ଶେଷରେ ଆଜି ଜୀବନ ହାରିଦେଲା ଗୋବିନ୍ଦ । ଗୋବିନ୍ଦ ସାହୁ ମୃ-ତ୍ୟୁ ଘଟଣା ରେ ଆସିଲା ସତ୍ୟତା | କାହିଁକି ଓ କେମିତି ମଲା ଜାଣନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶେଷରେ ଆଜି ଜୀବନ ହାରିଦେଲା ଗୋବିନ୍ଦ । ଗୋବିନ୍ଦ ସାହୁ ମୃ-ତ୍ୟୁ ଘଟଣା ରେ ଆସିଲା ସୁରାକ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି ତାହା ହେଉଛି ବହୁଚର୍ଚ୍ଚିତ ମମିତା ମେହେର ମାମଲାରେ ଗି-ର-ଫ ହୋଇ ଜେଲ ରେ ସଜ୍ଜା କାଟୁଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଲା ଆ-ତ୍ମ-ତ୍ୟା-ଗ । ଜେଲ ଭିତରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିବା ଗୋବିନ୍ଦ ସାହୁଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃ-ତ ଘୋଷଣା କରିଥିଲେ । ତେବେ ମମିତା ମେହେର ହ-ତ୍ୟା-କାଣ୍ଡ ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ମୁଖ୍ୟ ଓ ଏକମାତ୍ର ଅଭିଯୁକ୍ତ ଥିଲେ । ଏବେ ଗୋବିନ୍ଦ ସାହୁଙ୍କ ମୃ-ତ୍ୟୁ ପରେ ମମିତାଙ୍କ ହ-ତ୍ୟା-କା-ଣ୍ଡ ବିଷୟରେ ଜାଣିଥିବା ସବୁ ସତ ସବୁଦିନ ପାଇଁ ଲୁଚିଗଲା ବୋଲି କୁହାଯାଉଛି ।

 

ଏହି ଘଟଣା ପୂର୍ବରୁ ଗତ ରଥଯାତ୍ରା ସମୟରେ ଗୋବିନ୍ଦ ସାହୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରା ଯାଇଥିଲା । ଆଉ ଏହି ସମୟରେ ସେ ବୁଲି ବୁଲି ରଥଯାତ୍ରା ଦେଖୁଥିବା ବେଳେ ଫଟୋ ଭାଇରାଲ ହୋଇଥିଲା ଯାହାକୁ ନେଇ ତୁମ୍ବି ତୋଫାନ ରାଜ୍ୟରେ ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଲା ଗୋବିନ୍ଦ ସାହୁ ଥିଲେ ଅଣ୍ଡର ଟ୍ରାଏଲ ପ୍ରିଜନର । ତେବେ ଅନେକାଂଶରେ ଦେଖିବାକୁ ଗଲେ  ଅଣ୍ଡର ଟ୍ରାଏଲ ପ୍ରିଜନର ବା କଏଦୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ଥାଏ । 

 

ମାତ୍ର ଏତେ କଡା ସୁରକ୍ଷା ଥାଇ ମଧ୍ୟ ତାଙ୍କ ସେଲକୁ ଦଉଡି ଗଲା କେମିତି । କିଏ ତାଙ୍କୁ ଜୀଵନ ହାରିବା ପାଇଁ ରଶି ଯୋଗାଇଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଏପରି ମଧ୍ୟ ଶୁଣିବାକୁ ମିଳିଥିଲା ଯେ କୁଆଡ଼େ ଜେଲ୍ ଭିତରେ ଗୋବିନ୍ଦକୁ ଡରାଉଥିଲା ମମିତା ମେହେରର ଆତ୍ମା । ଆଉ ଏମିତି ଡରି ଡରି ଜେଲରେ ବଞ୍ଚିବା ଅପେକ୍ଷା ଜୀବନ ହାରିଦେବା ଭଳି ଶେଷ ନିଷ୍ପତ୍ତି ନେଇଗଲା ଗୋବିନ୍ଦ । ତେଣୁ ଆଜି ସକାଳୁ ଗୋବିନ୍ଦ ସାହୁ ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିଲା । ପରେ ଗୁରୁତର ଅବସ୍ଥାରେ ବଲାଙ୍ଗୀର କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ।

 

ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବର ୮ ତାରିଖରୁ ନିଖୋଜ ହେଇଯାଇଥିଲେ ମମିତା ମେହେର । ଏହାକୁ ନେଇ ତାଙ୍କ ପରିବାର ତରଫରୁ ଥାନାରେ ମାମଲା କରାଯାଇଥିଲା । ମମିତା କାମ କରୁଥିବା ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦ ସାହୁର ଏଥିରେ ସମ୍ପୃକ୍ତି ଥିବା ନେଇ ପରିବାର କହିଥିଲେ । ପରେ ଆରକ୍ଷୀ ଅଧିକାରୀ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମର ଗୋଟିଏ ସ୍ଥାନରେ ଖୋଲିବା ପରେ ଜଣେ ମମିତାଙ୍କ ମୃ-ତ ଶରୀର ପାଇବା ପରେ ତଦନ୍ତ କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀକୁ ଦୋଷୀ ପାଇ ଆରକ୍ଷୀ ଅଧିକାରୀ ଖୋଜି ଗି-ର-ଫ କରିଥିଲା ।ତେବେ ଗୋବିନ୍ଦ ସାହୁ ଆ-ତ୍ମ-ହ-ତ୍ୟା କରିଛି ନା ତାକୁ ମା-ରି ଦିଆ ଯାଇଛି।ଏହି ଘଟଣାର ସିବିଆଇ ତଦନ୍ତ କରିଲେ ଜଣା ପଡ଼ିବ ବୋଲି ଦାବି କରିଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *