ଫୁଣି ଖେଳାଯିବ ଭାରତ ପାକିସ୍ତାନ ମ୍ୟାଚ । ଜାଣନ୍ତୁ

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଥରେ ମୁହାମୁହି ହେବେ ଭାରତ ଓ ପାକିସ୍ଥାନ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କିଛିଦିନ ହେବ କ୍ରିକେଟ ଖେଳ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଚର୍ଚ୍ଚା ଚାଳିଛି । ଟି20 ବିଶ୍ୱକପ୍ ରେ ଭାରତ ପାକିସ୍ତାନ କୁ କ୍ରିକେଟ୍ ମ୍ୟାଚ୍ କୁ  ଦେଖିବା ପାଈ ଖେଳ ପ୍ରେମୀ  ମାନେ ଅତି ଆଗ୍ରହ ର ସହିତ ଚାହିଁ ରହିଥିଲେ ହେଲେ ସେହି ମୁକାବିଲା ରେ ପାକିସ୍ତାନ ୧୦ ଟି ୱିକେଟ ରେ ଲଜ୍ୟାଜନକ ଭାବେ ଟିମ୍ ଇଣ୍ଡିଆ କୁ ପରାସ୍ତ କରିଥିଲା ଯାହା କି ଭାରତ ପେ ଏକ ଅନେକ ବଡ଼ ଲଜ୍ୟଜନକ ଘଟଣା ଥିଲା । ଟି20 ବିଶ୍ୱକପ୍ ର ମ୍ୟାଚ୍ ରେ ଭାରତ କୁ ପ୍ରଥମ ଥର ପାଇଁ ହରାଇବାରେ ସଫଳତା ହାସଲ କରିଥିଲା ପାକିସ୍ତାନ ।

 

କିନ୍ତୁ ପୁଣି ଥରେ ଆଗକୁ ହେବାକୁ ଯାଉଛି ଭାରତ ପାକିସ୍ତାନ ମଧ୍ୟ ରେ ମୁଁହା ମୁହିଁ ମ୍ୟାଚ୍ । ୟୁଏଇ ରେ ଖେଳାଯାଉଥିବା ମ୍ୟାଚ ରେ ଟି୨୦ ବିଶ୍ୱକପ୍ ରୁ ଟିମ୍ ଇଣ୍ଡିଆ ବାହାରି  ସାରିଛି । ସେହି ପରି ଗତ ଟୁର୍ଣ୍ଣାମେଣ୍ଟ ରେ ମଧ୍ୟ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ଠାରୁ   ହାରି ଫାଇନାଲ୍‌ରେ ପହଞ୍ଚି ପାରି ନା ଥିଲା ଭାରତ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମୁକାବିଲା ହେବାର ଆଶା ମଧ୍ୟ ବର୍ତ୍ତମାନ ମଧ୍ୟ ଆଉ ନାହିଁ । ନାମିବିୟା ସହ ଶେଷ ମ୍ୟାଚ୍‌ ଖେଳି ଭାରତ ନିଜର ସ୍ଵଦେଶ ଫେରିବ ଏବଂ ଏହି ମ୍ୟାଚ୍ ଟି  ବିରାଟ କୋହଲି ଙ୍କ ନେତୃତ୍ଵ  ଭାବେ ଶେଷ ଟି-୨୦ ମ୍ୟାଚ୍ ହେବ ବୋଲି ସୂଚନା ମିଳିଛି। 

               

ଆସନ୍ତା ବର୍ଷ ୨୦୨୨ ରେ ଏସିଆ କପ୍ ପାଈ ଶ୍ରୀଲଙ୍କା ରେ ଖେଳାଯିବା ର ଶୁଣିବାକୁ ମିଳିଛି ଏବଂ ସେହି ଟି-୨୦ ଟୁର୍ଣ୍ଣାମେଣ୍ଟ ରେ ଉଭୟ ଭାରତ ଏବଂ ପାକିସ୍ତାନ ଖେଳିବେ ବୋଲି ମନସ୍ଥ କରାଯାଇଛି ।ତେବେ ଏହା ଭାରତ ଏବଂ ପାକିସ୍ତାନ ପାଇଁ ନିଶ୍ଚିନ୍ତ ଭାବରେ ମହା ମୁକାବିଲା ହେବ ବୋଲି ଶୁଣିବାକୁ ମିଳିଛି । ଏହି ଏସିଆ କପ୍ ୧୯୮୩ ରୁ ଆରମ୍ଭ ହୋଇଥିଲା ଏବଂ ଏହା ଶେଷ ଥର ପାଇଁ ୨୦୧୮ ମସିହା ରେ ଖେଳା ହୋଇଥିଲା ଆଉ ସେହି ବର୍ଷ ହିଁ  ବାଂଲାଦେଶ କୁ ହରାଇ ଭାରତ ଫାଇନାଲ ରେ ଟାଇଟଲ୍ ଜିତିଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମାଙ୍କ ନେତୃତ୍ଵରେ ପାକିସ୍ତାନ କୁ ୯ ଓ୍ଵିକେଟ୍‌ ରେ ପରାସ୍ତ କରିଥିଲା ଭାରତ ।  

 

୨୦୨୩ ମସିହା ରେ ପାକିସ୍ତାନ ଗସ୍ତ ରେ ଯାଇପାରେ ଟିମ୍ ଇଣ୍ଡିଆ । ୨୦୨୩ ମସିହା ରେ ହେବାକୁ ଥିବା ଏହି ଏସିଆ କପର ଦାୟିତ୍ଵ ପାକିସ୍ତାନକୁ ଦିଆଯାଇଛି । ଠିକ୍ ସେହି ପରି ୨୦୨୩ ରେ ଭାରତ ରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ ରେ ମଧ୍ୟ ପାକିସ୍ତାନ କୁ ଭାରତ ଆସିବାକୁ ହେବ ବୋଲି ଶୁଣିବାକୁ ମିଳିଛି । ପାକିସ୍ତାନ ନିଜର ଘରୋଇ ମୁକାବିଲା କୁ କୌଣସି ନିରପେକ୍ଷ ସ୍ଥଳ ରେ ଆୟୋଜନ କରିବ ନାହିଁ ବୋଲି ସ୍ପଷ୍ଟ କରି ସାରିଛି। ଏହା ନେଇ ବିସିସିଆଇ ଓ ପିସିବି ବୋର୍ଡ ଶୀଘ୍ର ନିଷ୍ପତ୍ତି ନେବେ  ବୋଲି ସୂଚନା ରୁ ଜଣ ପଢ଼ିଛି । ଆଉ ଏହା ମଧ୍ୟ ଜଣ ପଢ଼ିଛି କି ଆସନ୍ତାବର୍ଷ ଅଷ୍ଟ୍ରେଲିଆ ରେ ଟି-୨୦ ବିଶ୍ଵ କପ୍ ଖେଳାଯିବ ବୋଲି ଜଣ ପଢ଼ିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *