ଯଦି ଏମିତି ହୁଏ ତାହେଲେ ସନ୍ୟାସ ନେବେ କ୍ରିକେଟ ରୁ । ଆସନ୍ତୁ ଜାଣିବା କଣ ପାଇଁ ଏମିତି କହିଲେ ବିରାଟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଯଦି ଏମିତି ହୁଏ ତେବେ ଆଉ ଖେଳି ବିନି”କହିଲେ ବିରାଟ କୋହଲି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ନାମ୍ୱିଆ ବି-ପ-କ୍ଷ ରେ ବିଜୟ ସନ୍ ଟି-୨୦ ବିଶ୍ଵ କପ୍ ରେ ଅଭିଯାନ ଶେଷ କରିଛି ଟିମ୍ ଇଣ୍ଡିଆ । ଏହା ସହିତ କୋହଲି ମଧ୍ୟ  ଟି-୨୦ ଅଧିନାୟକ ପଦ କୁ ବାୟ ବାୟ କରିଛନ୍ତି । ଏଣିକି ଆଉ ଟି – ୨୦ ଅନୁସାରେ କୋହଲି ଙ୍କୁ ଆଉ ଟସ ପକାଉଥିବର  ଦେଖିବା ପାଇଁ ମିଳିବ ନାହିଁ । ତେବେ ନାମ୍ୱିଆ ବି-ପ-କ୍ଷ ମ୍ୟାଚ୍ ପରେ କୋହଲି ମୁହା ଖୋଲବା ସହିତ ନିଜ ମନର କଥା କହୁଛନ୍ତି । ଟି -୨୦ ରେ ଅଧିନାୟକ ପଦ ଛାଡ଼ିବା ପରେ କୋହଲି କହିଲେ ଏମିତି କଥା ମୁ ଏହି ପଦ ଛାଡ଼ିବା ପରେ ଅଳ୍ପ ପରିମାଣ ରେ ହାଲୁକା ଲାଗୁଛି । 

ଏହା ମୋ ପାଇଁ ସ୍ମରଣୀୟ ଓ ଗର୍ବ ର ମୁହୂର୍ତ୍ତ ହୋଇ ରହିବ । କିନ୍ତୁ ଆମକୁ ଏହିଠାରୁ ଆହୁରି ଆଗକୁ ବଢିବା ପାଇଁ ହେବ ନିଜ ଠାରୁ ଉପରକୁ ଅଧିକାର କାର୍ଯ୍ୟ ଚାପ କମାଇବା ପାଇଁ ଏହା ଏକ ଉପଯୁକ୍ତ ସମୟ । ଗତ ୬-୭ ବର୍ଷ ହେବ ଆମେ କ୍ରିକେଟ ଖେଳି ଆସୁଛୁ । ଆମେ ମଧ୍ୟ ଖୁବ୍ ଭଲ ପ୍ରଦର୍ଶନ ମଧ୍ୟ କରିଛୁ ବିଶ୍ଵ କୋପ୍ ରେ ଆମେ ଆଗକୁ ବଢ଼ି ପାରିନୁ ସତ ହେଲେ ବହୁତ୍ ଥର ଟି-୨୦ ରେ ଖୁବ୍ ଭଲ ଭାବରେ ଖେଲିଛୁ । ପ୍ରଥମ ଦୁଇଟି ମେଚ ରେ ଯଦି ଦୁଇଟି ଭଲ ଖେଳିଥାନ୍ତି ତାହା ହେଲେ ଫଳା ଫଳ କିଛି ଭିନ୍ନ ଆସିଥାନ୍ତା । 

ଅଧିନାୟକ ପଦ ଛାଡ଼ିବା ପରେ ଭି ପୂର୍ବ ଭଳି ଯୋସ୍ ଦେଖିବା ପାଇଁ ମିଳିବ ବୋଲି କହିଛନ୍ତି କୋହଲି । ସେ କହିଛନ୍ତି ତାଙ୍କ କଥା ଆଉ ବଦଳିବନି । ଯେବେ ତାଙ୍କର ଏହି ଯୋସ ଆଉ ଦେଖିବା ପାଇଁ ମିଳିବନି ସେବେ ଏହି ସେ ଖେଳ ଛାଡ଼ି ଦେବେ ବୋଲି ମଧ୍ୟ କହିଛନ୍ତି । ଯେତେବେଳେ ମୁଁ ଅଧିନାୟକ ନଥିଲି ସେ ଯାଏଁ ଭି ମୁଁ ଖେଳୁଥିଲେ ଯୋଷ ର ସହକାର ଆଉ ୟା ପରେ ଭି ଦେଖିବା ପାଇଁ ମିଳିବ । ମୋ ପକ୍ଷରେ ପଡ଼ିଆରେ ଛିଡା ହୋଇ ରହିବା ସମ୍ଭବ ପର ନୁହଁ । ଅତ୍ୟଧିକ କାର୍ଯ୍ୟ ପାଇଁ କୋହଲି କ୍ୟାପଟେନ ପଦ ଛାଡ଼ିବେ ବୋଲି କହିଥିଲେ । ବିରାଟ କୋହଲି ଅଧିନାୟକ ପଦ ଛାଡ଼ିବା ପରେ ପରେ ରୋହିତ ଶର୍ମା ଏହି ଦାୟିତ୍ବ ନେଇ ପାରନ୍ତି ବୋଲି ଯାହା ଜଣା ପଡ଼ିଛି । 

ଏହା ସହ ସେ ନାମ୍ୱିଆ ବି-ପ-କ୍ଷ ରେ କାହିଁକି ଟୁର୍ଣ୍ଣାମେଣ୍ଟ ଖେଳି ପାରିନାହାନ୍ତି ବୋଲି କୋହଲି କହିଥିଲେ ସୂର୍ଯ୍ୟ କୁମାର ଯାଦବ ଙ୍କୁ ଚଳିତ ବର୍ଷ ଅଧିକ ବ୍ୟାଟିଂ କରିବା ପାଇଁ ଚାନ୍ସ ଦିଆ ହୋଇଥିଲା ଓ ଯାହା ପାଇଁ ସେ ନିଜ ହିସାବ ରେ ଏହି ଖେଳ ର ମଡ କୁ ନେଇ ଶେଷ କରିବା ପାଇଁ ଚାହିଁଥିଲେ । ଯାହା ଦ୍ଵାରା ସେମାନେ ଏକ ଭଲ ଅନୁଭୂତି ହାସଲ କରି ପାରିବେ ଟି -୨୦ ରେ ବିରାଟ ଙ୍କ ନେତୃତ୍ୱ ରେ ୫୦ ଟି ଖେଳ ଖେଳିଛି ଟିମ୍ ଇଂଡିଆ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *