ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ୱେବ ପୋର୍ଟାଲ କୁ ଆଜି ଆସନ୍ତୁ ଦେଖିବା ଓଡିଶା ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ Viral Video ବିଷୟରେ | ଯାହା ସୋସିଆଲ ମିଡ଼ିଆ ରେ ଜୋରଦାର ଚର୍ଚ୍ଚା |
ଆପଣମାନେ ସୋସିଆଲ ମିଡ଼ିଆ ହେଉ ଖବର ମିଡ଼ିଆ ଅନୁଭବ ସବୁବେଳେ ଚର୍ଚାରେ କେତେବେଳେ ଘର ବିବାଦ ତ କେତେ ବେଳେ ରାଜନୀତି ବା କେତେବେଳେ ଲୋକଙ୍କୁ ସାହାଯ୍ୟ କରି ସବୁବେଳେ ଚର୍ଚାରେ ରହୁଛନ୍ତି | ଆସନ୍ତା କାଲି ରାତିରେ ଅନୁଭବ ଙ୍କ ଏକ video viral ହେଉଛି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା |
ସେହି Video ରେ ଅନୁଭବ ଙ୍କ ରୁମରେ ଏକ ଯୁବତୀ ଥିବାର ନଜର ଆସୁଛନ୍ତି ଓ ଆଉ ଜଣେ ବେକ୍ତି | ଚାଲନ୍ତୁ ଜାଣିବା କଣ ଏହା ପଛରେ ରହସ୍ୟ | ସେହି Video ରେ ଅନୁଭବ କହୁଛନ୍ତି ତତେ କିଏ କହିଲା ମୋ ରୁମ ଭିତରକୁ ଆସିବାକୁ ଜୋରରେ ଚିତ୍କାର କରୁଛନ୍ତି | ଏହି Video
Love In London ର ସୁଟିଂ Video ନିର୍ଦେଶକ ତାପସ ସର୍ଗରିଆ, ଅନୁଭବ ଓ ଯୁବତୀ ଜଣଙ୍କ ଫିଲ୍ମ ର ହିରୋଇନ ହୋଇଥିବା ବେଳେ ଏହାର ସୁଟିଂ ଏକ ରୁମ ଭିତରେ ହେଉଥିଲା | ଏହି video ସୋସିଆଲ ମିଡ଼ିଆ ରେ ଲିକ ହେଲା ପରେ ଲୋକ ବିଭିନ୍ନ ପ୍ରକାର ମତ ଦେଉଛନ୍ତି |
https://www.facebook.com/anubhavians/videos/684453850051279/
ଯଦି ଆଗକୁ ଏମିତି ଖବର ଓ ତଥ୍ୟ ର ସତ୍ୟତା ଜାଣିବାକୁ ଚାଁହୁଛନ୍ତି ତାହେଲେ ଆମ ୱେବ ପୋର୍ଟାଲ କୁ ନିଶ୍ଚୟ Like ଓ Follow କରନ୍ତୁ | ଜୟ ଜଗନ୍ନାଥ |