଡ଼ କାମ କରି ନିଜର ନାମ ଅର୍ଜନ କରୁଛି ଓ ନିଜ ର ଯଶ ରଖୁଛି ସେ କେବେ ଭି ନିଜର ଖ-ରା-ପ କଥା ବାର୍ତ୍ତା ଲୋକ ଙ୍କ ଆଗରେ ପ୍ରଦର୍ଶନ କରି ପାରିବ ନାହିଁ ।ଯାହା ଫଳ ରେ ଲୋକେ ତାକୁ ଖ-ରା-ପ୍ ଭାବିବା ଆରମ୍ଭ କରିବେ ସେହି ସ୍ଥାନ ରେ ସେହି ବ୍ୟକ୍ତି ଜଣକ ନିଜର ଅର୍ଜନ କରିଥିବା ସମସ୍ତ ଯଶ ଓ ଖ୍ୟାତି କୁ ହରାଇ ଦେଇଥାଏ । 

 

ସାଧାରଣ ଲୋକ ଙ୍କ ର ତାଙ୍କ ଉପରେ ଥିବା ସମ୍ମାନ ଓ ପ୍ରେମ କମିବା କୁ ଲାଗିଥାଏ । ସତ କହିବା ପାଇଁ ଗଲେ ଦୁନିଆରେ  ଗୋଟିଏ କଥା ସଦା ସର୍ବଦା ଚାଲିଥାଏ କି ଗୋଡ଼ ଖସିଗଲେ ଜଣେ ମ-ର-ଇ ତୁଣ୍ଡ ଖସି ଗଲେ ସବୁ ମ-ର-ଇ । ତେଣୁ ସଦା ସର୍ବଦା ଆମେ କଣ କହିବା କଣ କରିବା ତାହା ନିଶ୍ଚିତ୍ତ ଭାବରେ ଚିନ୍ତା କରି ଭାବି କରିବା ଉଚିତ୍ । କେବେ ଭି ଅଧିକ ରା-ଗି ଯାଇ ଉତ୍ୟକ୍ତ ନ ହୋଇ କଥା ହେବା ଉଚିତ୍ ନୁହଁ । ତେଣୁ ନିଜ ସମ୍ମାନ ନିଜ ହାତରେ । 

 

ହେଲେ ସାଧାରଣ ଲୋକ ଜଣେ ଉଚ୍ଚ କାର୍ଯ୍ୟ କରିଥିବା  ବ୍ୟକ୍ତି ଙ୍କୁ ନିଜର ଅନୁଗାମୀ ବୋଲି ଭାବୁଥାନ୍ତି କିନ୍ତୁ ଯେତେବେଳେ ନିଜର ଅନୁଗାମୀ ମାନେ କିଛି ଭୁ-ଲ କାର୍ଯ୍ୟ କରି ଥାନ୍ତି ତାହାର ପ୍ରଭାବ ଅନ୍ୟ ମାନଙ୍କ ଉପରେ ପଡ଼ିଥାଏ । ପ୍ରକୃତ ଘଟଣା ଟି ହେଉଛି କି ଯାଜପୁର ଥା-ନା ରେ ଥା-ନା କର୍ମଚାରୀ ମାନେ ଡ୍ୟୁଟି ସମୟରେ ଏପରି କାର୍ଯ୍ୟ କରୁଥିଲେ ଯାହା ଆପଣ ମାନେ ଦେଖିଲେ ଆ-ଶ୍ଚ-ର୍ୟ୍ଯ ହୋଇଯିବେ । ଆରକ୍ଷୀ ଅଧିକାରୀ ମାନଙ୍କ ମଧ୍ୟରେ ମହିଳା ଆରକ୍ଷୀ ଅଧିକାରୀଙ୍କ ସହିତ ପୁରୁଷ ଆରକ୍ଷୀ ଅଧିକାରୀ ଭି ରହିଥିଲେ ଓ ସେମାନେ ଏପରି କାର୍ଯ୍ୟ କରୁଥିଲେ ଯାହା ଦେଖିଲେ ଆ-ଶ୍ଚ-ର୍ୟ୍ଯ ହୋଇଯିବେ । 

 

ସେହି ଆରକ୍ଷୀ ଅଧିକାରୀ ମାନେ ମିଶି ହୋଲି ରଙ୍ଗ ରେ ରଙ୍ଗୀନ ହୋଇ ଯାଇଥିଲେ ଓ ଯେପରି ନାଚୁଥିଲେ ଲାଗୁଥିଲା ସମସ୍ତେ ଯେମିତି କି ନି-ଶା ରେ ମଜଦୂର ଅଛନ୍ତି । ସେହି ଭଳି ଭାବରେ ସେମାନେ ଖୁବ୍ ଜର୍ ରେ ନାଚୁ ଥିଲେ ଓ ଉଭୟ ଉଭୟ ଙ୍କୁ ଧରା ଧରି ହୋଇ ନାଗିନ୍ ଗୀତ ରେ ନାଚୁଥିଲେ । ଯାହା ଦେଖି ସମସ୍ତେ ଖୁବ୍ ଆ-ଶ୍ଚ-ର୍ୟ୍ଯ ହୋଇଥିଲେ ଓ ଲୋକେ ସେହି ମାନଙ୍କ ଠାରୁ ଏହା ଆଶା କରି ନଥିଲେ । ହଁ ସମସ୍ତେ ଗୋଟିଏ ଗୋଟିଏ ମଣିଷ ସମସ୍ତଙ୍କର କାର୍ଯ୍ୟ କରିବା ପରେ ନିଜର ମଜା କରିବାର ସ୍ଵତନ୍ତ୍ର ଅଧିକାର ଥିବା ବେଳେ କର୍ତ୍ତବ୍ୟ ରେ ହେଲା କରିବା କଥା ନୁହଁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *