ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅନୁଭବ ଙ୍କ ରୁମରେ ପଶିଲେ ଯୁବତୀ ଆଉ ଜଣେ ଯୁବକ । ସୋସିଆଲ ମିଡିଆରେ ଲିକ୍ ହେଲା ଭିଡ଼ିଓ । ଦେଖନ୍ତୁ ଭିଡ଼ିଓ ପଛରେ ଥିବା ସତ୍ୟତା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆପଣ ମାନେ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କୁ ବହୁତ ଭଲ ଭାବରେ ଜାଣି ଥିବେ । ସେ ତାଙ୍କ ଅଭିନୟ ପାଇଁ ବହୁତ ଚର୍ଚ୍ଚିତ ଅଟନ୍ତି । ବହୁତ ସାରା ସୁପରହିଟ ସିନେମା ରେ ଅଭିନୟ କରି ସାରିଛନ୍ତି ଅନୁଭବ ମହାନ୍ତି । ତାଙ୍କ ର ପ୍ରଥମ ସିନେମା ର ନା ହେଉଛି ଆଇ ଲଭ୍ ୟୁ । ଏହି ସିନେମା କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ବା ସୁପରହିଟ ହୋଇ ଥିଲା ଆଉ ଏହା ପରେ ପରେ ବହୁତ ସୁପରହିଟ ସିନେମା ରେ ସେ ଅଭିନୟ କରି ସାରିଛନ୍ତି ।
ଅନୁଭବ ମହାନ୍ତି କେବଳ ସିନେମା ରେ ଅଭିନୟ୍ କରି ନାହାନ୍ତି ସେ ରାଜନୀତି ରେ ଯୋଗ ଦେଇ ଛନ୍ତି । ତେବେ ବର୍ତ୍ତମାନ ସମୟରେ ଅନୁଭବ ମହାନ୍ତି ଙ୍କର ଏହି ନୂଆ ସିନେମା ର ସୁଟିଂ ର କିଛି ଭିଡିଓ ସୋସିଆଲ୍ ମିଡ଼ିଆ ରେ ଖୋବ୍ ଭାଇରାଲ ହେବା ରେ ଲାଗିଛି । ଏହି ବିଷୟ ରେ ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁ ଛନ୍ତି ତେବେ ଆପଣ ମାନେ ଆମର ଏହି ଲେଖା ଟିକୁ ପ୍ରଥମରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।
ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଙ୍କର ଏବେ ଏକ ସିନେମା ସୁଟିଂ ଚାଲିଛି ଯେଉଁ ସିନେମାର ନାଁ ହେଉଛି ଲଭ୍ ଇନ୍ ଲଣ୍ଡନ । ଏହି ସିନେମାରେ ଅନୁଭବ ମହାନ୍ତି ଙ୍କର ଜବରଦସ୍ତ ଅଭିନୟ କୁ ଦେଖିବାକୁ ପାଇବେ । ତେବେ ଏହି ସିନେମା ର ନିର୍ଦ୍ଦେଶକ୍ ତାପସ୍ ସାରଙ୍କ କିଛି ସୁଟିଂ ମସ୍ତି କରି ଥିବାର ନଜରରେ ଆସିଛନ୍ତି । ଅନୁଭବ ମହାନ୍ତି ଓ ନିର୍ଦ୍ଦେସକ୍ ଙ୍କର ଏକ ସୁଟିଂ ଥିଲା ଯେଉଁଥିରେ ଅନୁଭବ ମହାନ୍ତି ତାଙ୍କୁ ଉପରେ ବହୁତ ଚିଲ୍ଲାଇ ଥିବା ସହ ଧକ୍କା ମାରି ଥିବାର ମଧ୍ୟ ନଜରରେ ଆସିଥିଲେ ।
ଆଉ ସେହି ରୁମରେ ଜଣେ ଯୁବତୀ ମଧ୍ୟ ଉପସ୍ଥିତ ଥିଲେ । ଆଉ ଯାହାର ଭିଜୁଆଲଟି ଏବେ ସୋସିଆଲ୍ ମିଡ଼ିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏହାକୁ ଦେଖିଲା ପରେ କିଛି ଲୋକ ଭାବି ଦେଇ ଥିଲେ କି ଅନୁଭବ ମହାନ୍ତି ଓ ନିର୍ଦ୍ଦେସକଙ୍କ ଭୀତରେ ଗଭୀର ଝଗଡା ହୋଇ ଯାଇଛି ତେବେ ଏମିତି କିଛି ବି ନୁହଁ । ତାଙ୍କ ଭୀତରେ ବାସ୍ ଭଲ ମସ୍ତି ଚାଲିଥିଲା ଆଉ ସେଥିପାଇଁ ଏକ ସିନ୍ କରି ମଜ୍ଜା ମସ୍ତି କରୁଥିବାର ନଜର ରେ ଆସିଥିଲେ । ଆଉ ଉପସ୍ଥିତ ଯୁବତୀ ଜଣକ ଉକ୍ତ ସିନେମାରେ ତାଙ୍କ ହିରୋଇନ୍ ହେଇଛନ୍ତି ।
https://www.facebook.com/anubhavians/videos/684453850051279/
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।